ଗୋଟିଏ ଗ୍ଲୋବ୍ ଧରି ପଡ଼ିଆକୁ ବ୍ୟାଟିଂ ପାଇଁ ଆସିଲେ ଏହି ଖେଳାଳି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦେଓଧର ଟ୍ରଫିରେ ଆଜି ଇଣ୍ଡିଆ ‘ଏ’ ଓ ଇଣ୍ଡିଆ ‘ସି’ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ରେ ଘଟିଥିବା ଏକ ମଜାଳିଆ ଘଟଣାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଇଣ୍ଡିଆ ‘ଏ’ର ଅଙ୍କିତ ବାୱେନ୍‌ ଭୁଲ୍‌ରେ ମାତ୍ର ଗୋଟିଏ ହାତର ଗ୍ଲୋବ୍ ଧରି ପଡ଼ିଆ ମଧ୍ୟକୁ ବ୍ୟାଟିଂ କରିବାକୁ ଚାଲି ଆସିଥିଲେ। ମ୍ୟାଚ୍‌ର ୪୫ତମ ଓଭର୍‌ରେ ଏହି ଘଟଣା ଘଟିଥିଲା। ଦୀନେଶ କାର୍ତ୍ତିକ ଆଉଟ୍‌ ହେବା ପରେ ଅଙ୍କିତ ବ୍ୟାଟିଂ କରିବାର ଥିଲା। […]

an

an

Hemant Lenka
  • Published: Thursday, 25 October 2018
  • Updated: 25 October 2018, 08:43 PM IST

Sports

Latest News

ନୂଆଦିଲ୍ଲୀ: ଦେଓଧର ଟ୍ରଫିରେ ଆଜି ଇଣ୍ଡିଆ ‘ଏ’ ଓ ଇଣ୍ଡିଆ ‘ସି’ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ରେ ଘଟିଥିବା ଏକ ମଜାଳିଆ ଘଟଣାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଇଣ୍ଡିଆ ‘ଏ’ର ଅଙ୍କିତ ବାୱେନ୍‌ ଭୁଲ୍‌ରେ ମାତ୍ର ଗୋଟିଏ ହାତର ଗ୍ଲୋବ୍ ଧରି ପଡ଼ିଆ ମଧ୍ୟକୁ ବ୍ୟାଟିଂ କରିବାକୁ ଚାଲି ଆସିଥିଲେ। ମ୍ୟାଚ୍‌ର ୪୫ତମ ଓଭର୍‌ରେ ଏହି ଘଟଣା ଘଟିଥିଲା।

ଦୀନେଶ କାର୍ତ୍ତିକ ଆଉଟ୍‌ ହେବା ପରେ ଅଙ୍କିତ ବ୍ୟାଟିଂ କରିବାର ଥିଲା। ସେ ପଡ଼ିଆକୁ ମଧ୍ୟ ଆସିଥିଲେ। ତେବେ ପିଚ୍‌ରେ ପହଞ୍ଚିବା ପୂର୍ବରୁ ସେ କେବଳ ଡାହଣ ହାତର ଗ୍ଲୋବ୍ସ ଆଣିଥିବା ଜାଣିବାକୁ ପାଇଥିଲେ। ତୁରନ୍ତ ସେ ବାମହାତର ଗ୍ଲୋବ୍ସ ଆଣି ନ ଥିବା ଜାଣିବା ପରେ ଡ୍ରେସିଂ ରୁମ୍‌ ଆଡ଼କୁ ଏହାକୁ ଆଣି ଆସିବାକୁ ସଙ୍କେତ ଦେଇଥିଲେ।

ଏଭଳି ପରିସ୍ଥିତିରେ ଅଙ୍କିତଙ୍କୁ ଦେଖି ସେଠାରେ ଥିବା ଦର୍ଶକ ଓ ଖେଳାଳିମାନେ ହସି ଦେଇଥିଲେ। ଅଙ୍କିତ ନିଜେ ମଧ୍ୟ ହସକୁ ରୋକି ପାରି ନଥିଲେ। ତେବେ ଅଙ୍କିତ ଭଲ୍‌ ସ୍କୋର କରିବେ ବୋଲି ଆଶା କରାଯାଉଥିଲେ ହେଁ ସେ ପ୍ରଥମ ବଲ୍‌ରେ ହିଁ ଗୋଲ୍ଡେନ୍‌ ଡକ୍‌ ବା ଆଉଟ୍‌ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ।

ପ୍ରଥମେ ବ୍ୟାଟିଂ କରି ଇଣ୍ଡିଆ ‘ଏ’ ୫୦ ଓଭର୍‌ରେ ୬ ୱିକେଟ୍‌ ହରାଇ ୨୯୩ ରନ୍‌ କରିଥିଲା। ଏହାର ଜବାବ୍‌ରେ ଯୁବ ତାରକା ଶୁଭମାନ ଗିଲ୍‌ଙ୍କ ବିସ୍ଫୋରକ ଶତକ(୧୦୬ ନଟ୍‌ଆଉଟ୍‌)କୁ ଆଧାର କରି ଇଣ୍ଡିଆ ‘ସି’ ୪ ୱିକେଟ୍‌ ହରାଇ ୪୭ ଓଭର୍‌ରେ ମ୍ୟାଚ୍‌କୁ ଜିତି ନେଇଥିଲା।

ଦେଖନ୍ତୁ ଭିଡିଓ:
https://twitter.com/twitter/statuses/1055353866701717509

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story