ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ସଫଳତା, ଭାରୋତ୍ତୋଳନରେ ଗୁରୁରାଜଙ୍କୁ ରୌପ୍ୟ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗୋଲ୍‌କୋଷ୍ଟ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ପଦକ ମିଳିଛି। ଭାରୋତ୍ତୋଳନରେ ଗୁରୁରାଜ ରୌପ୍ୟ ପଦକ ହାସଲ କରିଛନ୍ତି। ୨୪୯ କିଲୋଗ୍ରାମ ବର୍ଗରେ ସେ ଏହି ପଦକ ଜିତିଛନ୍ତି। ସେହିପରି ମାଲେସିଆର ଇଜହାର ମହମ୍ମଦ ସ୍ୱର୍ଣ୍ଣ ଓ ଶ୍ରୀଲଙ୍କାର ଚଚୁରଙ୍ଗା ଲକମଲ ବ୍ରୋଞ୍ଜ ଜିତିଛନ୍ତି। ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ୪,୩୦୦ ପ୍ରତିଯୋଗୀ ୧୯ଟି ଇଭେଣ୍ଟର ୨୭୫ଟି ବିଭାଗରେ ନିଜ ନିଜ ପ୍ରତିଭା ଦେଖାଇବେ। ପ୍ରଥମ ଥର ପାଇଁ ସମସ୍ତ ଇଭେଣ୍ଟରେ ଉଭୟ ମହିଳା ଓ […]

cwg

cwg

Rakesh Mallick
  • Published: Thursday, 05 April 2018
  • Updated: 05 April 2018, 08:56 AM IST

Sports

Latest News

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗୋଲ୍‌କୋଷ୍ଟ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ପଦକ ମିଳିଛି। ଭାରୋତ୍ତୋଳନରେ ଗୁରୁରାଜ ରୌପ୍ୟ ପଦକ ହାସଲ କରିଛନ୍ତି। ୨୪୯ କିଲୋଗ୍ରାମ ବର୍ଗରେ ସେ ଏହି ପଦକ ଜିତିଛନ୍ତି। ସେହିପରି ମାଲେସିଆର ଇଜହାର ମହମ୍ମଦ ସ୍ୱର୍ଣ୍ଣ ଓ ଶ୍ରୀଲଙ୍କାର ଚଚୁରଙ୍ଗା ଲକମଲ ବ୍ରୋଞ୍ଜ ଜିତିଛନ୍ତି।

ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ୪,୩୦୦ ପ୍ରତିଯୋଗୀ ୧୯ଟି ଇଭେଣ୍ଟର ୨୭୫ଟି ବିଭାଗରେ ନିଜ ନିଜ ପ୍ରତିଭା ଦେଖାଇବେ। ପ୍ରଥମ ଥର ପାଇଁ ସମସ୍ତ ଇଭେଣ୍ଟରେ ଉଭୟ ମହିଳା ଓ ପୁରୁଷ ପ୍ରତିଯୋଗୀ ଭାଗ ନେଇଛନ୍ତି। ବିଶ୍ୱର ବଛା ବଛା ଖେଳାଳି ନିଜ ଦେଶକୁ ପ୍ରତିନିଧିତ୍ୱ କରୁଛନ୍ତି। ଚଳିତ ବର୍ଷ ଭାରତରୁ ୨୨୭ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି। ବିଶେଷ କରି ସୁଟିଂ, ବ୍ୟାଣ୍ଡମିଣ୍ଟନ୍, ବକ୍ସିଂ, ରେସଲିଂ, ହକି ଓ ଭାରୋଉତ୍ତୋଳନ ଉପରେ ରହିବ ସମସ୍ତଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story