ନ୍ୟାଶନାଲ ରେକର୍ଡ ସହ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କଲେ ଅବିନାଶ

ଦୋହା: ଭାରତର ଷ୍ଟାର ଆଥଲେଟ ଅବିନାଶ ସାବେଲ ୩୦୦୦ ମିଟର ଷ୍ଟିପଲଚେଜ୍‌ରେ ନ୍ୟାଶନାଲ ରେକର୍ଡ ସହ ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଦୋହାଠାରେ ଚାଲିଥିବା ବିଶ୍ୱ ଚ୍ୟାମ୍ପିୟନଶିପ୍‌ର ୩୦୦୦ ମିଟର ଷ୍ଟିପଲଚେଜରେ ଅବିନାଶ ଭାଗ ନେଇଥିଲେ। ଫାଇନାଲ ରାଉଣ୍ଡରେ ସେ ୧୩ତମ ସ୍ଥାନରେ ରହିଥିଲେ ହେଁ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିବାକୁ ୮ ମିନିଟ୍‌ ୨୨ ସେକେଣ୍ଡ ଧାର୍ଯ୍ୟ କରାଯାଇଥିଲା। ତେବେ ଭାରତର ଅବିନାଶ ୮ ମିନିଟ୍‌ ୨୧.୩୭ […]

cxc

cxc

Hemant Lenka
  • Published: Saturday, 05 October 2019
  • Updated: 05 October 2019, 04:30 PM IST

Sports

Latest News

ଦୋହା: ଭାରତର ଷ୍ଟାର ଆଥଲେଟ ଅବିନାଶ ସାବେଲ ୩୦୦୦ ମିଟର ଷ୍ଟିପଲଚେଜ୍‌ରେ ନ୍ୟାଶନାଲ ରେକର୍ଡ ସହ ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଦୋହାଠାରେ ଚାଲିଥିବା ବିଶ୍ୱ ଚ୍ୟାମ୍ପିୟନଶିପ୍‌ର ୩୦୦୦ ମିଟର ଷ୍ଟିପଲଚେଜରେ ଅବିନାଶ ଭାଗ ନେଇଥିଲେ। ଫାଇନାଲ ରାଉଣ୍ଡରେ ସେ ୧୩ତମ ସ୍ଥାନରେ ରହିଥିଲେ ହେଁ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିବାକୁ ୮ ମିନିଟ୍‌ ୨୨ ସେକେଣ୍ଡ ଧାର୍ଯ୍ୟ କରାଯାଇଥିଲା। ତେବେ ଭାରତର ଅବିନାଶ ୮ ମିନିଟ୍‌ ୨୧.୩୭ ସେକେଣ୍ଡରେ ୩୦୦୦ ମିଟର ଷ୍ଟିପଲଚେଜ୍‌ ରେସ୍‌କୁ ସଂପୂର୍ଣ୍ଣ କରିଥିଲେ। ଏହା ଅବିନାଶଙ୍କ ନ୍ୟାଶନାଲ ରେକର୍ଡ ସମୟ ସହ ସମାନ।

ଏହି ରେସ୍‌ରେ ୧୫ ଜଣ ଭାଗ ନେଇଥିଲେ। ଏମାନଙ୍କ ମଧ୍ୟରେ ଅବିନାଶ ୧୩ତମ ସ୍ଥାନରେ ରହିଛନ୍ତି। କେନିୟାର ସି କିପରୁଟୋ ମାତ୍ର ୮ ମିନିଟ୍‌ ୧.୩୫ ସେକେଣ୍ଡରେ ଏହି ରେସ୍‌କୁ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story