ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ

ମୁମ୍ବାଇ: ଆସନ୍ତା ସେପ୍ଟେମ୍ବର ୧୯ରୁ ଆଇପିଏଲ ଆରମ୍ଭ ହେବ। ୟୁଏଇରେ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରର ମୁଖ୍ୟ ପ୍ରାୟୋଜକ ଚାଇନିଜ ମୋବାଇଲ କମ୍ପାନୀ ଭିଭୋ ଥିବାରୁ ଏହାକୁ ନେଇ ବିବାଦ ଦେଖାଯାଇଥିଲା। ଗତ ୨ ବର୍ଷ ଭଳି ଏଥର ବି ଆଇପିଏଲର ଟାଇଟଲ ପ୍ରାୟୋଜକ ଭିଭୋ ରହିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଭାରତ ଓ ଚାଇନା ସୀମା ବିବାଦ ଯୋଗୁ ସୋଶାଲ ମିଡିଆରେ ଉଭୟ ବିସିସିଆଇ ଓ ଭିଭୋକୁ ସମସ୍ତେ ତୀବ୍ର ସମାଲୋଚନା କରିଥିଲେ। […]

v

v

Hemant Lenka
  • Published: Tuesday, 04 August 2020
  • Updated: 04 August 2020, 06:03 PM IST

Sports

Latest News

ମୁମ୍ବାଇ: ଆସନ୍ତା ସେପ୍ଟେମ୍ବର ୧୯ରୁ ଆଇପିଏଲ ଆରମ୍ଭ ହେବ। ୟୁଏଇରେ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରର ମୁଖ୍ୟ ପ୍ରାୟୋଜକ ଚାଇନିଜ ମୋବାଇଲ କମ୍ପାନୀ ଭିଭୋ ଥିବାରୁ ଏହାକୁ ନେଇ ବିବାଦ ଦେଖାଯାଇଥିଲା। ଗତ ୨ ବର୍ଷ ଭଳି ଏଥର ବି ଆଇପିଏଲର ଟାଇଟଲ ପ୍ରାୟୋଜକ ଭିଭୋ ରହିବ ବୋଲି ଆଶା କରାଯାଉଥିଲା।

କିନ୍ତୁ ଭାରତ ଓ ଚାଇନା ସୀମା ବିବାଦ ଯୋଗୁ ସୋଶାଲ ମିଡିଆରେ ଉଭୟ ବିସିସିଆଇ ଓ ଭିଭୋକୁ ସମସ୍ତେ ତୀବ୍ର ସମାଲୋଚନା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଭିଭୋ ଆଇପିଏଲର ଟାଇଟଲ ପ୍ରାୟୋଜକରୁ ଚଳିତ ବର୍ଷ ପାଇଁ ହଟି ଯାଇଛି। ୨୦୧୮ରେ ଭିଭୋ ବିସିସିଆଇ ସହ ୫ ବର୍ଷ ପାଇଁ ଚୁକ୍ତି କରିଥିଲା। ଏଥିପାଇଁ ୨୧୯୯ କୋଟି ଟଙ୍କା ମଧ୍ୟ ଦେଇଥିଲା। ଏହି ଚୁକ୍ତି ୨୦୨୨ରେ ଶେଷ ହୋଇଥାଆନ୍ତି। ତେବେ ଚଳିତ ବର୍ଷ ଭିଭୋ ମୁଖ୍ୟ ପ୍ରାୟୋଜକରୁ ହଟି ଯିବାରୁ ଏହି ଚୁକ୍ତି ୨୦୨୨ରେ ଶେଷ ନ ହୋଇ ୨୦୨୩ରେ ସରିବ ବୋଲି ଜଣାପଡ଼ିଛି। ଅର୍ଥାତ ଆସନ୍ତା ବର୍ଷ ଭିଭୋ ପୁଣି ଆଇପିଏଲକୁ ଫେରିବ।

ରବିବାର ଆଇପିଏଲ ଗଭର୍ଣ୍ଣିଂ କାଉନସିଲର ଜଣେ ସଦସ୍ୟ କହିଥିଲେ ଯେ ୨୦୨୦ ଆଇପିଏଲରେ ଆମ ସହ ସମସ୍ତ ପ୍ରୟୋଜକ ରହିଛନ୍ତି। ହେଲେ ଆଜି ଭିଭୋ ଏଥରୁ ଓହରି ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ମାର୍ଚ୍ଚ ୨୯ରେ ଭାରତରେ ଆରମ୍ଭ ହେବାକୁ ଥିବା ଆଇପିଏଲ ସ୍ଥଗିତ ରହିଥିଲା। ଶେଷରେ ଟି-୨୦ ବିଶ୍ୱକପ ସ୍ଥଗିତ ରହିବାରୁ ବିସିସିଆଇ ୟୁଏଇରେ ଏହାକୁ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ସରକାର ମଧ୍ୟ ଏଥିପାଇଁ ଗ୍ରୀନ ସିଗ୍ନାଲ ଦେଇ ସାରିଛନ୍ତି। ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ଆଇପିଏଲ ନଭେମ୍ବର ୧୦ ଯାଏ ଚାଲିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story