ଅଶାଳୀନ ମନ୍ତବ୍ୟ ଦେଇ ଭୁଲ ମାଗିଲେ ରଜାକ

ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ ରଜାକ ଗୋଟିଏ କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସମ୍ପର୍କରେ ଅଶାଳୀନ ବୟାନ ଦେଇଥିଲେ।

Manoj Swain
  • Published: Thursday, 16 November 2023
  • Updated: 16 November 2023, 11:44 AM IST

Sports

Latest News

ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ ରଜାକଙ୍କ ଗୋଟିଏ ବୟାନକୁ ନେଇ ସୋଶାଲ ମିଡିଆରେ ଝଡ଼ ଦେଖିବାକୁ ମିଳିଛି। ସେ ଗୋଟିଏ କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସମ୍ପର୍କରେ ଅଶାଳୀନ ବୟାନ ଦେଇଥିଲେ। ଏହି ସମୟରେ ତାଙ୍କ ପାଖରେ ଶାହିଦ ଆଫ୍ରିଦି ଓ ଉମର ଗୁଲ ମଧ୍ୟ ଉପସ୍ଥିତ ରହିଥିଲେ। ଉଭୟ ଏହାକୁ ଶୁଣି ସ୍ମିତ ହାସ୍ୟ ମଧ୍ୟ ଦେଇଥିଲେ। ତେବେ ବିବାଦ ବଢ଼ିବା ପରେ କ୍ଷମା ମାଗିଛନ୍ତି ଅବଦୁଲ ରଜାକ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos