ଟି-୨୦ ବିଶ୍ୱକପରେ ପଶିଲା କରୋନା: ଆଡାମ ଜାମ୍ପା ହେଲେ ଆକ୍ରାନ୍ତ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପରେ ପଶିଛି କରୋନା। ଆୟୋଜକ ଅଷ୍ଟ୍ରେଲିଆ ଦଳର ଲେଗ ସ୍ପିନର ଆଡାମ ଜାମ୍ପା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ଠିକ୍‌ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସାମ୍ନାକୁ ଆସିଥିଲା। ହେଲେ ତାଙ୍କ ଟେଷ୍ଟ ରିପୋର୍ଟର ପ୍ରଭାବ ମ୍ୟାଚ୍‌ ଉପରେ ପଡ଼ିନାହିଁ। ଅଷ୍ଟ୍ରେଲିଆ ସ୍ୱାଭାବିକ ଭାବେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ପର୍ଥ ମୈଦାନକୁ ଓହ୍ଲାଇଛି। ତେବେ ରିପୋର୍ଟ ପଜିଟିଭ ଆସିବାରୁ ଜାମ୍ପା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି। […]

adam-zampa

adam-zampa

Hemant Lenka
  • Published: Tuesday, 25 October 2022
  • Updated: 25 October 2022, 05:59 PM IST

Sports

Latest News

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପରେ ପଶିଛି କରୋନା। ଆୟୋଜକ ଅଷ୍ଟ୍ରେଲିଆ ଦଳର ଲେଗ ସ୍ପିନର ଆଡାମ ଜାମ୍ପା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ଠିକ୍‌ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସାମ୍ନାକୁ ଆସିଥିଲା।

ହେଲେ ତାଙ୍କ ଟେଷ୍ଟ ରିପୋର୍ଟର ପ୍ରଭାବ ମ୍ୟାଚ୍‌ ଉପରେ ପଡ଼ିନାହିଁ। ଅଷ୍ଟ୍ରେଲିଆ ସ୍ୱାଭାବିକ ଭାବେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ପର୍ଥ ମୈଦାନକୁ ଓହ୍ଲାଇଛି। ତେବେ ରିପୋର୍ଟ ପଜିଟିଭ ଆସିବାରୁ ଜାମ୍ପା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଅଷ୍ଟନ ଆଗରଙ୍କୁ ସୁଯୋଗ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ହିଁ ଜାମ୍ପାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ହେଲେ ତାଙ୍କ ଶରୀରରେ ଖୁବ କମ କରୋନା ଲକ୍ଷଣ ସବୁ ଦେଖାଯାଇଛି। ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଆଇସିସିର ନିୟମ ଅନୁଯାୟୀ, କରୋନାରେ ଆକ୍ରାନ୍ତ ହୋଇଥିବା ଖେଳାଳିଙ୍କୁ ମ୍ୟାଚ୍ ଖେଳିବା ପାଇଁ କୌଣସି ବାରଣ ନାହିଁ। ଗତ ରବିବାର ଆୟର୍ଲ୍ୟାଣ୍ଡ କ୍ରିକେଟର ଜର୍ଜ ଡୋକରେଲ କରୋନାରେ ଆକ୍ରାନ୍ତ ଥିବା ଯଥେଷ୍ଟ ଆଶଙ୍କା ସତ୍ତ୍ୱେ ମ୍ୟାଚ୍ ଖେଳିଥିଲେ।

ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ମହିଳା ଦଳର ତାହଲିଆ ମ୍ୟାଗ୍ରାଥ କରୋନାରେ ଆକ୍ରାନ୍ତ ହୋଇ ମଧ୍ୟ ଭାରତ ବିପକ୍ଷରେ ମ୍ୟାଚ ଖେଳିଥିଲେ। ସେବେଠାରୁ ଏହି ନିୟମ ପୁରୁଷ ଟି-୨୦ ପାଇଁ ମଧ୍ୟ ଲାଗୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story