ସାମ୍ନାକୁ ଆସିଲା ମୋଟେରା ଷ୍ଟାଡିୟମର ଆଖି ଲାଖିଗଲା ଭଳି ଫଟୋ

ଅହମଦାବାଦ: ଗୁଜରାଟର ଅହମଦାବାଦର ତିଆରି ହୋଇଥିବା ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମର ଫଟୋ ସାମ୍ନାକୁ ଆସିଛି। ଅହମଦାବାଦର ମୋଟେରା ଷ୍ଟାଡିୟମରେ ଆସନ୍ତା ୨୪ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମଥର ପାଇଁ ଦିବାରାତ୍ର ଟେଷ୍ଟ ଆରମ୍ଭ ହେବ। ଏହାପୂର୍ବରୁ ଉଭୟ ଦଳର ଖେଳାଳି ମୋଟେରାରେ ଅଭ୍ୟାସ ଆରମ୍ଭ କରିଛନ୍ତି। ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ତୁଳନାରେ ଇଂଲିଶ ଟିମ୍‌ର ସଦସ୍ୟମାନେ ମୋଟେରା ଷ୍ଟାଡିୟମର ସୌନ୍ଦର୍ଯ୍ୟତା ଦେଖି ଜଳକା ହୋଇଯାଇଛନ୍ତି। ଷ୍ଟୁଆର୍ଟ ବ୍ରଡଙ୍କ ଠାରୁ ଆରମ୍ଭ କରି ବେନ […]

GCA

GCA

Hemant Lenka
  • Published: Saturday, 20 February 2021
  • Updated: 20 February 2021, 06:13 PM IST

Sports

Latest News

ଅହମଦାବାଦ: ଗୁଜରାଟର ଅହମଦାବାଦର ତିଆରି ହୋଇଥିବା ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମର ଫଟୋ ସାମ୍ନାକୁ ଆସିଛି। ଅହମଦାବାଦର ମୋଟେରା ଷ୍ଟାଡିୟମରେ ଆସନ୍ତା ୨୪ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମଥର ପାଇଁ ଦିବାରାତ୍ର ଟେଷ୍ଟ ଆରମ୍ଭ ହେବ।

ଏହାପୂର୍ବରୁ ଉଭୟ ଦଳର ଖେଳାଳି ମୋଟେରାରେ ଅଭ୍ୟାସ ଆରମ୍ଭ କରିଛନ୍ତି। ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ତୁଳନାରେ ଇଂଲିଶ ଟିମ୍‌ର ସଦସ୍ୟମାନେ ମୋଟେରା ଷ୍ଟାଡିୟମର ସୌନ୍ଦର୍ଯ୍ୟତା ଦେଖି ଜଳକା ହୋଇଯାଇଛନ୍ତି। ଷ୍ଟୁଆର୍ଟ ବ୍ରଡଙ୍କ ଠାରୁ ଆରମ୍ଭ କରି ବେନ ଷ୍ଟୋକ୍ସଙ୍କ ଯାଏ ଟ୍ୱିଟ କରି ମୋଟେରା ଷ୍ଟାଡିୟମର ଫଟୋ ଶେୟାର କରିଛନ୍ତି। ବିଶ୍ୱର ସବୁଠାରୁ ସୁନ୍ଦର ଷ୍ଟାଡିମୟ ଭାବେ ସେମାନେ ମୋଟେରାକୁ ବର୍ଣ୍ଣନା କରିଛନ୍ତି। ବ୍ରଡ ତ ପୂରା ଷ୍ଟାଡିୟମର ଭିଡିଓ ମଧ୍ୟ କରିଛନ୍ତି।

ଏହି ଷ୍ଟାଡିୟମରେ ଏକକାଳୀନ ୧,୧୦,୦୦୦ ଲୋକ ବସି ମ୍ୟାଚ୍‌ ଦେଖିପାରିବେ। ବ୍ରଡଙ୍କ ପୂର୍ବରୁ ପୂର୍ବତନ ଇଂଲିଶ କ୍ରିକେଟର କେଭିନ ପିଟରସନ ଟ୍ୱିଟ କରି ଷ୍ଟାଡିମୟର ଫଟୋ ଅପଲୋଡ କରିଥିଲେ। ଶୁକ୍ରବାର ଅଭ୍ୟାସ ପାଇଁ ପଡ଼ିଆକୁ ଓହ୍ଲାଇବା କ୍ଷଣି ବ୍ରଡ ମଧ୍ୟ ସୁନ୍ଦରତା ଦେଖି ମୁଗ୍ଧ ହୋଇଯାଇଥିଲେ। ଭାରତୀୟ ୱିକେଟ କିପର ଋଷଭ ପନ୍ତ ୨୪ ତାରିଖରେ ଏହି ଷ୍ଟାଡିୟମରେ ମ୍ୟାଚ୍‌ ଖେଳିବାକୁ ଉତ୍ସାହିତ ଥିବା କହିଛନ୍ତି।

ଏଠାରେ ଇଂଲଣ୍ଡ ଶେଷ ଦୁଇଟି ଯାକ ଟେଷ୍ଟ ମ୍ୟାଚ୍‌ ଖେଳିବ। ଏହାପରେ ୫ଟି ଟି-୨୦ ସିରିଜ୍‌ ମଧ୍ୟ ମୋଟେରାରେ ଖେଳାଯିବ। ଟେଷ୍ଟ ସିରିଜ୍‌ କଥା ବିଚାରକୁ ନେଲେ, ବର୍ତ୍ତମାନ ଏହା ୧-୧ରେ ବରାବର ରହିଛି। ଇଂଲଣ୍ଡ ପ୍ରଥମେ ଟେଷ୍ଟକୁ ୨୨୭ ରନ୍‌ରେ ଜିତିଥିବା ବେଳେ ଭାରତ ଦ୍ୱିତୀୟ ଟେଷ୍ଟକୁ ୩୧୭ ରନ୍‌ରେ କବଜା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story