ଅଲିମ୍ପିକ୍‌ରୁ ଭାରତୀୟ ସୁଟର ଅପୂର୍ବୀ ଓ ଆୟୋନିକାଙ୍କ ବିଦାୟ

ରିଓ ଡି ଜେନେରିଓ:­ ବ୍ରାଜଲର ରିଓ ଡି ଜେନେରିଓରେ ଆରମ୍ଭ ହୋଇଥିବା ଅଲିମ୍ପିକ୍‌ରେ ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ଯୋଗ୍ୟତା ଅର୍ଜନ କରି ନ ପାରି ବିଶ୍ୱମହାକୁମ୍ଭରୁ ବାଦ୍‌ ପଡିଛନ୍ତି ଭାରତୀୟ ସୁଟର ଆୟୋନିକା ପାଲ ଓ ଅପୂବୀ ଚାନ୍ଦେଲା। ଏହି ଦୁଇ ଯୁବ ସୁଟରଙ୍କ ଠାରୁ ମେଡାଲ ଆଶା କରାଯାଉଥିଲେ ମଧ୍ୟ ସେମାନେ ଏଥିରେ ବିଫଳ ହୋଇଛନ୍ତି। ଅପୂର୍ବୀ ୪୧୧.୬ ସ୍କୋର କରି ୩୪ତମ ସ୍ଥାନରେ ରହିଥିବାବେଳେ ଆୟୋନିକା ୫୧ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ […]

APURVIA

APURVIA

Rakesh Mallick
  • Published: Saturday, 06 August 2016
  • Updated: 06 August 2016, 10:21 PM IST

Sports

Latest News

ରିଓ ଡି ଜେନେରିଓ:­ ବ୍ରାଜଲର ରିଓ ଡି ଜେନେରିଓରେ ଆରମ୍ଭ ହୋଇଥିବା ଅଲିମ୍ପିକ୍‌ରେ ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ଯୋଗ୍ୟତା ଅର୍ଜନ କରି ନ ପାରି ବିଶ୍ୱମହାକୁମ୍ଭରୁ ବାଦ୍‌ ପଡିଛନ୍ତି ଭାରତୀୟ ସୁଟର ଆୟୋନିକା ପାଲ ଓ ଅପୂବୀ ଚାନ୍ଦେଲା।

ଏହି ଦୁଇ ଯୁବ ସୁଟରଙ୍କ ଠାରୁ ମେଡାଲ ଆଶା କରାଯାଉଥିଲେ ମଧ୍ୟ ସେମାନେ ଏଥିରେ ବିଫଳ ହୋଇଛନ୍ତି। ଅପୂର୍ବୀ ୪୧୧.୬ ସ୍କୋର କରି ୩୪ତମ ସ୍ଥାନରେ ରହିଥିବାବେଳେ ଆୟୋନିକା ୫୧ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୪୭ ତମ ସ୍ଥାନରେ ରହିଥିଲେ।ଉଭୟ ସୁଟର ୨.୦/-୨.୦ ପେନାଲ୍ଟି ପାଇବାରୁ ସେମାନଙ୍କର ଅଲିମ୍ପିକ୍‌ ମେଡାଲ ଜିତିବା ଆଶା ଆଶାରେ ରହିଯାଇଛି।

ଚୀନ୍‌ର ଲି ଡୁ ୪୨୦.୭ ସ୍କୋର କରି ଅଲିମ୍ପିକ୍‌ ରେକର୍ଡ ସ୍ଥାପନ କରିବା ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଜର୍ମାନର ବାର୍ବାରା ଇଙ୍ଗଲେଡର ୪୨୦.୩ ସ୍କୋର କରି ଦ୍ୱିତୀୟ ସ୍ଥାନ ଓ ଇରାନର ଏଲ୍‌ନାହ ଅହମ୍ମଦ ୪୧୭.୮ ସ୍କୋର କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story