ସିକ୍ସ ନେସନ୍ସ ହକିରେ ଭାରତର ନେତୃତ୍ୱ ନେବେ ସର୍ଦ୍ଦାର ସିଂହ, ଦଳକୁ ଫେରିଲେ ବିରେନ୍ଦ୍ର ଲାକ୍ରା

ନୂଆଦିଲ୍ଲୀ: ଚଳିତମାସ ୨୭ ତାରିଖରୁ ଜର୍ମାନୀର ଭାଲେନ୍‌ସିଆରେ ଆରମ୍ଭ ହେବାକୁ ଥିବା ସିକ୍ସ ନେସନ୍ସ(ଷଡରାଷ୍ଟ୍ରୀୟ) ହକି ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ନେତୃତ୍ୱ ନେବେ ବିଶ୍ରାମ ନେଇ ସଦ୍ୟ ଦଳକୁ ଫେରିଥିବା ସର୍ଦ୍ଦାର ସିଂହ। ଅନ୍ୟପକ୍ଷରେ ବିଶ୍ୱ ହକି ଚାମ୍ପିଅନ୍‌ସିପ୍‌ ପାଇଁ ବାଦ୍‌ ପଡିଥିବା ଓଡ଼ିଆ ହକି ଖେଳାଳି ବିରେନ୍ଦ୍ର ଲାକ୍ରା ଏଥିରେ ସ୍ଥାନ ପାଇଛନ୍ତି। ତାଙ୍କ ସହ ଡ୍ରାଗ୍‌ ଫ୍ଲିକର ରୂପିନ୍ଦର ସିଂହ ମଧ୍ୟ ଦଳକୁ ଫେରିଛନ୍ତି। […]

Birendra-Lakra-Indian-Hockey-2268

Birendra-Lakra-Indian-Hockey-2268

Rakesh Mallick
  • Published: Monday, 20 June 2016
  • Updated: 20 June 2016, 06:46 PM IST

Sports

Latest News

ନୂଆଦିଲ୍ଲୀ: ଚଳିତମାସ ୨୭ ତାରିଖରୁ ଜର୍ମାନୀର ଭାଲେନ୍‌ସିଆରେ ଆରମ୍ଭ ହେବାକୁ ଥିବା ସିକ୍ସ ନେସନ୍ସ(ଷଡରାଷ୍ଟ୍ରୀୟ) ହକି ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ନେତୃତ୍ୱ ନେବେ ବିଶ୍ରାମ ନେଇ ସଦ୍ୟ ଦଳକୁ ଫେରିଥିବା ସର୍ଦ୍ଦାର ସିଂହ। ଅନ୍ୟପକ୍ଷରେ ବିଶ୍ୱ ହକି ଚାମ୍ପିଅନ୍‌ସିପ୍‌ ପାଇଁ ବାଦ୍‌ ପଡିଥିବା ଓଡ଼ିଆ ହକି ଖେଳାଳି ବିରେନ୍ଦ୍ର ଲାକ୍ରା ଏଥିରେ ସ୍ଥାନ ପାଇଛନ୍ତି। ତାଙ୍କ ସହ ଡ୍ରାଗ୍‌ ଫ୍ଲିକର ରୂପିନ୍ଦର ସିଂହ ମଧ୍ୟ ଦଳକୁ ଫେରିଛନ୍ତି।

ସିକ୍ସ ନେସନ୍ସ ହକି ଟୁର୍ଣ୍ଣାମେଣ୍ଟ ପାଇଁ ଜୁନ୍‌ ୨୭ରେ ଭାରତୀୟ ଦଳ ଜର୍ମାନୀ ଅଭିମୁଖେ ଯାତ୍ରା କରିବ। ବିଶ୍ୱ ହକି ଚାମ୍ପିଅନ୍‌ସିପ୍‌ରେ ଦଳ ରୌପ୍ୟ ପଦକ ଜିତିଥିବାରୁ ଏହି ଟୁର୍ଣ୍ଣାମେଣ୍ଟରେ ନିଜ ଶକ୍ତି ଅନୁସାରେ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି।

ଭାରତୀୟ ଦଳରେ ଗୋଲ୍‌ କିପର ଭାବେ ପିଆର ଶ୍ରୀଜେସ୍‌ (ଉପଅଧିନାୟକ) ଓ ବିକାଶ ଦହିଆ ରହିଥିବା ବଳେ ଡିଫେଣ୍ଡର ଭାବେ ରୂପିନ୍ଦରପାଲ୍‌ ସିଂହ, ଭିଆର ରଘୁନାଥ, କୋଥାଜିତ ସିଂହ, ସୁରେନ୍ଦର କୁମାର, ହରମାନ୍‌ପ୍ରୀତ ସିଂହ ଓ ବିରେନ୍ଦ୍ର ଲାକ୍ରା ସ୍ଥାନ ପାଇଛନ୍ତି। ମିଡ୍‌ଫିଲ୍ଡର ଭାବେ ଧନୀଷ ମୁଜ୍‌ତାବା, ଚିଙ୍ଗଲେନ୍‌ସାନା ସିଂହ, ମନପ୍ରୀତ ସିଂହ, ସର୍ଦ୍ଦାର ସିଂହ (ଅଧିନାୟକ),ଏସ୍‌କେ ଉଥାପ୍ପା, ଦେବିନ୍ଦର, ସୁନୀଲ୍‌ ୱାଲ୍‌ମୀକି ଓ ହରଜିତ ସିଂହ ରହିଛନ୍ତି। ଫରୱାର୍ଡ ଭାବେ ତାଲ୍‌ୱିନ୍ଦର ସିଂହ, ଏସ୍‌ଭି ସୁନୀଲ, ଆକାଶଦୀପ ସିଂହ, ରମନ୍‌ଦୀପ ସିଂହ ଓ ନିକ୍କିନ ଥିମ୍ମାୟା ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story