ଭାରତ ବିପକ୍ଷ ଟେଷ୍ଟ: ବାଂଲାଦେଶ ୩୨୨/୬

ହାଇଦ୍ରାବାଦ୍‌: ଭାରତ ବିପକ୍ଷ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ୬ ୱିକେଟ ହରାଇ ୩୨୨ ରନ୍‌ କରିଛି। ସାକିବ ଅଲ୍ଲ ହସନ ୮୨ ରନ୍‌ କର ଆଉଟ୍‌ ହୋଇଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କିଛି ଖାସ୍‌ କରିପାରିନାହାନ୍ତି। ଏମ୍‌ ରହିମ ୮୧ ଏବଂ ଏମ୍‌. ହସନ ୫୧ ରନ୍‌ କରି ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ଉମେଶ ଯାଦବ ୨ଟି, ଇଶାନ୍ତ ଶର୍ମା, ରବୀଚନ୍ଦ୍ରନ ଅଶ୍ୱିନ ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ […]

ind-bang

ind-bang

Rakesh Mallick
  • Published: Saturday, 11 February 2017
  • Updated: 11 February 2017, 08:52 PM IST

Sports

Latest News

ହାଇଦ୍ରାବାଦ୍‌: ଭାରତ ବିପକ୍ଷ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ୬ ୱିକେଟ ହରାଇ ୩୨୨ ରନ୍‌ କରିଛି। ସାକିବ ଅଲ୍ଲ ହସନ ୮୨ ରନ୍‌ କର ଆଉଟ୍‌ ହୋଇଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କିଛି ଖାସ୍‌ କରିପାରିନାହାନ୍ତି। ଏମ୍‌ ରହିମ ୮୧ ଏବଂ ଏମ୍‌. ହସନ ୫୧ ରନ୍‌ କରି ଅପରାଜିତ ଅଛନ୍ତି।

ଭାରତ ପକ୍ଷରୁ ଉମେଶ ଯାଦବ ୨ଟି, ଇଶାନ୍ତ ଶର୍ମା, ରବୀଚନ୍ଦ୍ରନ ଅଶ୍ୱିନ ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଛନ୍ତି।

ଭାରତର ଅଧିନାୟକ ୨୦୪, ମୂରଲି ବିଜୟ ୧୦୮ ଏବଂ ରିଦ୍ଧିମାନ ଶାହାଙ୍କ ୧୦୬ ରନ୍‌ ବଳରେ ଭାରତ ୬ ୱିକେଟ୍‌ ହରାଇ ୬୮୭ ରନ୍‌ କରି ପ୍ରଥମ ଇନିଂସ ଘୋଷଣା କରିଥିଲା।

ବାଂଲାଦେଶ ପକ୍ଷରୁ ଟି. ଅହମ୍ମଦ ଗୋଟିଏ, ଏମ୍‌. ହସନ୍‌ ୨ଟି ଏବଂ ଟି. ଇସଲାମ ୩ଟି ୱିକେଟ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story