ରୋମାଞ୍ଚକର ମୁକାବିଲାରେ ଦ୍ୱିତୀୟ ମହିଳା ଟି-୨୦କୁ ଜିତିଲା ଭାରତ

ମୁମ୍ବାଇ: ଏକ ରୋମାଞ୍ଚକର ମୁକାବିଲାରେ ଦ୍ୱିତୀୟ ମହିଳା ଟି-୨୦କୁ ସୁପର ଓଭରରେ ଜିତିଲା ଭାରତ। ନିର୍ଦ୍ଧାରିତ ଓଭରରେ ଅଷ୍ଟ୍ରେଲିଆ ୧ ୱିକେଟ ହରାଇ ୧୮୭ କରିଥିଲା। ଏହାର ଜବାବରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ସମାନ ସ୍କୋର କରିଥିଲା। ତେଣୁ ସୁପର ଓଭର ଖେଳା ଯାଇଥିଲା। ସୁପର ଓଭରରେ ଭାରତର ଗୋଟିଏ ୱିକେଟ ହରାଇ ୨୦ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧ ୱିକେଟ ହରାଇ ମାତ୍ର ୧୬ ରନ୍ କରିପାରିଥିଲା। ଟସ୍ ଜିତିବା […]

cricket

cricket

Niranjan Mishra
  • Published: Sunday, 11 December 2022
  • Updated: 11 December 2022, 11:04 PM IST

Sports

Latest News

ମୁମ୍ବାଇ: ଏକ ରୋମାଞ୍ଚକର ମୁକାବିଲାରେ ଦ୍ୱିତୀୟ ମହିଳା ଟି-୨୦କୁ ସୁପର ଓଭରରେ ଜିତିଲା ଭାରତ। ନିର୍ଦ୍ଧାରିତ ଓଭରରେ ଅଷ୍ଟ୍ରେଲିଆ ୧ ୱିକେଟ ହରାଇ ୧୮୭ କରିଥିଲା। ଏହାର ଜବାବରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ସମାନ ସ୍କୋର କରିଥିଲା। ତେଣୁ ସୁପର ଓଭର ଖେଳା ଯାଇଥିଲା। ସୁପର ଓଭରରେ ଭାରତର ଗୋଟିଏ ୱିକେଟ ହରାଇ ୨୦ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧ ୱିକେଟ ହରାଇ ମାତ୍ର ୧୬ ରନ୍ କରିପାରିଥିଲା।

ଟସ୍ ଜିତିବା ପରେ ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ତେଣୁ ଅଷ୍ଟ୍ରେଲିଆ ଦଳ ବ୍ୟାଟିଂ କରିଥିଲା। ଦଳ ପକ୍ଷରୁ ବେଥ୍ ମୋନେ ଅପରାଜିତ ୮୨ ଓ ତାହାଲିଆ ମାକ୍‌ଗ୍ରାଥ୍ ଅପରାଜିତ ୭୦ ରନ୍ କରିଥିଲେ। ଏହି ଟିମ୍‌ ପକ୍ଷରୁ ଭାରତକୁ ୧୮୮ ରନ୍‌ର ବିଜୟ ଲକ୍ଷ୍ୟ ଦିଆଯାଇଥିଲା।

ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ପକ୍ଷରୁ ଓପନର ସ୍ମୃତି ମନ୍ଧାନା ଆକର୍ଷଣୀୟ ୭୯ ରନ୍ କରିଥିଲେ। ସେହିପରି ଶେଫାଳୀ ବର୍ମା ୩୪, ହରମନପ୍ରୀତ କୌର ୨୧, ରିଚା ଘୋଷ ଅପରାଜିତ ୨୬ ରନ୍ କରିଥିଲେ। ତେବେ ବିଜୟ ଲକ୍ଷ୍ୟକୁ ଟିମ୍ ପୂରା କରିପାରି ନ ଥିଲା।

ସୁପର ଓଭରରେ ରିଚା ଘୋଷ ଗୋଟିଏ ଛକା ଓ ସ୍ମୃତି ମନ୍ଧାନା ଗୋଟିଏ ଲେଖାଏଁ ଛକା ଚୌକା ମାରି ୨୦ ରନ୍ କରିଥିଲେ। ହେଲେ ୨୧ ରନ୍‌ର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ଦଳ ହାସଲ କରିପାରି ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story