ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରୁ ବାଦ ପଡ଼ିବେ ରାହାଣେ ଓ ଈଶାନ୍ତ ଶର୍ମା!

ନୂଆଦିଲ୍ଲୀ: ଖେଳାଳିଙ୍କ ସହ ବିସିସିଆଇ କରୁଥିବା କେନ୍ଦ୍ରୀୟ ଚୁକ୍ତିରେ ବଡ଼ଧରଣର ଅଦଳବଦଳ ଦେଖିବାକୁ ମିଳିବ। କେନ୍ଦ୍ରୀୟ ଚୁକ୍ତିରୁ ବାଦ ପଡ଼ିବେ ଟେଷ୍ଟ ସ୍ପେଶାଲିଷ୍ଟ ଅଜିଙ୍କ୍ୟ ରାହାଣେ ଓ ଦ୍ରୁତ ବୋଲର ଈଶାନ୍ତ ଶର୍ମା। ଖରାପ ଫର୍ମ ପାଇଁ ଏହି ଦୁଇ ଖେଳାଳି ଦୀର୍ଘ ଦିନ ହେଲା ଟିମ ଇଣ୍ଡିଆରୁ ବାହାରେ ରହିଛନ୍ତି। ଦିନକୁ ଦିନ ଯୁବ ଖେଳାଳି ଭଲ ପ୍ରଦର୍ଶନ କରୁଥିବାରୁ ଏହି ଦୁଇ ଭେଟରାନଙ୍କ କମବ୍ୟାକ ଆଶା ମଧ୍ୟ କ୍ଷୀଣ। ତେଣୁ ବିସିସିଆଇ ଖେଳାଳିମାନଙ୍କ ସହ […]

rahane

rahane

Hemant Lenka
  • Published: Monday, 12 December 2022
  • Updated: 12 December 2022, 04:28 PM IST

Sports

Latest News

ନୂଆଦିଲ୍ଲୀ: ଖେଳାଳିଙ୍କ ସହ ବିସିସିଆଇ କରୁଥିବା କେନ୍ଦ୍ରୀୟ ଚୁକ୍ତିରେ ବଡ଼ଧରଣର ଅଦଳବଦଳ ଦେଖିବାକୁ ମିଳିବ। କେନ୍ଦ୍ରୀୟ ଚୁକ୍ତିରୁ ବାଦ ପଡ଼ିବେ ଟେଷ୍ଟ ସ୍ପେଶାଲିଷ୍ଟ ଅଜିଙ୍କ୍ୟ ରାହାଣେ ଓ ଦ୍ରୁତ ବୋଲର ଈଶାନ୍ତ ଶର୍ମା। ଖରାପ ଫର୍ମ ପାଇଁ ଏହି ଦୁଇ ଖେଳାଳି ଦୀର୍ଘ ଦିନ ହେଲା ଟିମ ଇଣ୍ଡିଆରୁ ବାହାରେ ରହିଛନ୍ତି।

ଦିନକୁ ଦିନ ଯୁବ ଖେଳାଳି ଭଲ ପ୍ରଦର୍ଶନ କରୁଥିବାରୁ ଏହି ଦୁଇ ଭେଟରାନଙ୍କ କମବ୍ୟାକ ଆଶା ମଧ୍ୟ କ୍ଷୀଣ। ତେଣୁ ବିସିସିଆଇ ଖେଳାଳିମାନଙ୍କ ସହ କରୁଥିବା ବାର୍ଷିକ ଚୁକ୍ତିରୁ ରାହାଣେ ଓ ଈଶାନ୍ତ ଶର୍ମା ବାଦ ପଡ଼ିବେ ବୋଲି ଜଣାପଡ଼ିଛି। ସେହିପରି ସୀମିତ ଓଭର ସ୍ପେଶାଲିଷ୍ଟ ସୂର୍ଯ୍ୟ କୁମାର ଯାଦବ ଓ ଶୁବମନ ଗିଲ୍‌ଙ୍କୁ ୨୦୨୨-୨୩ ସିଜିନରେ ପ୍ରମୋସନ ମିଳିପାରେ। ଆସନ୍ତା ୨୧ ତାରିଖରେ ବିସିସିଆଇର ବୈଠକ ବସିବ। ଏହି ବୈଠକରେ ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତର ସମୀକ୍ଷା କରାଯିବ।

ରାହାଣେ ଓ ଈଶାନ୍ତ ବାଦ ପଡ଼ିବାକୁ ଥିବା ବେଳେ ଟି-୨୦ର ଭାବୀ କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା ଗ୍ରୁପ ସି’ରୁ ଗ୍ରୁପ ବି’କୁ ପ୍ରମୋସନ ପାଇବେ। ୨୧ ତାରିଖରେ ୧୨ଟି ବିଷୟବସ୍ତୁ ଉପରେ ଆଲୋଚନା ହେବାର ଅଛି। କିନ୍ତୁ ଟି-୨୦ ବିଶ୍ୱକପ ଓ ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ ହାରିବା ପ୍ରସଙ୍ଗ ବୈଠକର ଏଜେଣ୍ଡାରେ ନାହିଁ। କିନ୍ତୁ ଅଧ୍ୟକ୍ଷ ଚାହିଁଲେ ତାଲିକାଭୁକ୍ତ ହୋଇ ନଥିବା ପ୍ରସଙ୍ଗ ମଧ୍ୟ ଆଲୋଚନା ହୋଇପାରେ।

