ଆଇପିଏଲରେ ଭାଇରାଜ

ମୁମ୍ବାଇ: ଦେଶରେ ଏବେ ଆଇପିଏଲ ଫିବର୍‌ । ପିଲାଠୁ ବଢ ସମସ୍ତେ ଆଇପିଏଲ କ୍ରେଜ୍‌ରେ ମତୁଆଲା। ଦୀର୍ଘ ଦେଢମାସ ଧରି ଚାଲୁଥିବା ଏହି ପ୍ରତିଯୋଗିତାରେ ବିଶ୍ୱସ୍ତରୀୟ କ୍ରିକେଟର୍‌ଙ୍କୁ ଦେଖିବାକୁ ମିଳିଥାଏ। ଏହାସହ ଯୁବ ପ୍ରତିଭାମାନେ ମଧ୍ୟ ବ୍ୟାଟ୍ ଓ ବଲରେ ଦେଖାଇଥାନ୍ତି ନିଜର ଯାଦୁ। ତେବେ ଆଇପିଏଲର ୧୦ମ ସିଜିନରେ ମଧ୍ୟ ଦେଖିବାକୁ ମିଳିଛି ଭାଇମାନଙ୍କର ରାଜ୍। ଚଳିତ ଆଇପିଏଲ ସିଜିନ୍‌ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ପାଣ୍ଡ୍ୟା ଭ୍ରାତା। ତେବେ ପୂର୍ବରୁ ମଧ୍ୟ ଆଇପିଏଲ ଇତିହାସରେ […]

ffff

ffff

Rakesh Mallick
  • Published: Friday, 12 May 2017
  • Updated: 12 May 2017, 10:54 PM IST

Sports

Latest News

ମୁମ୍ବାଇ: ଦେଶରେ ଏବେ ଆଇପିଏଲ ଫିବର୍‌ । ପିଲାଠୁ ବଢ ସମସ୍ତେ ଆଇପିଏଲ କ୍ରେଜ୍‌ରେ ମତୁଆଲା। ଦୀର୍ଘ ଦେଢମାସ ଧରି ଚାଲୁଥିବା ଏହି ପ୍ରତିଯୋଗିତାରେ ବିଶ୍ୱସ୍ତରୀୟ କ୍ରିକେଟର୍‌ଙ୍କୁ ଦେଖିବାକୁ ମିଳିଥାଏ। ଏହାସହ ଯୁବ ପ୍ରତିଭାମାନେ ମଧ୍ୟ ବ୍ୟାଟ୍ ଓ ବଲରେ ଦେଖାଇଥାନ୍ତି ନିଜର ଯାଦୁ। ତେବେ ଆଇପିଏଲର ୧୦ମ ସିଜିନରେ ମଧ୍ୟ ଦେଖିବାକୁ ମିଳିଛି ଭାଇମାନଙ୍କର ରାଜ୍। ଚଳିତ ଆଇପିଏଲ ସିଜିନ୍‌ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ପାଣ୍ଡ୍ୟା ଭ୍ରାତା। ତେବେ ପୂର୍ବରୁ ମଧ୍ୟ ଆଇପିଏଲ ଇତିହାସରେ ନିଜର ଜଲୱା ଦେଖାଇ ସାରିଛନ୍ତି କିଛି ନାମୀ କ୍ରିକେଟର୍‌ ବ୍ରଦର୍ସ। ଆସନ୍ତୁ ନଜର ପକାଇବା ଆଇପିଏଲରେ ହିଟ୍ କ୍ରିକେଟର୍ ବ୍ରଦର୍ସ ଯୋଡିଙ୍କ ଉପରେ।

ପାଣ୍ଡ୍ୟା ବ୍ରଦର୍ସ: ଆଇପିଏଲର ଦଶମ ସଂସ୍କରଣରେ ବ୍ୟାଟ ଓ ବଲ୍‌ରେ ଜଲୱା ଦେଖାଇ ସାରିଛନ୍ତି।ଉଭୟ ମୁମ୍ୱାଇ ଇଣ୍ଡିଆନ୍ସ ତରଫରୁ ପ୍ରତିନିଧିତ୍ୱ କରୁଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାକୁ ୨୦୧୫ରେ ୧୦ ଲକ୍ଷ ଓ ୨୦୧୬ରେ ବଡ଼ଭାଇ କୃଣାଲ ପାଣ୍ଡ୍ୟାକୁ ୨କୋଟି ଟଙ୍କାରେ କିଣିଥିଲା ମୁମ୍ୱାଇ। ଦୁଇ ଭାଇ ମଧ୍ୟ ନିଜର ବ୍ୟାଟିଂ ଓ ବୋଲିଂ ଜରିଆରେ ମୁମ୍ୱାଇକୁ ବହୁତ ମ୍ୟାଚ ଜିତାଇଛନ୍ତି।

ପଠାନ ବ୍ରଦର୍ସ: ୟୁସୁଫ୍ ପଠାନ ଓ ଇରଫାନ୍ ପଠାନ୍‌ ଭାରତୀୟ କ୍ରିକେଟ୍‌ର ଦୁଇ ନାମୀ ଚେହେରା। ପୂର୍ବ କେତୋଟି ଆଇପିଏଲ ସିଜିନରେ ଉଭୟ ନିଜ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଆଇପିଏଲର ଦଶମ ସଂସ୍କରଣରେ ୟୁସୁଫ କୋଲକାତାରୁ ଓ ଇରଫାନ୍ ଗୁଜୁରାଟ ତରଫରୁ ଖେଳୁଛନ୍ତି।

ହସି ବ୍ରଦର୍ସ: ଅଷ୍ଟ୍ରେଲିଆର ଏହି କ୍ରିକେଟର ବ୍ରଦର୍ସ ନିଜର ଧୂଆଁଧାର ବ୍ୟାଟିଂ ପାଇଁ ଆର୍ନ୍ତଜାତୀୟ କ୍ରିକେଟ ଜଗତରେ ପରିଚିତ। ମାଇକେଲ ହସି ଚେନ୍ନାଇ ପରେ ମୁମ୍ୱାଇ ତରଫରୁ ଆଇପିଏଲ ମ୍ୟାଚ ଖେଳିଥିବା ବେଳେ ଡେଭିଡ ହସି କୋଲକାତା ଏବଂ ପଞ୍ଜ।ବ ତରଫରୁ ପ୍ରତିନିଧିତ୍ୱ କରି ସାରିଛନ୍ତି।ବହୁ ସମୟରେ ଦୁଇ ଭାଇଙ୍କ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ପ୍ରତିପକ୍ଷ ଦଳକୁ ଧରାଶାୟୀ କରିଛନ୍ତି।

ମାର୍ଶ ବ୍ରଦର୍ସ: ଆଇପିଏଲରେ କିଙ୍ଗସ୍ ଇଲେଭେନ୍ ପଞ୍ଚାବ ତରଫରୁ ଖେଳୁଥିବା ସନ ମାର୍ଶ ଓ ପୁଣେ ଦଳର ସଦସ୍ୟ ମିଶେଲ ମାର୍ଶ ଅେଷ୍ଟ୍ରଲିଆ କ୍ରିକେଟ ଦଳର ନିୟମିତ ସଦସ୍ୟ। ବ୍ୟାଟିଂ ମାଧ୍ୟମରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସନ ମାର୍ଶ ପଞ୍ଚାବକୁ ବହୁତ ପରାଜୟରୁ ରକ୍ଷା କରିଛନ୍ତି। ଆହତ ସମସ୍ୟା ପାଇଁ ସାନ ଭାଇ ମିଶେଲ କିନ୍ତୁ ଚଳିତ ଆଇପିଏଲକୁ ମିସ୍‌ କରିଛନ୍ତି।

ମର୍କେଲ ବ୍ରଦର୍ସ: ଦୁଇ ଭାଇ ଏଲବି ମର୍କେଲ ଓ ମୋର୍ନି ମର୍କେଲ ସାଉଥ ଆଫ୍ରିକା କ୍ରିକେଟ ଦଳର ଦୁଇ ନିୟମିତ ସଦସ୍ୟ। ଏଲବି ଆଇପିଏଲରେ ନିଜ ବୋଲିଂ ଯାଦୁରେ  ଦୁଇ ଦୁଇ ଥର ଚାମ୍ପିୟନ କରାଇଥିଲେ ଚେନ୍ନାଇକୁ। ସେହିପରି କୋଲକାତା ଟିମ୍‌ର ସଦସ୍ୟ ଥିବା ମୋର୍ନି ଆହତ ସମସ୍ୟା ପାଇଁ ଚଳିତବର୍ଷ ଆଇପିଏଲ ନିଲାମୀ ପ୍ରକିୟାରେ ନିଜକୁ ସାମିଲ କରିନାହାନ୍ତି।

Picture Courtesy – Rediff.com

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story