ହସ୍ପିଟାଲରୁ ଫେରିଲେ ଗେଲ୍‌, ଆରସିବି ବିପକ୍ଷ ମ୍ୟାଚ୍‌ରେ ଖେଳିପାରନ୍ତି

ଦୁବାଇ: ବିସ୍ଫୋରକ କ୍ରିସ୍‌ ଗେଲ ଚଳିତ ଆଇପିଏଲର ପ୍ରଥମ ମ୍ୟାଚ୍‌ ଖେଳିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ସେ ଆଇପିଏଲ ଆରମ୍ଭରୁ କିଙ୍ଗସ ଏକାଦଶ ପଞ୍ଜାବ ଟିମ୍‌ରେ ରହିଥିଲେ ହେଁ ତାଙ୍କୁ ୭ଟି ଯାକ ମ୍ୟାଚ୍‌ରେ ବେଞ୍ଚରେ ବସିବାକୁ ପଡ଼ିଥିଲା। ପଞ୍ଜାବ ଶେଷ ମ୍ୟାଚ୍‌ରେ ହାଇଦ୍ରାବାଦକୁ ଭେଟିଥିଲା। ଗ୍ଲେନ ମ୍ୟାକ୍ସିୱେଲଙ୍କ ବଦଳରେ ଗେଲ୍‌ ପଞ୍ଜାବ ପାଇଁ ଖେଳିବାର ଥିଲା। ହେଲେ ତାଙ୍କର ଫୁଡ୍‌ ପଏଜନିଂ ହେବାରୁ ସେ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ପଡ଼ିଥିଲେ। ଏପରି କି ଗେଲକୁ […]

g

g

Hemant Lenka
  • Published: Tuesday, 13 October 2020
  • Updated: 13 October 2020, 04:13 PM IST

Sports

Latest News

ଦୁବାଇ: ବିସ୍ଫୋରକ କ୍ରିସ୍‌ ଗେଲ ଚଳିତ ଆଇପିଏଲର ପ୍ରଥମ ମ୍ୟାଚ୍‌ ଖେଳିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ସେ ଆଇପିଏଲ ଆରମ୍ଭରୁ କିଙ୍ଗସ ଏକାଦଶ ପଞ୍ଜାବ ଟିମ୍‌ରେ ରହିଥିଲେ ହେଁ ତାଙ୍କୁ ୭ଟି ଯାକ ମ୍ୟାଚ୍‌ରେ ବେଞ୍ଚରେ ବସିବାକୁ ପଡ଼ିଥିଲା। ପଞ୍ଜାବ ଶେଷ ମ୍ୟାଚ୍‌ରେ ହାଇଦ୍ରାବାଦକୁ ଭେଟିଥିଲା।

ଗ୍ଲେନ ମ୍ୟାକ୍ସିୱେଲଙ୍କ ବଦଳରେ ଗେଲ୍‌ ପଞ୍ଜାବ ପାଇଁ ଖେଳିବାର ଥିଲା। ହେଲେ ତାଙ୍କର ଫୁଡ୍‌ ପଏଜନିଂ ହେବାରୁ ସେ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ପଡ଼ିଥିଲେ। ଏପରି କି ଗେଲକୁ ହସ୍ପିଟାଲ ମଧ୍ୟ ନିଆଯାଇଥିଲା। ଏବେ ଗେଲ୍‌ ସଂପୂର୍ଣ୍ଣ ଫିଟ୍‌ ହୋଇ ଯାଇଛନ୍ତି। ତେଣୁ ଗୁରୁବାର ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ସେ ଖେଳିପାରନ୍ତି।

ପଞ୍ଜାବ ଏଯାଏ ୭ଟି ମ୍ୟାଚ୍‌ ଖେଳି ୬ଟିରେ ହାରିଛି। ସେହିପରି ଦଳ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି। ତେଣୁ ଗୁରୁବାର ଆରସିବି ବିପକ୍ଷ ମ୍ୟାଚ୍‌ରେ ପଞ୍ଜାବ ନିଶ୍ଚିତ ଭାବେ ଜିତିବାକୁ ଚେଷ୍ଟା କରିବ ଓ ଏଥିପାଇଁ ଗେଲଙ୍କୁ ଚୂଡ଼ାନ୍ତ ଏକାଦଶରେ ଦଳ ସୁଯୋଗ ଦେବ।

ଗେଲ୍‌ ହସ୍ପିଟାଲରୁ ଫେରିବା ପରେ ପଞ୍ଜାବ କ୍ୟାମ୍ପରେ ଟ୍ରେନିଂ ଆରମ୍ଭ କରିଛନ୍ତି। ପଞ୍ଜାବ ପକ୍ଷରୁ ଟ୍ୱିଟ ଯୋଗେ ଏସମ୍ପର୍କରେ ସୂଚନା ଦିଆଯାଇଛି। ସେହିପରି ଟ୍ୱିଟରେ ଲେଖାଯାଇଛି ଯେ ଆକଳନ କରନ୍ତୁ କିଏ ବ୍ୟାକ୍‌ କରିଛନ୍ତି? ଏହାର ଅର୍ଥ ପଞ୍ଜାବ ମଧ୍ୟ ପରୋକ୍ଷରେ ଗେଲ ଆଗାମୀ ମ୍ୟାଚ୍‌ ଖେଳିବେ ବୋଲି ସଙ୍କେତ ଦେଇ ସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story