ସେହିପରି ଘରୋଇ କ୍ରିକେଟ ପାଇଁ ଭି ଜୟଦେବାନ ପ୍ରସ୍ତୁତ କରିଥିବା ରେନ ରୁଲ ଫର୍ମୁଲା ପାଇଁ ୱାନ ଟାଇମ ପେମେଣ୍ଟ ଉପରେ ବୈଠକରେ ଆଲୋଚନା ହେବ। ଅନ୍ତର୍ଜାତୀୟ ସ୍ତରରେ ଆଇସିସି ଡିଏଲଏସ୍‌ ମେଥଡ ବ୍ୟବହାର କରୁଛି। କିନ୍ତୁ ମୁସ୍ତାକ ଅଲୀ ଟି-୨୦, ବିଜୟ ହାଜାରେ, ଦେଓଦର ଟ୍ରଫସି ଓ ଚ୍ୟାଲେଞ୍ଜର ଟ୍ରଫିରେ ଭିଜେଡି ନିୟମ ଲାଗୁ କରି ମ୍ୟାଚ୍‌ର ରେଜଲ୍ଟ ବାହାର କରାଯାଉଛି।

କେନ୍ଦ୍ରୀୟ ଚୁକ୍ତିରେ ପରିବର୍ତ୍ତନ ଏହି ବୈଠକର ମୁଖ୍ୟ ପ୍ରସଙ୍ଗ ରହିଛି। ଉଭୟ ପୁରୁଷ ଓ ମହିଳା କ୍ରିକେଟରଙ୍କ କେନ୍ଦ୍ରୀୟ ଚୁକ୍ତି ଉପରେ ବୈଠକରେ ଆଲୋଚନା ହେବ। ଏହି ସମୟରେ ଟିମ ଇଣ୍ଡିଆର ପୂର୍ବତନ ଉପ ଅଧିନାୟକ ରାହାଣେ ଓ ଈଶାନ୍ତ ଶର୍ମାଙ୍କ ଚୁକ୍ତି ଆଉ ରିନ୍ୟୁ କରାଯିବ ନାହିଁ। ୱିକେଟ କିପର ବ୍ୟାଟର ରିଦ୍ଧିମାନ ସାହା ମଧ୍ୟ କେନ୍ଦ୍ରୀୟ ଚୁକ୍ତିରୁ ବାଦ ପଡ଼ିବ। କାରଣ ଚଳିତ ବର୍ଷ ଆରମ୍ଭରୁ ସେ ଆଉ ଭାରତ ପାଇଁ ଚୟନ ହେବେନି ବୋଲି କହି ସାରିଥିଲେ।

ଏ+ ଚୁକ୍ତିରେ ରହୁଥିବା ଖେଳାଳି ବାର୍ଷିକ ୭ କୋଟି, ଏ ଗ୍ରୁପରେ ଥିବା ଖେଳାଳିଙ୍କୁ ୫ କୋଟି, ବି ଗ୍ରୁପରେ ଥିବା ଖେଳାଳିଙ୍କୁ ୩ କୋଟି ଓ ଗ୍ରୁପ ସି’ରେ ଥିବା ଖେଳାଳିଙ୍କୁ ବିସିସିଆଇ ୧ କୋଟି ଲେଖାଏ ଟଙ୍କା ଦେଇଥାଏ। କେଉଁ ଖେଳାଳି କେଉଁ ଗ୍ରୁପରେ ରହିବେ, ସେକଥା ବସିସିଆଇ ଜାତୀୟ ଚୟନ କମିଟି ସହ ମିଶି ନେଇଥାଏ।

ଏ+ ଓ ଏ ଗ୍ରୁପରେ ରହୁଥିବା ଖେଳାଳିମାନେ ସବୁ ଫର୍ମାଟର ସକ୍ରିୟ ସଦସ୍ୟ ଥିବେ କିମ୍ବା ଟେଷ୍ଟ ସହ ସୀମିତ ଓଭରର ଗୋଟିଏ ଫର୍ମାଟରେ ନିୟମିତ ଖେଳୁଥିବେ। ଗ୍ରୁପ ବି’ରେ ସ୍ଥାନ ପାଉଥିବା ଖେଳାଳି ଅତିକମରେ ୨ଟି ଫର୍ମାଟ ଖେଳୁଥିବା ଦରକାର। ସେହିପରି ଗ୍ରୁପ ସି’ର ଖେଳାଳି ସାଧାଣତଃ ଗୋଟିଏ ଫର୍ମାଟରେ ଖେଳି ଥାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story