ରହିମଙ୍କ ପରେ ପାକ୍ ଗସ୍ତରୁ ଓହରିଲେ ବାଂଲାଦେଶର ୫ କୋଚିଂ ଷ୍ଟାଫ

ଢାକା: ଆତଙ୍କୀସ୍ତାନ ପାକିସ୍ତାନ ଗସ୍ତରେ ଯିବାକୁ ଜଣଙ୍କ ପରେ ଜଣେ ବାଂଲାଦେଶ କ୍ରିକେଟ ସହ ଜଡ଼ିତ ସଦସ୍ୟମାନେ ମନା କରିବାରେ ଲାଗିଛନ୍ତି। ପ୍ରଥମେ ୱିକେଟ କିପର ବ୍ୟାଟସମ୍ୟାନ ମୁଶଫିକର ରହିମ ପାକିସ୍ତାନ ଗସ୍ତରେ ଯିବାକୁ ମନା କରିଥିବା ବେଳେ ଏବେ ବାଂଲାଦେଶ କ୍ରିକେଟ ଟିମ୍‌ର ୫ ଜଣ କୋଚିଂ ଷ୍ଟାଫ୍‌ ସମାନ ପଦକ୍ଷେପ ଗ୍ରହଣ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସେମାନେ ପାକିସ୍ତାନ ଯିବାକୁ ଚାହୁଁ ନଥିବା ଜଣାପଡ଼ିଛି। ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) କ୍ରିକେଟ ଅପରେସନ ଅଧ୍ୟକ୍ଷ ଆକ୍ରମ […]

ss

ss

Hemant Lenka
  • Published: Saturday, 18 January 2020
  • Updated: 18 January 2020, 06:04 PM IST

ଢାକା: ଆତଙ୍କୀସ୍ତାନ ପାକିସ୍ତାନ ଗସ୍ତରେ ଯିବାକୁ ଜଣଙ୍କ ପରେ ଜଣେ ବାଂଲାଦେଶ କ୍ରିକେଟ ସହ ଜଡ଼ିତ ସଦସ୍ୟମାନେ ମନା କରିବାରେ ଲାଗିଛନ୍ତି। ପ୍ରଥମେ ୱିକେଟ କିପର ବ୍ୟାଟସମ୍ୟାନ ମୁଶଫିକର ରହିମ ପାକିସ୍ତାନ ଗସ୍ତରେ ଯିବାକୁ ମନା କରିଥିବା ବେଳେ ଏବେ ବାଂଲାଦେଶ କ୍ରିକେଟ ଟିମ୍‌ର ୫ ଜଣ କୋଚିଂ ଷ୍ଟାଫ୍‌ ସମାନ ପଦକ୍ଷେପ ଗ୍ରହଣ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସେମାନେ ପାକିସ୍ତାନ ଯିବାକୁ ଚାହୁଁ ନଥିବା ଜଣାପଡ଼ିଛି।

ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) କ୍ରିକେଟ ଅପରେସନ ଅଧ୍ୟକ୍ଷ ଆକ୍ରମ ଖାନ କହିଛନ୍ତି, ଦଳର ବ୍ୟାଟିଂ କୋଚ ନେଲ ମେକାଞ୍ଜି ଓ ଫିଲ୍ଡିଂ କୋଚ ରାୟନ କୁକଙ୍କ ସମେତ ୫ ଜଣ କୋଚିଂ ଷ୍ଟାଫ ପାକିସ୍ତାନ ଯିବାକୁ ମନା କରିଦେଇଛନ୍ତି। ଷ୍ଟ୍ରେନ୍ଥ ଓ କଣ୍ଡିସନିଂ କୋଚ ମାରିଓଙ୍କ ହାତ ନିକଟରେ ଭାଙ୍ଗି ଯାଇଛି। ସେହିପରି ଟିମ୍‌ ଆନାଲିଷ୍ଟ ଶ୍ରୀନିବାସ ଚନ୍ଦ୍ରଶେଖରନ ଦଳ ସହ ନିୟମିତ ଭାବା ସ୍କାଏପି’ର ଯୋଗାଯୋଗ କରିବେ।

ଆମ ନୂଆ ବୋଲିଂ କୋଚ ଏଯାଏ ତାଙ୍କ ମତ ଦେଇନାହାନ୍ତି।” ଅନ୍ୟପକ୍ଷରେ ବିସିବିର ସ୍ପିନିଂ କନସଲଟାଣ୍ଟ ଡାନିଏଲ ଭେଟୋରି ମଧ୍ୟ ପାକିସ୍ତନ ଯାଉନାହାନ୍ତି। କିନ୍ତୁ ମୁଖ୍ୟ କୋଚ ରସେଲ ଡୋମିନଗୋ ଦଳ ସହ ପାକିସ୍ତାନ ଯିବେ।

ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ୩ଟି ଟି-୨୦, ୨ଟି ଟେଷ୍ଟ ଓ ଗୋଟିଏ ଦିନିକିଆ ମ୍ୟାଚ ଖେଳାଯିବ।

ଟି-୨୦ ସିରିଜ ଜାନୁଆରୀ ୨୪ରୁ ଆରମ୍ଭ ହୋଇ ୨୭ ଯାଏ ଚାଲିବ। ଏହାପରେ ଫେବୃଆରୀ ୭ରୁ ୧୧ ଯାଏ ପ୍ରଥମ ଟେଷ୍ଟ ମ୍ୟାଚ ଅନୁଷ୍ଠିତ ହେବ। ବାଂଲାଦେଶ ଏପ୍ରିଲ ୩ରେ ଏକମାତ୍ର ଦିନିକିଆ ମ୍ୟାଚ୍‌ ଖେଳିବାକୁ ପାକିସ୍ତାନ ଆସିବ। ଏହି ସମୟରେ ଦଳ ଏପ୍ରିଲ ୫ରୁ ୯ ଯାଏ ଆଉ ଏକ ଟେଷ୍ଟ ମ୍ୟାଚ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story