ଗୋଲ୍ଡେନ୍ ବୟ ନୀରଜଙ୍କ ପରବର୍ତ୍ତୀ ଟାର୍ଗେଟ୍ କ'ଣ?

ଟୋକିଓ: ଭାରତର ଷ୍ଟାର୍ ଆଥଲେଟ୍ ନୀରଜ ଚୋପ୍ରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। କିନ୍ତୁ ଏହିଠାରେ ନୀରଜଙ୍କ ଯାତ୍ରା ଶେଷ ହୋଇନାହିଁ। ନୀରଜଙ୍କୁ ଆହୁରି ଅନେକ ବାଟ ଯିବାକୁ ଅଛି। ଅଲିମ୍ପିକ୍ସ ପରେ ନୀରଜ ନିଜର ଆଗାମୀ ରଣନୀତି ସମ୍ପର୍କରେ ସୂଚନା ଦେଇଛନ୍ତି। ନୀରଜ ନିଜର ଆଗାମୀ ପ୍ରତିଯୋଗିତାରେ ୯୦ ମିଟର୍ ଜାଭେଲିନ୍ ଥ୍ରୋ’ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅଲିମ୍ପିକ୍ସରେ ଭାରତ ପାଇଁ ଦ୍ୱିତୀୟ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଶନିବାର ଜାଭେଲିନ୍ […]

neeraj-chopra1

neeraj-chopra1

Ranjit Kumar Jena
  • Published: Sunday, 08 August 2021
  • Updated: 08 August 2021, 06:14 PM IST

Sports

Latest News

ଟୋକିଓ: ଭାରତର ଷ୍ଟାର୍ ଆଥଲେଟ୍ ନୀରଜ ଚୋପ୍ରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। କିନ୍ତୁ ଏହିଠାରେ ନୀରଜଙ୍କ ଯାତ୍ରା ଶେଷ ହୋଇନାହିଁ। ନୀରଜଙ୍କୁ ଆହୁରି ଅନେକ ବାଟ ଯିବାକୁ ଅଛି। ଅଲିମ୍ପିକ୍ସ ପରେ ନୀରଜ ନିଜର ଆଗାମୀ ରଣନୀତି ସମ୍ପର୍କରେ ସୂଚନା ଦେଇଛନ୍ତି। ନୀରଜ ନିଜର ଆଗାମୀ ପ୍ରତିଯୋଗିତାରେ ୯୦ ମିଟର୍ ଜାଭେଲିନ୍ ଥ୍ରୋ' କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅଲିମ୍ପିକ୍ସରେ ଭାରତ ପାଇଁ ଦ୍ୱିତୀୟ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଶନିବାର ଜାଭେଲିନ୍ ଇଭେଣ୍ଟରେ ରେକର୍ଡ ଥ୍ରୋ' (୯୦.୫୭ ମିଟର୍) କରିବାକୁ ପ୍ରୟାସ କରୁଥିଲେ, କିନ୍ତୁ ସେ ଏହି ଦୂରତା ଯାଏ ପହଞ୍ଚିପାରିଲେ ନାହିଁ।

ଚୋପ୍ରା ନିଜର ଐତିହାସିକ ପ୍ରଦର୍ଶନ ପରେ କହିଛନ୍ତି, ଜାଭେଲିନ୍ ଏକ ଟେକ୍ନିକାଲ୍ ଇଭେଣ୍ଟ ଏବଂ ଏଥିରେ ବହୁତ କିଛି ଫର୍ମ ଉପରେ ନିର୍ଭର କରେ। ମୋ ଲକ୍ଷ୍ୟ ୯୦ ମିଟର୍ ଥ୍ରୋ' କରିବା ଥିଲା। ଚଳିତ ବର୍ଷ ମୁଁ କେବଳ ଅଲିମ୍ପିକ୍ସ ଉପରେ ଫୋକସ୍ କରୁଥିଲି। ଏବେ ମୁଁ ପଦକ ଜିତିସାରିଥିବାରୁ ଆଗାମୀ ପ୍ରତିଯୋଗିତା ପାଇଁ ଯୋଜନା ପ୍ରସ୍ତୁତ କରିବି। ଭାରତ ଫେରିବା ପରେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ବିଦେଶୀ ଭିସା ହାସଲ କରିବାକୁ ପ୍ରୟାସ କରିବି।

ଜୁଲାଇ ୧୩ ତାରିଖରେ ଗେଟଶିଟ୍ ଡାଇମଣ୍ଡ ଲିଗରୁ ହଟିବା ପରେ ନୀରଜ କହିଥିଲେ ଯେ ସେ ଅଲିମ୍ପିକ୍ସ ପରେ ଏହି ସିରିଜର ବାକି ପର୍ଯ୍ୟାୟରେ ଭାଗ ନେବେ। ଚଳିତ ମାସ ଅଗଷ୍ଟ ୨୬ ତାରିଖରେ ଲୁସାନେ, ଅଗଷ୍ଟ ୨୮ରେ ପ୍ୟାରିସରେ ଗ୍ରୁପ୍ ଷ୍ଟେଜ୍ ପରେ ସେପ୍ଟେମ୍ବର ୯ ତାରିଖରେ ସିରିଜର ଫାଇନାଲ୍ ହେବ।

ସୂଚନାଯୋଗ୍ୟ, ୨୩ ବର୍ଷୀୟ ନୀରଜ ଟୋକିଓ ଅଲିମ୍ପିକ୍ସର ଜାଭେଲିନ୍ ଥ୍ରୋ'ରେ ୮୭.୫୮ ମିଟର୍ ଥ୍ରୋ' କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ୍ ଭାବେ ଅଲିମ୍ପିକ୍ସରେ ପଦକ ଜିତିଛନ୍ତି। ତାଙ୍କର ଏହି ସଫଳତା ସବୁଦିନ ପାଇଁ ମନେ ରହିବ। ନୀରଜଙ୍କ ଏହି ଐତିହାସିକ ସ୍ୱର୍ଣ୍ଣ ପଦକ ପାଇଁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ମଧ୍ୟ ଛୁଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story