ବିନ୍ନି ହେବେ BCCIର ନୂଆ ବସ୍‌!

ନୂଆଦିଲ୍ଲୀ: ବିନ୍ନି ହେବେ BCCIର ନୂଆ ବସ୍ । ଆଜି ଏନେଇ ହୋଇପାରେ ବିଧିବଦ୍ଧ ନିଷ୍ପତ୍ତି। ମୁମ୍ବାଇରେ ଆଜି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର ବାର୍ଷିକ ସାଧାରଣ ବୈଠକ ବସିବ। ଏଥିରେ ବିସିସିଆଇର ନୂଆ ସଭାପତି ପଦ ସହ ଅନ୍ୟାନ୍ୟ ପଦବୀ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସୌରଭ ଗାଙ୍ଗୁଲିଙ୍କ ପରେ ଏବେ ରୋଜର୍ ବିନ୍ନିଙ୍କ ନାଁରେ ସମସ୍ତ ବୋର୍ଡର ସଦସ୍ୟ ମୋହର ମାରିବେ ବୋଲି ଚର୍ଚ୍ଚା ହେଉଛି। ଯଦି, ଏପରି ହୁଏ ତା’ହେଲେ ନିର୍ଦ୍ୱନ୍ଦ୍ୱରେ ସଭାପତି […]

roger binny

roger binny

Madhupriya Mistry
  • Published: Tuesday, 18 October 2022
  • Updated: 18 October 2022, 01:09 PM IST

Sports

Latest News

ନୂଆଦିଲ୍ଲୀ: ବିନ୍ନି ହେବେ BCCIର ନୂଆ ବସ୍ । ଆଜି ଏନେଇ ହୋଇପାରେ ବିଧିବଦ୍ଧ ନିଷ୍ପତ୍ତି। ମୁମ୍ବାଇରେ ଆଜି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡର ବାର୍ଷିକ ସାଧାରଣ ବୈଠକ ବସିବ। ଏଥିରେ ବିସିସିଆଇର ନୂଆ ସଭାପତି ପଦ ସହ ଅନ୍ୟାନ୍ୟ ପଦବୀ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସୌରଭ ଗାଙ୍ଗୁଲିଙ୍କ ପରେ ଏବେ ରୋଜର୍ ବିନ୍ନିଙ୍କ ନାଁରେ ସମସ୍ତ ବୋର୍ଡର ସଦସ୍ୟ ମୋହର ମାରିବେ ବୋଲି ଚର୍ଚ୍ଚା ହେଉଛି। ଯଦି, ଏପରି ହୁଏ ତା’ହେଲେ ନିର୍ଦ୍ୱନ୍ଦ୍ୱରେ ସଭାପତି ହେବେ ବିନ୍ନି।

ସେହିପରି ଏଥର ବି ଜୟ ଶାହ ସମ୍ପାଦକ ପଦ ବଜାଏ ରଖିବେ। ତା’ସହ ବୋର୍ଡ ଉପାଧ୍ୟକ୍ଷ ଭାବେ ରାଜୀବ ଶୁକ୍ଲା, କୋଷାଧକ୍ଷ ଭାବେ ଆଶିଷ ସେଲାର, ସଂଯୁକ୍ତ ସଚିବ ଭାବେ ଦେବଜିତ୍ ସାଇକିଆ ଏବଂ ଅରୁଣ ଧୁମଲ ଆଇପିଏଲ୍ ଚେୟାମ୍ୟାନ୍ ଭାବେ ସର୍ବ ସମ୍ମତକ୍ରମେ ଚୟନ ହୋଇପାରନ୍ତି।

୧୯୮୩ ବିଶ୍ୱ ବିଜୟୀ ଭାରତୀୟ କ୍ରିକେଟ୍ ଟିମ୍‌ରେ ଥିଲେ ରୋଜର୍ ବିନ୍ନି। କପିଲ ଦେବଙ୍କ ସହ ଘନିଷ୍ଠ ଥିବା ବିନ୍ନି ସେତେବେଳର ଧୂଆଁଧାର ପେସ୍ ବୋଲର୍ ସହ ଅଲରାଉଣ୍ଡର ଭାବେ ବେଶ୍ ପରିଚିତ ଥିଲେ। ୮୩ ବିଶ୍ୱକପ୍‌ର ସର୍ବାଧିକ ୱିକେଟ୍ ନେଇଥିବା ରେକର୍ଡ ବି ବିନ୍ନିଙ୍କ ନାଁରେ ରହିଛି।

ସେପଟେ ICC ଚେୟାରମ୍ୟାନ୍ ପଦବୀ ପାଇଁ ଗାଙ୍ଗୁଲିଙ୍କ ନାଁ ଶେଷ ମୁହୂର୍ତ୍ତରେ କଟିଛି। ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ଶ୍ରୀନିବାସନ୍ ଏହି ରେସ୍‌ରେ ସବୁଠୁ ଆଗରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story