ପୂଜାରାଙ୍କ ବ୍ୟାଟ୍‌ରୁ ବାହାରିଲା ଆଉ ଏକ ଶତକ

ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମେଲବର୍ଣ୍ଣରେ ଖେଳା ଯାଉଥିବା ତୃତୀୟ ଟେଷ୍ଟ୍ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି ଚେତେଶ୍ୱର ପୂଜାରା। ଏହା ହେଉଛି ତାଙ୍କର ୧୭ତମ ଟେଷ୍ଟ୍ ଶତକ। ବକ୍ସିଂ ଡେ’ ଟେଷ୍ଟରେ ଶତକ ମାରିବାରେ ସେ ହେଉଛନ୍ତି ପଞ୍ଚମ ଭାରତୀୟ ବ୍ୟାଟ୍ସମ୍ୟାନ୍‌। ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ଏହା ତାଙ୍କର ଚତୁର୍ଥ ଶତକ ହୋଇଥିବା ବେଳେ ଅଷ୍ଟ୍ରେଲିଆ ମାଟିରେ ଏହା ତାଙ୍କର ଦ୍ୱିତୀୟ ଶତକ। ଏହା ପୂର୍ବରୁ ଆଡେଲେଡ୍‌ରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ପୂଜାରା […]

pujara

pujara

Jitendra Garnayak
  • Published: Thursday, 27 December 2018
  • Updated: 27 December 2018, 08:44 AM IST

Sports

Latest News

ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମେଲବର୍ଣ୍ଣରେ ଖେଳା ଯାଉଥିବା ତୃତୀୟ ଟେଷ୍ଟ୍ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି ଚେତେଶ୍ୱର ପୂଜାରା। ଏହା ହେଉଛି ତାଙ୍କର ୧୭ତମ ଟେଷ୍ଟ୍ ଶତକ। ବକ୍ସିଂ ଡେ’ ଟେଷ୍ଟରେ ଶତକ ମାରିବାରେ ସେ ହେଉଛନ୍ତି ପଞ୍ଚମ ଭାରତୀୟ ବ୍ୟାଟ୍ସମ୍ୟାନ୍‌। ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ଏହା ତାଙ୍କର ଚତୁର୍ଥ ଶତକ ହୋଇଥିବା ବେଳେ ଅଷ୍ଟ୍ରେଲିଆ ମାଟିରେ ଏହା ତାଙ୍କର ଦ୍ୱିତୀୟ ଶତକ। ଏହା ପୂର୍ବରୁ ଆଡେଲେଡ୍‌ରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ପୂଜାରା ଶତକ ମାରିଥିଲେ।

ଗତକାଲି ୬୮ ରନ୍ କରି ଅପରାଜିତ ଥିବା ଚେତେଶ୍ୱର ପୂଜାରା ଆଜି ଶତକ ପୂରା କରିଛନ୍ତି। ସେ ୨୮୫ ବଲ୍‌ରୁ ଶତକ ପୂରଣ କରିଥିଲେ। ସେ ୨୯୪ ବଲ୍‌ରେ ୧୦୩ ରନ୍ କରି ଏବେ ବି କ୍ରିଜ୍‌ରେ ଅଛନ୍ତି।

ପୂଜାରାଙ୍କ ସହିତ ବିରାଟ କୋହଲି ମଧ୍ୟ କ୍ରିଜ୍‌ରେ ଅଛନ୍ତି। ଗତକାଲି ୪୭ ରନ୍ କରି ଅପରାଜିତ ଥିବା ବିରାଟ ଆଜି ଅର୍ଦ୍ଧଶତକ ପୂରଣ କରିଛନ୍ତି। ସେ ୧୮୨ ବଲ୍‌ରୁ ୬୯ ରନ୍ କରି କ୍ରିଜ୍‌ରେ ଅଛନ୍ତି।
ଲଞ୍ଚ୍ ସୁଦ୍ଧା ଭାରତୀୟ ଦଳ ଦୁଇ ୱିକେଟ୍ ହରାଇ ୨୭୭ ରନ୍ କରିଛି।

ଗତକାଲି ମୟଙ୍କ ଅଗ୍ରୱାଲ୍ ୭୬ ରନ୍‌ର ଡେବ୍ୟୁ ଇନିଂସ୍ ଖେଳିଥିବା ବେଳେ ହନୁମା ବିହାରୀ ମାତ୍ର ୮ ରନ୍‌ରେ ଆଉଟ୍ ହୋଇଯାଇଥିଲେ।

ସୂଚନାଯୋଗ୍ୟ, ଆଡେଲେଡ୍‌ରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ରେ ପୂଜାରା ଦୁଇଟି ଇନିଂସ୍‌ରେ ମିଶି ୧୯୪ ରନ୍ କରି ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପୁରସ୍କାର ପାଇଥିଲେ। ପ୍ରଥମ ଇନିଂସ୍‌ରେ ସେ ୧୨୩ ରନ୍ କରିଥିଲେ।

ଆଜି ଶତକ ପୂରା କରିବା ସହିତ ପୂଜାରା ବିଦେଶ ମାଟିରେ ଟେଷ୍ଟରେ ୨୦୦୦ ରନ୍ ପୂରଣ କରିଛନ୍ତି। ସେ ଟେଷ୍ଟରେ ଏଯାବତ ୫୨୦୦ ରନ୍ ଅତିକ୍ରମ କରି ସାରିଥିବା ବେଳେ ଏଥିରୁ ୨୦୦୦ ରନ୍ ସେ ବିଦେଶ ମାଟିରେ କରିଛନ୍ତି। ସେ ବିଦେଶରେ ୩୧ଟି ଟେଷ୍ଟରୁ ୨୦୦୦ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story