କରୋନା ପାଇଁ ଦିଲ୍ଲୀର ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ ଭେନ୍ୟୁ ବଦଳିଲା

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣର ଭୟ ମଧ୍ୟରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ ମ୍ୟାଚ୍‌ ଖେଳିଛନ୍ତି। ଦିଲ୍ଲୀର ଏକାଧିକ ଖେଳାଳି ଓ ସପୋର୍ଟ ଷ୍ଟାଫ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଆଜିର ମ୍ୟାଚ୍‌କୁ ନେଇ ଅନିଶ୍ଚିତତା ଲାଗି ରହିଥିଲା। ତେବେ ମୁମ୍ବାଇରେ ଏହି ମ୍ୟାଚ୍‌ ଧାର୍ଯ୍ୟ ସମୟରେ ଆରମ୍ଭ ହୋଇଛି। ସେହିପରି କରୋନା ସଂକ୍ରମଣ ଯୋଗୁ ଏପ୍ରିଲ ୨୨ରେ ଦିଲ୍ଲୀର ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ପୂର୍ବରୁ ଦୁଇ ଦଳ ପୁଣେରେ […]

dc1

dc1

Hemant Lenka
  • Published: Wednesday, 20 April 2022
  • Updated: 20 April 2022, 08:40 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣର ଭୟ ମଧ୍ୟରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ ମ୍ୟାଚ୍‌ ଖେଳିଛନ୍ତି। ଦିଲ୍ଲୀର ଏକାଧିକ ଖେଳାଳି ଓ ସପୋର୍ଟ ଷ୍ଟାଫ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଆଜିର ମ୍ୟାଚ୍‌କୁ ନେଇ ଅନିଶ୍ଚିତତା ଲାଗି ରହିଥିଲା। ତେବେ ମୁମ୍ବାଇରେ ଏହି ମ୍ୟାଚ୍‌ ଧାର୍ଯ୍ୟ ସମୟରେ ଆରମ୍ଭ ହୋଇଛି।

ସେହିପରି କରୋନା ସଂକ୍ରମଣ ଯୋଗୁ ଏପ୍ରିଲ ୨୨ରେ ଦିଲ୍ଲୀର ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ପୂର୍ବରୁ ଦୁଇ ଦଳ ପୁଣେରେ ମ୍ୟାଚ୍‌ ଖେଳିବାର ଥିଲା। ହେଲେ ଏବେ ଏହି ମ୍ୟାଚଟି ମୁମ୍ବାଇର ୱାଙ୍ଖଡେରେ ଖେଳାଯିବ। ଏ ସମ୍ପର୍କରେ ଆଜି ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହାପୂର୍ବରୁ ଦିଲ୍ଲୀର ପଞ୍ଜାବ ବିପକ୍ଷ ମ୍ୟାଚ୍‌ ମଧ୍ୟ ପୁଣେରୁ ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମକୁ ସ୍ଥାନାନ୍ତରଣ କରାଯାଇଥିଲା।

ବସିସିଆଇ ପକ୍ଷରୁ କୁହାଯାଇଛି ଯେ ଦିଲ୍ଲୀ କ୍ୟାପିଟାଲ୍ସର ଟିମ୍‌ ସେଇଫର୍ଟ ଆଜି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ଦିଲ୍ଲୀ କ୍ୟାମ୍ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ତେଣୁ ସତର୍କତା ଦୃଷ୍ଟିରୁ ୨୨ ତାରିଖରେ ଦିଲ୍ଲୀ ଖେଳିବାକୁ ଥିବା ମ୍ୟାଚ୍‌ ମୁମ୍ବାଇର ୱାଙ୍ଖଡେରେ ଅନୁଷ୍ଠିତ ହେବ।

ପୂର୍ବରୁ ଏହି ମ୍ୟାଚଟି ପୁଣେର ଏମସିଏ ଷ୍ଟାଡିୟମରେ ହେବାର ଥିଲା। ଆଜି ପଞ୍ଜାବ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦିଲ୍ଲୀ ଖେଳାଳିଙ୍କ ୨ ରାଉଣ୍ଡ କରୋନା ଟେଷ୍ଟ କରାଯାଇଛି। ଏହି ସମୟରେ ରିପୋର୍ଟ ନେଗେଟିଭ ଆସିଥିବାରୁ ଧାର୍ଯ୍ୟ ସୂଚୀ ଅନୁଯାୟୀ ମ୍ୟାଚ ଖେଳାଯାଉଛି ବୋଲି ବିସିସିଆଇ ତା’ ବିଜ୍ଞପ୍ତିରେ ଉଲ୍ଲେଖ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story