ବାର୍ସେଲୋନା ଓପନ୍ ଉପରେ ନାଦାଲଙ୍କ ନଜର

ବାର୍ସେଲୋନା: ଗତକାଲି ଶେଷ ହୋଇଥିବା ମୋଣ୍ଟେ କାର୍ଲୋ ମାଷ୍ଟରସ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରୁ ବିଦା ହୋଇଯାଇଥିବା ରାଫେଲ ନାଦାଲ ଏବେ ନଜର ପକାଇଛନ୍ତି ଚଳିତ ସପ୍ତାହରେ ଆରମ୍ଭ ହେବାକୁ ଯାଉଥିବା ବାର୍ସେଲୋନା ଓପନ ଉପରେ। ଏହି ଟୁର୍ଣ୍ଣାମେଣ୍ଟକୁ ଜିତି ପୁଣି ବିଜୟ ଧାରାକୁ ଫେରିବାକୁ ଚାହୁଁଛନ୍ତି ନାଦାଲ। ପୂର୍ବରୁ ସେ ୮ ଥର ବାର୍ସେଲୋନା ଓପନ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହୋଇସାରିଛନ୍ତି। ଏଥର ବି ଜିତିବାକୁ ସେ ଆଶା ବାନ୍ଧିଛନ୍ତି। ନାଦାଲ କହିଛନ୍ତି, ‘ମୋ ପାଇଁ ଏହି ସପ୍ତାହଟି ସକାରାତ୍ମକ […]

Rafael Nadal

Rafael Nadal

Rakesh Mallick
  • Published: Monday, 20 April 2015
  • Updated: 21 April 2015, 06:20 AM IST

Sports

Latest News

ବାର୍ସେଲୋନା: ଗତକାଲି ଶେଷ ହୋଇଥିବା ମୋଣ୍ଟେ କାର୍ଲୋ ମାଷ୍ଟରସ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରୁ ବିଦା ହୋଇଯାଇଥିବା ରାଫେଲ ନାଦାଲ ଏବେ ନଜର ପକାଇଛନ୍ତି ଚଳିତ ସପ୍ତାହରେ ଆରମ୍ଭ ହେବାକୁ ଯାଉଥିବା ବାର୍ସେଲୋନା ଓପନ ଉପରେ। ଏହି ଟୁର୍ଣ୍ଣାମେଣ୍ଟକୁ ଜିତି ପୁଣି ବିଜୟ ଧାରାକୁ ଫେରିବାକୁ ଚାହୁଁଛନ୍ତି ନାଦାଲ। ପୂର୍ବରୁ ସେ ୮ ଥର ବାର୍ସେଲୋନା ଓପନ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହୋଇସାରିଛନ୍ତି। ଏଥର ବି ଜିତିବାକୁ ସେ ଆଶା ବାନ୍ଧିଛନ୍ତି। ନାଦାଲ କହିଛନ୍ତି, ‘ମୋ ପାଇଁ ଏହି ସପ୍ତାହଟି ସକାରାତ୍ମକ ରହିବ। ଏହି ସିଜିନର ସବୁଠୁ ଅଧିକ ସକାରାତ୍ମକ ସପ୍ତାହ ହେବ । ଏଥିରେ କିଛି ସନେ୍ଦହ ନାହିଁ।’

ନାଦାଲ ୨୦୦୫ରୁ ୨୦୧୪ ମଧ୍ୟରେ ୮ ଥର ବାର୍ସେଲୋନା ଓପନ୍ ଚାମ୍ପିଅନ୍ ହୋଇଥିବା ବେଳେ ଦୁଇ ଥର ପରାଜିତ ହୋଇଛନ୍ତି। ଗତ ସିଜିନରେ ବି ସେ ଏହି ଟୁର୍ଣ୍ଣାମେଣ୍ଟ ହାରିଯାଇଥିଲେ।

ମୋଣ୍ଟେ କାର୍ଲୋ ମାଷ୍ଟରର୍ସରେ ଶନିବାର ଅନୁଷ୍ଠିତ ସେମିଫାଇନାଲରେ ନାଦାଲ ବର୍ତ୍ତମାନ ବିଶ୍ୱର ଏକ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ନୋଭାକ ଜୋକୋଭିକଙ୍କ ଠାରୁ ପରାସ୍ତ ହୋଇଥିଲେ। ତେବେ ନିଜ ପ୍ରଦର୍ଶନରେ ଖୁସି ଅଛନ୍ତି ନାଦାଲ। ତାଙ୍କ ପ୍ରଦର୍ଶନରେ ଉନ୍ନତୀ ଘଟିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ରବିବାର ଶେଷ ହୋଇଥିବା ମୋଣ୍ଟେ କାର୍ଲୋ ମାଷ୍ଟରର୍ସରେ ଜୋକାଭିକ୍ ଚାମ୍ପିଅନ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story