ଚାଇନା ଓପନ: ଏକକ ବର୍ଗରେ ଭାରତର ଅଭିଯାନ ଶେଷ

ବେଜିଂ: ଚାଇନା ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଶଟଲର ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଏପରି କି ଏକକ ବର୍ଗରେ ଭାଗ ନେଇଥିବା ଉଭୟ ପୁରୁଷ ଓ ମହିଳା ଖେଳାଳିମାନେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି। ଏମାନଙ୍କ ପରାଜୟ ସହ ଏକକ ବର୍ଗରେ ଭାରତର ଅଭିଯାନ ମଧ୍ୟ ଶେଷ ହୋଇଛି। ଏବେ କେବଳ ସାତ୍ତ୍ୱିକସାଇରାଜ ଓ ଚିରାଗ ସେଟ୍ଟୀଙ୍କ ଉପରେ ଭାରତର ସବୁ ଆଶା ରହିଛି। ଏମାନେ ରାଉଣ୍ଡ ୧୬ରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଜି […]

a

a

Hemant Lenka
  • Published: Thursday, 07 November 2019
  • Updated: 07 November 2019, 04:17 PM IST

Sports

Latest News

ବେଜିଂ: ଚାଇନା ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଶଟଲର ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଏପରି କି ଏକକ ବର୍ଗରେ ଭାଗ ନେଇଥିବା ଉଭୟ ପୁରୁଷ ଓ ମହିଳା ଖେଳାଳିମାନେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି। ଏମାନଙ୍କ ପରାଜୟ ସହ ଏକକ ବର୍ଗରେ ଭାରତର ଅଭିଯାନ ମଧ୍ୟ ଶେଷ ହୋଇଛି। ଏବେ କେବଳ ସାତ୍ତ୍ୱିକସାଇରାଜ ଓ ଚିରାଗ ସେଟ୍ଟୀଙ୍କ ଉପରେ ଭାରତର ସବୁ ଆଶା ରହିଛି। ଏମାନେ ରାଉଣ୍ଡ ୧୬ରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଆଜି ପୁରୁଷ ଏକକ ବର୍ଗର ଦ୍ୱିତୀୟ ରାଉଣ୍ଡରେ ସାଇ ପ୍ରଣୀତ ଓ ପାରୁପଲ୍ଲୀ କଶ୍ୟପ ପରାସ୍ତ ହୋଇଛନ୍ତି। ପ୍ରଣୀତଙ୍କ ମୁକାବିଲା ବିଶ୍ୱର ୪ ନମ୍ବର ଖେଳାଳି ଡେନମାର୍କର ଆଣ୍ଡ୍ରେସ ଆଣ୍ଟୋନସେନଙ୍କ ସହ ହୋଇଥିଲା। ବିଶ୍ୱର ୧୧ ନଂ ସ୍ଥାନରେ ଥିବା ପ୍ରଣୀତ ତାଙ୍କ ସହ ଜୋରାଦର ଲଢ଼େଇ କରିଥିଲେ।

ଦୀର୍ଘ ୧ ଘଣ୍ଟା ୨୪ ମିନିଟ୍‌ ଧରି ଏହି ମ୍ୟାଚ୍‌ଟିରେ ଉଭୟ ପ୍ରଣୀତ ଓ ଆଣ୍ଡ୍ରେସ ପରସ୍ପରକୁ ଟକ୍କର ଦେଇଥିଲେ। ଶେଷରେ ଆଣ୍ଡ୍ରେସ ୨-୧ରେ ମ୍ୟାଚ୍‌ଟିକୁ କବଜା କରି ନେଇଥିଲେ।

ପ୍ରଥମ ସେଟ୍‌କୁ ଆଣ୍ଡ୍ରେସ୍‌ ୨୨-୨୦ରେ ଜିତି ନେଇଥିଲେ। ଏହାପରେ ପ୍ରଣୀତ ଜବରଦସ୍ତ କମବ୍ୟାକ୍‌ କରି ୨୨-୨୦ରେ ଆଣ୍ଡ୍ରେସକୁ ହରାଇ ଦେଇଥିଲେ। ଶେଷ ସେଟ୍‌ରେ ଆଣ୍ଟ୍ରେସ ୨୧-୧୬ରେ ପ୍ରଣୀତକୁ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଯାଇଥିଲେ।

ଏହାପୂର୍ବରୁ କଶ୍ୟପ ମଧ୍ୟ ପୁରୁଷ ବର୍ଗର ଦ୍ୱିତୀୟ ରାଉଣ୍ଡରୁ ବିଦାୟ ନେଇଥିଲେ। ବିଶ୍ୱର ୨୫ତମ ରାଙ୍କରେ ଥିବା କଶ୍ୟପଙ୍କ ମୁକାବିଲା ୭ମ ସିଡ୍‌ ଭିକ୍ଟୋର ଆକ୍ସେଲସନଙ୍କ ସହ ହୋଇଥିଲା। ତେବେ ଭିକ୍ଟୋର ତାଙ୍କୁ ୨୧-୧୩ ଓ ୨୧-୧୯ ସେଟ୍‌ରେ ପରାସ୍ତ କରି ଦେଇଥିଲେ। ଉଭୟଙ୍କ ମଧ୍ୟରେ ୪୩ ମିନିଟ୍‌ ଧରି ଟକରାଟକରି ହୋଇଥିଲା।

ସେହିପରି ମିକ୍ସଡ୍‌ ଡବଲରେ ସାତ୍ତ୍ୱିକସାଇରାଜ ଓ ଅଶ୍ୱିନୀ ପୋନ୍ନାପ୍ପାଙ୍କ ଯୋଡ଼ି ନିଜର ଦ୍ୱିତୀୟ ରାଉଣ୍ଡରେ ପରାସ୍ତ ହୋଇଥିଲେ। ଏହି ଉପରୋକ୍ତ ଖେଳାଳିମାନେ ଦ୍ୱିତୀୟ ରାଉଣ୍ଡରୁ ବିଦା ହୋଇଥିବା ବେଳେ ପିଭି ସିନ୍ଧୁ ଓ ସାଇନା ନେହ୍ୱାଲ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story