କ୍ରିକେଟରଙ୍କ ପାଇଁ ବଡ଼ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତର ଘରୋଇ କ୍ରିକେଟରଙ୍କ ପାଇଁ ଖୁସି ଖବର । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଘରୋଇ ସିଜନ୍ ପାଇଁ ଘୋଷଣା କରିଛି । ନୂଆ ସିଜନ୍ ମହିଳା ଦିନିକିଆ ଟୁର୍ଣ୍ଣାମେଣ୍ଟରୁ ଆରମ୍ଭ ହେବ ଏବଂ ପରେ ସୟଦ ମୁସ୍ତାକ ଅଲୀ ଟ୍ରଫିର ଆୟୋଜନ ମଧ୍ୟ କରାଯିବ । ତେବେ ସବୁଠାରୁ ବଡ଼ ଖବର ହେଉଛି ଯେ ରଣଜୀ ଟ୍ରଫି ବର୍ଷକ ବ୍ୟବଧାନ ପରେ ଆୟୋଜନ ହେବ । ଗତ ବର୍ଷ କରୋନାଭାଇରସ୍ ମହାମାରୀ କାରଣରୁ […]

bcci

bcci

Ranjit Kumar Jena
  • Published: Saturday, 03 July 2021
  • Updated: 03 July 2021, 05:23 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ଘରୋଇ କ୍ରିକେଟରଙ୍କ ପାଇଁ ଖୁସି ଖବର । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଘରୋଇ ସିଜନ୍ ପାଇଁ ଘୋଷଣା କରିଛି । ନୂଆ ସିଜନ୍ ମହିଳା ଦିନିକିଆ ଟୁର୍ଣ୍ଣାମେଣ୍ଟରୁ ଆରମ୍ଭ ହେବ ଏବଂ ପରେ ସୟଦ ମୁସ୍ତାକ ଅଲୀ ଟ୍ରଫିର ଆୟୋଜନ ମଧ୍ୟ କରାଯିବ । ତେବେ ସବୁଠାରୁ ବଡ଼ ଖବର ହେଉଛି ଯେ ରଣଜୀ ଟ୍ରଫି ବର୍ଷକ ବ୍ୟବଧାନ ପରେ ଆୟୋଜନ ହେବ ।

ଗତ ବର୍ଷ କରୋନାଭାଇରସ୍ ମହାମାରୀ କାରଣରୁ ଦେଶର ସର୍ବୋଚ୍ଚ ଫ୍ଲଷ୍ଟ କ୍ଲାସ୍ ଟୁର୍ଣ୍ଣାମେଣ୍ଟ ପୁଣିଥରେ ଫେରିବ । ୩୮ ଟିମକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ନଭେମ୍ବର ୧୬ ତାରିଖରୁ ଆରମ୍ଭ ହେବ ଏବଂ ଏହା ପରବର୍ତ୍ତୀ ତିନି ମାସ ଧରି ଚାଲିବ । ବିଜୟ ହଜାରେ ଟ୍ରଫି ସହ ଘରୋଇ ସିଜନର ଶେଷ ହେବ, ଯାହା ଫେବୃଆରୀ ୨୩ରୁ ମାର୍ଚ୍ଚ ୨୬ ତାରିଖ ମଧ୍ୟ ଆୟୋଜନ କରାଯିବ ।

ବିସିସିଆଇ ଶନିବାର ଅର୍ଥାତ୍ ଜୁଲାଇ ୩ ତାରିଖରେ ନୂଆ ସିଜନର ଘୋଷଣା କରି କହିଛି ଯେ ବୋର୍ଡକୁ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ସବୁ ଟୁର୍ଣ୍ଣାମେଣ୍ଟକୁ ସଫଳତାପୂର୍ବକ ଆୟୋଜନ ହେବ, ଯେଉଁଥିରେ ସବୁ ଖେଳାଳିଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବ । ବୋର୍ଡ ଗତ ବର୍ଷ କରୋନାଭାଇରସ୍ କାରଣରୁ ସିଜନକୁ ଛୋଟ କରିଦେଇଥିଲା । ଏଥିରେ ମୁସ୍ତାକ ଅଲୀ ଟି-୨୦ ଟୁର୍ଣ୍ଣାମେଣ୍ଟ, ବିଜୟ ହଜାରେ ଟ୍ରଫି, ସିନିୟର ମହିଳା ଦିନିକିଆ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା ।

https://twitter.com/BCCI/status/1411273892312854529?s=20

ବୋର୍ଡ ମୁତାବକ, ୨୦୨୧-୨୨ ସିଜରେ ସବୁ ବୟସ ବର୍ଗରେ ମୋଟ ୨୧୨୭ଟି ଘରୋଇ ମ୍ୟାଚ୍ ଖେଳାଯିବ, ଯେଉଁଥିରେ ରଣଜୀ ଟ୍ରଫି ସବୁଠାରୁ ଲମ୍ବା ହେବ । ଏହା ତିନିମାସ ଧରି ଚାଲିବ । ସେହିପରି ବିଜୟ ହଜାରେ ଟ୍ରଫି ମଧ୍ୟ ମାସେ ଧରି ଚାଲିବ । ହେଲେ ଏସବୁ ଟୁର୍ଣ୍ଣାମେଣ୍ଟ ବାୟୋ-ବବଲରେ ଖେଳାଯିବ ନା ନାହିଁ, ତାହା ବୋର୍ଡ ପକ୍ଷରୁ କୁହାଯାଇନାହିଁ ।

ଘରୋଇ ସିଜନର କ୍ୟାଲେଣ୍ଡର୍
ସେପ୍ଟେମ୍ବର ୨୧, ୨୦୨୧: ସିନିୟର୍ ମହିଳା ଦିନିକିଆ ଲିଗ୍
ଅକ୍ଟୋବର ୨୭, ୨୦୨୧: ସିନିୟର ମହିଳା ଦିନିକିଆ ଚ୍ୟାଲେଞ୍ଜର ଟ୍ରଫି
ଅକ୍ଟୋବର ୨୦, ୨୦୨୧: ସୟଦ ମୁସ୍ତାକ ଅଲୀ ଟ୍ରଫି
ନଭେମ୍ବର, ୧୬ ୨୦୨୧ରୁ ଫେବୃଆରୀ ୧୯, ୨୦୨୨ : ରଣଜୀ ଟ୍ରଫି
ଫେବୃଆରୀ ୨୩, ୨୦୨୨ରୁ ମାର୍ଚ୍ଚ ୨୬, ୨୦୨୨: ବିଜୟ ହଜାରେ ଟ୍ରଫି

ଏହିସବୁ ବଡ଼ ଟୁର୍ଣ୍ଣାମେଣ୍ଟ ବ୍ୟତୀୟ ବିଭିନ୍ନ ବୟସ ବର୍ଗରେ ଅଣ୍ଡର-୨୩, ଅଣ୍ଡର୍-୧୯ ଓ ଅଣ୍ଡର-୧୬ର ମହିଳା ଓ ପୁରୁଷର ସବୁ ବଡ଼ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ । ଏଥିରେ ସିକେ ନାଇଡୁ ଟ୍ରଫି, ବିନୁ ମାଙ୍କଡ୍ ଟ୍ରଫି, ବିଜୟ ମର୍ଚ୍ଚାଣ୍ଟ ଟ୍ରଫି, କୁଚ୍ ବେହାର୍ ଟ୍ରଫି ଓ ଦିନିକିଆ ଓ ଟି-୨୦ ଲିଗ୍ ମଧ୍ୟ ସାମିଲ୍ ଅଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story