ଆଇସୋଲେସନରେ ଦିଲ୍ଲୀ କ୍ୟାପିଟାଲଲ୍ସ ହେଡ କୋଚ ରିକୀ ପଣ୍ଟିଂ

ନୂଆଦିଲ୍ଲୀ: ଆଇପିଏଲ ମ୍ୟାଚରେ କରୋନା ସଂକ୍ରମଣ ଭୟ ଜାରି ରହିଛି। ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସ ମୁଖ୍ୟ କୋଚ ରିକୀ ପଣ୍ଟିଂଙ୍କ ଜଣେ ପରିବାର ସଦସ୍ୟ କରୋନା ପଜେଟିଭ ବାହାରିଛି। ତେଣୁ ରାଜସ୍ଥାନ ରୟାଲ୍ସ ବିରୋଧରେ ହେବାକୁ ଥିବା ମ୍ୟାଚରେ ରିକୀ ଅନୁପସ୍ଥିତ ରହିବା ସ୍ପଷ୍ଟ ହୋଇଛି। ଟିମର ସୁରକ୍ଷାକୁ ଦୃଷ୍ଟିରେ ରଖି ତାଙ୍କୁ ଡାକ୍ତରଙ୍କ ପରାମର୍ଶ ମୁତାବକ ମ୍ୟାଚରୁ ଦୂରେଇ ରଖାଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସେ ଆଇସୋଲେସନରେ ରହିବେ। ତେବେ ପଣ୍ଟିଂଙ୍କ ଦୁଇଥର ହୋଇଥିବା […]

ricky

ricky

Niranjan Mishra
  • Published: Friday, 22 April 2022
  • Updated: 22 April 2022, 08:38 PM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲ ମ୍ୟାଚରେ କରୋନା ସଂକ୍ରମଣ ଭୟ ଜାରି ରହିଛି। ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସ ମୁଖ୍ୟ କୋଚ ରିକୀ ପଣ୍ଟିଂଙ୍କ ଜଣେ ପରିବାର ସଦସ୍ୟ କରୋନା ପଜେଟିଭ ବାହାରିଛି। ତେଣୁ ରାଜସ୍ଥାନ ରୟାଲ୍ସ ବିରୋଧରେ ହେବାକୁ ଥିବା ମ୍ୟାଚରେ ରିକୀ ଅନୁପସ୍ଥିତ ରହିବା ସ୍ପଷ୍ଟ ହୋଇଛି। ଟିମର ସୁରକ୍ଷାକୁ ଦୃଷ୍ଟିରେ ରଖି ତାଙ୍କୁ ଡାକ୍ତରଙ୍କ ପରାମର୍ଶ ମୁତାବକ ମ୍ୟାଚରୁ ଦୂରେଇ ରଖାଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସେ ଆଇସୋଲେସନରେ ରହିବେ।

ତେବେ ପଣ୍ଟିଂଙ୍କ ଦୁଇଥର ହୋଇଥିବା ପରୀକ୍ଷାରେ ରିପୋର୍ଟ ନେଗେଟିଭ ଆସିଛି। କରୋନା ବାହାରିଥିବା ପରିବାର ସଦସ୍ୟଙ୍କ ସମ୍ପର୍କରେ ସେ ଆସିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ, ଅଲରାଉଣ୍ଡର ମିଚେଲ ମାର୍ସ ଓ ଓ୍ୱିକେଟ କିପର ଟିମ ସେଫଟଙ୍କ ସମେତ ଦିଲ୍ଲୀ କ୍ୟାପିଟାଲ ଦଳର ଫିଜିଓ, ମସାଜ ଥେରାପିଷ୍ଟ, ଡକ୍ଟର, ସୋସିଆଲ ମିଡିଆ ଟିମ ସଦସ୍ୟ ପ୍ରମୁଖ ୬ ଜଣ ଏ ପର୍ଯ୍ୟନ୍ତ କରୋନା ସଂକ୍ରମିତ ହେଲେଣି। ବୋୟୋବବଲ ଭିତରେ ରହି ମଧ୍ୟ କରୋନା ଖେଳାଳି ଓ ଟିମ୍ ସଦସ୍ୟଙ୍କ ପିଛା ଛାଡୁନି। ଯାହା ଚିନ୍ତାର କାରଣ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story