ବିଶ୍ୱକପ ପାଇଁ ଲଞ୍ଚ ହେଲା ଟିମ ଇଣ୍ଡିଆର ନୂଆ ଜର୍ସି

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଆଜି ବିସିସିଆଇ ଟିମ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚନ କରିଛି। ଏହି ନୂଆ ଜର୍ସିର ନାଁ ‘ବିଲିୟନ ଚିୟର୍ସ ଜର୍ସି’ ରଖାଯାଇଛି। ଏହାର ପ୍ୟାର୍ଟନ ଫ୍ୟାନମାନଙ୍କ ବିଲିୟନ ଚିୟର୍ସକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ବିସିସିଆଇ ପକ୍ଷରୁ ଇନଷ୍ଟାଗ୍ରାମରେ ନୂଆ ଜର୍ସିର ଫଟୋ ସାର୍ବଜନୀନ କରାଯାଇଛି। ନୂଆ ଜର୍ସିକୁ ରୋହିତ ଶର୍ମା, ବିରାଟ କୋହଲି ଯଶପ୍ରୀତ ବୁମ୍ରା, କେଏଲ ରାହୁଲ ଓ ରବୀନ୍ଦ୍ର […]

BCCI

BCCI

Hemant Lenka
  • Published: Wednesday, 13 October 2021
  • Updated: 13 October 2021, 03:03 PM IST

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଆଜି ବିସିସିଆଇ ଟିମ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚନ କରିଛି। ଏହି ନୂଆ ଜର୍ସିର ନାଁ ‘ବିଲିୟନ ଚିୟର୍ସ ଜର୍ସି’ ରଖାଯାଇଛି। ଏହାର ପ୍ୟାର୍ଟନ ଫ୍ୟାନମାନଙ୍କ ବିଲିୟନ ଚିୟର୍ସକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି।

ବିସିସିଆଇ ପକ୍ଷରୁ ଇନଷ୍ଟାଗ୍ରାମରେ ନୂଆ ଜର୍ସିର ଫଟୋ ସାର୍ବଜନୀନ କରାଯାଇଛି। ନୂଆ ଜର୍ସିକୁ ରୋହିତ ଶର୍ମା, ବିରାଟ କୋହଲି ଯଶପ୍ରୀତ ବୁମ୍ରା, କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା ପରିଧାନ କରି ଫଟୋ ପୋଜ ଦେଇଛନ୍ତି। ବିସିସିଆଇ ଏହି ଫଟୋକୁ ଇନଷ୍ଟାରେ ପୋଷ୍ଟ କରିଛି।

ଏହି ଜର୍ସିକୁ ଏମପିଏଲ ସ୍ପୋର୍ଟସ ପକ୍ଷରୁ ଲଞ୍ଚ କରାଯାଇଛି। ୨୦୨୩ ଡିସେମ୍ବର ଯାଏ ଏମପିଏଲ ହିଁ ଟିମ ଇଣ୍ଡିଆର କିଟ୍‌ ପାର୍ଟନର ରହିଛି। ଏହି ନୂଆ ଜର୍ସି ପୂର୍ବରୁ ଥିବା ନେଭି ବ୍ଲ୍ୟୁ ରେଟ୍ରୋର ସ୍ଥାନ ନେବ। ଉକ୍ତ ଜର୍ସିଟି ୧୯୯୨ ବିଶ୍ୱକପ ଢାଞ୍ଚାରେ ତିଆରି କରାଯାଇଥିଲା।

ଟିମ ଇଣ୍ଡିଆ ଗତବର୍ଷ ନଭେମ୍ବରରୁ ଏହି ଜର୍ସିକୁ ବ୍ୟବହାର କରୁଥିଲା। ହେଲେ ଦଳ ନୂଆ ଜର୍ସିରେ ବିଶ୍ୱକପ ଖେଳିବ। ବିଶ୍ୱକପର ମୁଖ୍ୟ ମ୍ୟାଚ୍‌ ପୂର୍ବରୁ ଦଳ ଅକ୍ଟୋବର ୧୮ରେ ଇଂଲଣ୍ଡ ଓ ୨୦ରେ ଅଷ୍ଟ୍ରେଲିଆ ସହ ଅଭ୍ୟାସ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ରେ ଖେଳାଳିମାନେ ନୂଆ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେ। ସେହିପରି ଟି-୨୦ ବିଶ୍ୱକପ ଅଭିଯାନ ଟିମ ଇଣ୍ଡିଆ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ। ଏହି ମ୍ୟାଚ୍‌ଟି ଅକ୍ଟୋବର ୨୪ରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story