ରଣଜୀ ଟ୍ରଫି: ବଡ଼ ଅଗ୍ରଣୀ ସହ ବେଙ୍ଗଲ ସେମି ନିକଟତର

କଟକ (ଓଡ଼ିଶା ରିପୋର୍ଟର): ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା ଓ ବେଙ୍ଗଲ ରଣଜୀ ଟ୍ରଫି କ୍ୱାର୍ଟରଫାଇନାଲରେ ବେଙ୍ଗଲର ଦ୍ୱିତୀୟ ଇନିଂସରେ ବଡ଼ ଅଗ୍ରଣୀ ହାସଲ କରି ସେମିଫାଇନାଲ୍ ନିକଟତର ହୋଇଛି। ଅନ୍ୟପକ୍ଷରେ ପ୍ରଥମ ଇନିଂସରେ ପଛୁଆ ରହିବା ଓଡ଼ିଶା ପାଇଁ ମହଙ୍ଗା ପଡ଼ିଛି ଏବଂ ଘରୋଇ ଦଳର ସେମି ଆଶା ପ୍ରାୟତଃ ଶେଷ ହୋଇଯାଇଛି। ରବିବାର ବେଙ୍ଗଲ ଦମଦାର ପ୍ରଦର୍ଶନ କରି ଦିବସର ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ୭ ୱିକେଟ୍ ହରାଇ ୩୬୧ ରନ୍ […]

ranji

ranji

Ranjit Kumar Jena
  • Published: Sunday, 23 February 2020
  • Updated: 23 February 2020, 06:11 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା ଓ ବେଙ୍ଗଲ ରଣଜୀ ଟ୍ରଫି କ୍ୱାର୍ଟରଫାଇନାଲରେ ବେଙ୍ଗଲର ଦ୍ୱିତୀୟ ଇନିଂସରେ ବଡ଼ ଅଗ୍ରଣୀ ହାସଲ କରି ସେମିଫାଇନାଲ୍ ନିକଟତର ହୋଇଛି। ଅନ୍ୟପକ୍ଷରେ ପ୍ରଥମ ଇନିଂସରେ ପଛୁଆ ରହିବା ଓଡ଼ିଶା ପାଇଁ ମହଙ୍ଗା ପଡ଼ିଛି ଏବଂ ଘରୋଇ ଦଳର ସେମି ଆଶା ପ୍ରାୟତଃ ଶେଷ ହୋଇଯାଇଛି।

ରବିବାର ବେଙ୍ଗଲ ଦମଦାର ପ୍ରଦର୍ଶନ କରି ଦିବସର ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ୭ ୱିକେଟ୍ ହରାଇ ୩୬୧ ରନ୍ କରିଛି। ଭ୍ରମଣକାରୀ ୪୪୩ ରନରେ ଆଗୁଆ ଥିବା ବେଳେ ହାତରେ ୩ ୱିକେଟ୍ ବାକି ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ଶାହାବାଜ ଅହମ୍ମଦ ୫୨ ଓ ମୁକେଶ କୁମାର ୬ ରନ୍ କରି ଅପରାଜିତ ରହିଛନ୍ତି। ଆସନ୍ତାକାଲି ପଞ୍ଚମ ତଥା ଅନ୍ତିମ ଦିବସରେ ବେଙ୍ଗଲ ଟିମ୍ ଆଉ କିଛି ସମୟ ବ୍ୟାଟିଂ କରି ଓଡ଼ିଶାକୁ ବଡ଼ ଟାର୍ଗେଟ୍ ଦେବାକୁ ଲକ୍ଷ୍ୟ ରହିଛି।

ଚତୁର୍ଥ ଦିବସରେ ବେଙ୍ଗଲ ତା'ର ପୂର୍ବଦିନର ସ୍କୋର ୭୯/୨ରୁ ଖେଳ ଆରମ୍ଭ କରିଥିଲା। ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ମନୋଜ ତିୱାରୀ (୬) ପୁଣିଥରେ ନିରାଶ କରିଥିଲେ ଏବଂ ତାଙ୍କୁ ଦେବବ୍ରତ ପ୍ରଧାନ ପ୍ୟାଭିଲିୟନ୍ ପଠାଇଥିଲେ। ପ୍ରଥମ ଇନିଂସରେ ଶତକ ମାରିଥିବା ଅନୁସ୍ତୁପ ମଜୁମଦାର ମାତ୍ର ୧୦ ରନ୍ କରି ଗୋବିନ୍ଦ ପୋଦ୍ଦାର ଶିକାର ହୋଇଥିଲେ। ବେଙ୍ଗଲର ୧୧୫ ରନ୍ ଭିତରେ ୪ ୱିକେଟ୍ ନେଇ ଓଡ଼ିଶା ମ୍ୟାଚକୁ କମବ୍ୟାକ୍ କରିଥିଲା। କିନ୍ତୁ ଅଭିଷେକ ରମଣ ଓ ୱିକେଟକିପର ଶ୍ରୀବତ୍ସ ଗୋସ୍ୱାମୀ ପଞ୍ଚମ ୱିକେଟ୍ ପାଇଁ ଶତକୀୟ (୧୦୨) ଭାଗିଦାରୀ କରି ବେଙ୍ଗଲକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ।

ଅଭିଷେକ ୬୭ ରନ୍ କରି ପୋଦ୍ଦାରଙ୍କ ଶିକାର ହୋଇଥିଲେ। ଗୋସ୍ୱାମୀ ମଧ୍ୟ ଦମଦାର ବ୍ୟାଟିଂ ୭୮ (୧୩୪ ବଲ୍‌, ୧୧ ଚୌକା) ରନର ଇନିଂସ୍ ଖେଳିଥିଲେ। ଗୋସ୍ୱାମୀଙ୍କ ଆଉଟ୍ ପରେ ଶାହାବାଜ ଅହମ୍ମଦ ପୁଣିଥରେ ଅର୍ଦ୍ଧଶତକ ମାରି ଓଡ଼ିଶା ବୋଲରଙ୍କୁ ନିରାଶ କରିଥିଲେ। ଶାହାବାଜ ସପ୍ତମ ୱିକେଟ୍ ପାଇଁ ଅର୍ଣ୍ଣବ ନନ୍ଦିଙ୍କ ସହ ମିଶି ୭୮ ରନର ପାର୍ଟନରଶିପ୍ କରି ବେଙ୍ଗଲ ସ୍କୋରକୁ ୩୫୦ ଅତିକ୍ରମ କରାଇଥିଲେ। ନନ୍ଦି ୭୫ ବଲରେ ୪୫ ରନ୍ କରି ଅନୁରାଗ ଷଡଙ୍ଗୀଙ୍କ ବଲରେ ଆଉଟ୍ ହୋଇଥିଲେ। ଓଡ଼ିଶା ପକ୍ଷରୁ ପୋଦ୍ଦାର ୩ଟି ଓ ଅନୁରାଗ ୨ଟି ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story