ଧର୍ମଶାଳା: ଧର୍ମଶାଳାରେ ଥିବା ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଆସନ୍ତାକାଲି ବିସିସିଆଇର ପ୍ରଥମ ବାର୍ଷିକ କ୍ରିକେଟ କନ୍କ୍ଲେଭ୍ ଅନୁଷ୍ଠିତ ହେବ। ଏହି କନ୍କ୍ଲେଭ୍ ଆସନ୍ତା ୨୪ ତାରିଖ ଯାଏ ଚାଲିବ।
ଏହି ୪ ଦିନିଆ କନ୍କ୍ଲେଭ୍ରେ ବହୁ ପ୍ରସଙ୍ଗରେ ୱାର୍କସପ୍ ଓ ଆଲୋଚନା ହେବା ଆଶା କରାଯାଉଛି। ଏଥିରେ ସବୁ ରାଜ୍ୟ କ୍ରିକେଟ ସଂଘର ବରିଷ୍ଠ କର୍ମକର୍ତ୍ତା, କୋଚ୍ ଓ ଅଧିନାୟକ, ଆଇପିଏଲ୍ କାର୍ଯ୍ୟକାରିଣୀ ପରିଷଦର କର୍ମକର୍ତ୍ତା, ଜୁନିୟର କମିଟି ଓ ଆଫ୍ଲିଲିଏସନ କମିଟିର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଭାରତରେ କ୍ରିକେଟର ଉନ୍ନତି ନେଇ ନିଜ ମତ ରଖିବେ।
ଏନେଇ ବିସିସିଆଇ ସଚିବ ଅଜୟ ସିରକେ କହିଛନ୍ତି,“କନ୍କ୍ଲେଭ୍ ପାଇଁ ନିର୍ଦ୍ଧାରିତ ସମୟ ଅତି ମୂଲ୍ୟବାନ୍। ଏହି କନ୍କ୍ଲେଭ୍ରେ ବିଭିନ୍ନ ରାଜ୍ୟରେ ଥିବା କ୍ରିକେଟର ବିଭିନ୍ନ ସମସ୍ୟାକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପ୍ରାୟାସ କରାଯିବ। ମତମତ ମିଳିବା ପରେ ବିସିସିଆଇ ପକ୍ଷରୁ ଦେଶରେ କ୍ରିକେଟର ଉନ୍ନତି ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପ୍ଲାଟଫର୍ମରେ ଶୋଉଥିଲା, ଟ୍ରେନରେ ଦୁଷ୍କର୍ମ ପରେ ମାରୁଥିଲା
ଅଭିଯୁକ୍ତ ଜଣକ ବିଭିନ୍ନ ଷ୍ଟେସନର ପ୍ଲାଟଫର୍ମରେ ଶୋଉଥିଲା। ସୁବିଧା ଦେଖି ବିଭିନ୍ନ ଟ୍ରେନରେ ଚଢ଼ୁଥିଲା। ଏହି ସମୟରେ ଏକାକୀ ଯାତ୍ରା କରୁଥିବା ଲୋକଙ୍କୁ ସେ ଟାର୍ଗେଟ କରୁଥିଲା।
Crime
ଗଣଦୁଷ୍କର୍ମ ପରେ ନର୍ସଙ୍କ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ତ ଓ ବାଡ଼ି ଭର୍ତ୍ତି କରିଦେଲେ!
ନର୍ସଙ୍କ ଗୁପ୍ତାଙ୍ଗରେ ସେମାନେ ଲଙ୍କା ଗୁଣ୍ଡ ଓ ବାଡ଼ି ପୂରାଇ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
Politics
ମହାରାଷ୍ଟ୍ର ବିପର୍ଯ୍ୟୟ ପାଇଁ କଂଗ୍ରେସକୁ ଦାୟୀ କଲା ଟିମ ଠାକରେ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟ ଏମଭିଏର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ କଂଗ୍ରେସକୁ ଦାୟୀ କରିଛି ଟିମ ଠାକରେ।
Politics
ମୁଖ୍ୟମନ୍ତ୍ରୀ ପଦ ସହ ଅଧା କ୍ୟାବିନେଟ ନିଜ ପାଖରେ ରଖିବ ବିଜେପି, ସିନ୍ଦେ ସେନାକୁ ମିଳିବ...
ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂଖ୍ୟା ସର୍ବାଧିକ ୪୩ ହୋଇପାରିବ। ଏହା ମଧ୍ୟରୁ ଅଧା ବିଭାଗ ବିଜେପି ନିଜ ପାଖରେ ରଖିବ ବୋଲି କୁହାଯାଉଛି।
Politics
ଝାଡ଼ଖଣ୍ଡରେ ନୂଆ ସରକାର, ଶପଥ ନେଲେ ହେମନ୍ତ ସୋରେନ
ଝାଡଖଣ୍ଡର ୧୪ଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ହେମନ୍ତ ସୋରେନ। ଶକ୍ତି ପ୍ରଦର୍ଶନ କଲା ଇଣ୍ଡିଆ ମେଣ୍ଟ।