ଟିମ ଇଣ୍ଡିଆ ପାଇଁ ୫ କୋଟି ଟଙ୍କାର ବୋନସ ଘୋଷଣା କଲା ବିସିସିଆଇ

ବ୍ରିସବେନ୍‌: ଅଷ୍ଟ୍ରେଲିଆକୁ ତା’ରି ମାଟିରେ ଧରାଶାୟୀ କରିଥିବା ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ପାଇଁ ବୋନସ ଘୋଷଣା କରିଛି ବିସିସିଆଇ। ଅଜିଙ୍କ୍ୟ ରାହଣେଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଗାବାରେ ଅଷ୍ଟ୍ରେଲିଆକୁ ୨-୧ରେ ହରାଇବା ପରେ ବିସିସିଆଇ ଖେଳାଳିଙ୍କୁ ୫ କୋଟି ଟଙ୍କା ଦେବେ ବୋଲି କହିଛି। ଅଷ୍ଟ୍ରେଲିଆ ୪ର୍ଥ ତଥା ଶେଷ ଟେଷ୍ଟ ଜିତିବାକୁ ଟିମ୍‌ ଇଣ୍ଡିଆ ଆଗରେ ୩୨୮ ରନ୍‌ର ଟାର୍ଗେଟ ରଖିଥିଲା। ଏହାକୁ ଦଳ ବେଶ ନାଟକୀୟ ଡଙ୍ଗରେ ୧୮ଟି ବଲ ପୂର୍ବରୁ ହାସଲ କରି […]

d

d

Hemant Lenka
  • Published: Tuesday, 19 January 2021
  • Updated: 19 January 2021, 03:11 PM IST

Sports

Latest News

ବ୍ରିସବେନ୍‌: ଅଷ୍ଟ୍ରେଲିଆକୁ ତା’ରି ମାଟିରେ ଧରାଶାୟୀ କରିଥିବା ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ପାଇଁ ବୋନସ ଘୋଷଣା କରିଛି ବିସିସିଆଇ। ଅଜିଙ୍କ୍ୟ ରାହଣେଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଗାବାରେ ଅଷ୍ଟ୍ରେଲିଆକୁ ୨-୧ରେ ହରାଇବା ପରେ ବିସିସିଆଇ ଖେଳାଳିଙ୍କୁ ୫ କୋଟି ଟଙ୍କା ଦେବେ ବୋଲି କହିଛି।

ଅଷ୍ଟ୍ରେଲିଆ ୪ର୍ଥ ତଥା ଶେଷ ଟେଷ୍ଟ ଜିତିବାକୁ ଟିମ୍‌ ଇଣ୍ଡିଆ ଆଗରେ ୩୨୮ ରନ୍‌ର ଟାର୍ଗେଟ ରଖିଥିଲା। ଏହାକୁ ଦଳ ବେଶ ନାଟକୀୟ ଡଙ୍ଗରେ ୧୮ଟି ବଲ ପୂର୍ବରୁ ହାସଲ କରି ନେଇଛି। ଏଥିସହ ଦୀର୍ଘ ୩୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ଗାବା ମାଟିରେ ପରାଜୟର ସ୍ୱାଦ ଚଖାଇଛି।

ଅଷ୍ଟ୍ରେଲିଆ ୧୯୮୮ରୁ ଗାବାରେ ଅପରାଜେୟ ରହି ଆସୁଥିଲା। ଏହି ଐତିହାସିକ ବିଜୟ ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ ଟ୍ୱିଟ କରି ଖେଳାଳିଙ୍କ ପାଇଁ ବୋନସ ଘୋଷଣା କରିଛନ୍ତି। ଗାଙ୍ଗୁଲି କହିଛନ୍ତି, “ଏହା ଏକ ସ୍ମରଣୀୟ ବିଜୟ। ଅଷ୍ଟ୍ରେଲିଆକୁ ଯାଇ ସେଠାରେ ଏଭଳି ସ୍ଥିତିରେ ମ୍ୟାଚ୍‌ ସହ ସିରିଜ୍‌ ଜିତିବା ନିଶ୍ଚିତ ଭାରତୀୟ କ୍ରିକେଟ ଇତିହାସରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ। ବିସିସିଆଇ ଟିମ୍‌ ଇଣ୍ଡିଆ ପାଇଁ ୫ କୋଟିର ଟଙ୍କାର ବୋନସ ଘୋଷଣା କରୁଛି। ସିରିଜ୍‌ ଜିତିବାର ମୂଲ୍ୟ ଏହି ସଂଖ୍ୟା ଠାରୁ ଯଥେଷ୍ଟ ଅଧିକ।”

ଜୟ ଶାହ ଟ୍ୱିଟ କରି କହିଛନ୍ତି, ବିସିସିଆଇ ଟିମ ଇଣ୍ଡିଆ ପାଇଁ ୫ କୋଟି ଟଙ୍କାର ବୋନସ ଘୋଷଣା କରିଛି। ଏହା ଟିମ୍‌ ଇଣ୍ଡିଆ ପାଇଁ ସ୍ୱତନ୍ତ୍ର ମୁହୂର୍ତ୍ତ। ଦକ୍ଷତାର ଏକ ଅନନ୍ୟ କୌଶଳ ଦେଖିବାକୁ ମିଳିଛି ବୋଲି ସେ କହିଛନ୍ତି। ଶ୍ରୀ ଶାହ ଟିମ୍ ଇଣ୍ଡିଆର ଯୁବ ବ୍ରିଗେଡଙ୍କ ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story