‘କୋହଲିଙ୍କୁ ସ୍ଲେଜିଂ ଅଷ୍ଟ୍ରେଲିଆ ପାଇଁ ମହଙ୍ଗା ପଡ଼ିପାରେ’

ସିଡ୍‌ନୀ: ଭାରତୀ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କୁ ସ୍ଲେଜିଂ କଲେ ଅଷ୍ଟ୍ରେଲିଆ ଟିମ୍‌ ପାଇଁ ମହଙ୍ଗ ପଡ଼ିପାରେ। ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ମାଇକେଲ ହସି। ସେ କହିଛନ୍ତି,“କୋହଲି ହେଉଛନ୍ତି ରିଅଲ ଚାମ୍ପିଅନ୍‌। ଯେକୌଣସି ସମୟରେ ମ୍ୟାଚକୁ ବଦଳାଇ ଦେବାର ଦକ୍ଷତା ତାଙ୍କର ଅଛି। ସେଥିପାଇଁ ଅଷ୍ଟ୍ରେଲିଆ ଟିମ୍‌ ସତର୍କତାର ସହ ରଣନୀତି ପ୍ରସ୍ତୁତ କରିବା ଦରକାର। ତାଙ୍କୁ ସ୍ଲେଜିଂ କରିବା ଦଳ ପାଇଁ ମହଙ୍ଗା ପଡ଼ିବ। ତେଣୁ ସ୍ଲେଜିଂଠାରୁ […]

mike-hussey

mike-hussey

Rakesh Mallick
  • Published: Friday, 03 February 2017
  • Updated: 03 February 2017, 06:55 PM IST

Sports

Latest News

ସିଡ୍‌ନୀ: ଭାରତୀ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କୁ ସ୍ଲେଜିଂ କଲେ ଅଷ୍ଟ୍ରେଲିଆ ଟିମ୍‌ ପାଇଁ ମହଙ୍ଗ ପଡ଼ିପାରେ। ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ମାଇକେଲ ହସି।

ସେ କହିଛନ୍ତି,“କୋହଲି ହେଉଛନ୍ତି ରିଅଲ ଚାମ୍ପିଅନ୍‌। ଯେକୌଣସି ସମୟରେ ମ୍ୟାଚକୁ ବଦଳାଇ ଦେବାର ଦକ୍ଷତା ତାଙ୍କର ଅଛି। ସେଥିପାଇଁ ଅଷ୍ଟ୍ରେଲିଆ ଟିମ୍‌ ସତର୍କତାର ସହ ରଣନୀତି ପ୍ରସ୍ତୁତ କରିବା ଦରକାର। ତାଙ୍କୁ ସ୍ଲେଜିଂ କରିବା ଦଳ ପାଇଁ ମହଙ୍ଗା ପଡ଼ିବ। ତେଣୁ ସ୍ଲେଜିଂଠାରୁ ଦୂରେଇ ରହିବାକୁ ଦଳର ଖେଳାଳିଙ୍କୁ ପରାମର୍ଶ ଦେଇଛନ୍ତି।”

ଫେବୃଆରୀରେ ଅଷ୍ଟ୍ରେଲିଆ ଟିମ୍‌ ଭାରତ ଗ୍ରସ୍ତରେ ଆସି ୪ଟି ଟେଷ୍ଟ ଖେଳିବ। ପ୍ରଥମ ମ୍ୟାଚ ୨୩ ତାରିଖରେ ପୁନେରେ ଖେଳାଯିବ।

୪୧ ବର୍ଷିୟ ହସି ଅଷ୍ଟ୍ରେଲିଆ ପାଇଁ ୭୯ଟି ମ୍ୟାଚ ଖେଳି ୨୦୧୩ରେ ଆନ୍ତର୍ଜାତିୟ କ୍ରିକେଟରୁ ଅବସର ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story