ଆଇପିଏଲ୍‌ କ୍ୱାଲିଫାୟର-୨: ଟସ୍‌ ଜିତି ଧୋନିଙ୍କ ବୋଲିଂ ନିଷ୍ପତ୍ତି

ହାଇଦ୍ରାବାଦ୍‌: ଆଇପିଏଲ୍‌ ୨୦୧୯ ଫାଇନାଲ୍‌ ମୁକାବିଲା ପୂର୍ବରୁ ଆଜି ଶେଷ ମ୍ୟାଚ୍‌ ଖେଳାଯାଉଛି। ଅର୍ଥାତ ଆଜି ଦ୍ୱିତୀୟ କ୍ୱାଲିଫାୟର। ଏହି ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗର ମୁକାବିଲା ଯୁବ ତାରକା ଖଚିତ ଦିଲ୍ଲୀ କ୍ୟାପିଟାଲ୍ସ ସହ ହେଉଛି। ଧୋନିଙ୍କ ଚେନ୍ନାଇ ପ୍ରଥମ କ୍ୱାଲିଫାୟରରେ ମୁମ୍ବାଇ ଠାରୁ ପରାସ୍ତ ହୋଇଥିଲା। ଆଜି ଯେଉଁ ଦଳ ଜିତିବ ସେ ଆସନ୍ତା ୧୨ ତାରିଖରେ ମୁମ୍ବାଇ ସହ ଆଇପିଏଲ୍‌ ଟ୍ରଫି ପାଇଁ ଖେଳିବ। ଦିଲ୍ଲୀ କ୍ୟାପିଟାଲ୍ସ ଆଜି ଯାଏ କେବେ […]

se

se

Hemant Lenka
  • Published: Friday, 10 May 2019
  • Updated: 10 May 2019, 07:15 PM IST

Sports

Latest News

ହାଇଦ୍ରାବାଦ୍‌: ଆଇପିଏଲ୍‌ ୨୦୧୯ ଫାଇନାଲ୍‌ ମୁକାବିଲା ପୂର୍ବରୁ ଆଜି ଶେଷ ମ୍ୟାଚ୍‌ ଖେଳାଯାଉଛି। ଅର୍ଥାତ ଆଜି ଦ୍ୱିତୀୟ କ୍ୱାଲିଫାୟର। ଏହି ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗର ମୁକାବିଲା ଯୁବ ତାରକା ଖଚିତ ଦିଲ୍ଲୀ କ୍ୟାପିଟାଲ୍ସ ସହ ହେଉଛି। ଧୋନିଙ୍କ ଚେନ୍ନାଇ ପ୍ରଥମ କ୍ୱାଲିଫାୟରରେ ମୁମ୍ବାଇ ଠାରୁ ପରାସ୍ତ ହୋଇଥିଲା। ଆଜି ଯେଉଁ ଦଳ ଜିତିବ ସେ ଆସନ୍ତା ୧୨ ତାରିଖରେ ମୁମ୍ବାଇ ସହ ଆଇପିଏଲ୍‌ ଟ୍ରଫି ପାଇଁ ଖେଳିବ।

ଦିଲ୍ଲୀ କ୍ୟାପିଟାଲ୍ସ ଆଜି ଯାଏ କେବେ ହେଲେ ବି ଫାଇନାଲ୍‌ ଖେଳିନାହିଁ। ତେଣୁ ଦଳ ନିଶ୍ଚିତ ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ଅଭିଜ୍ଞ ଖେଳାଳିଙ୍କ ଦଳ ଭାବେ ପରିଚିତ ଚେନ୍ନାଇ ଆଜିର ମ୍ୟାଚ୍‌ ଜିତିଲେ ୮ମ ଥର ପାଇଁ ଫାଇନାଲ୍‌ ଖେଳିବାର ରେକର୍ଡ କରିବ।

ଆଜିର ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। କିନ୍ତୁ ଚେନ୍ନାଇ ମୁରଲୀ ବିଜୟଙ୍କ ବଦଳରେ ଶାର୍ଦ୍ଦୁଲ ଠାକୁରଙ୍କୁ ପ୍ଲେଇଂ ଇଲେଭେନ୍‌ରେ ସାମିଲ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story