ଟିମ୍‌ ଇଣ୍ଡିଆର ଶୋଚନୀୟ ପରାଜୟ

ଲିଡ୍ସ: ଇଂଲଣ୍ଡର ଲିଡ୍ସରେ ଭାତରର ଶୋଚନୀୟ ପରାଜୟ। ତୃତୀୟ ଟେଷ୍ଟରେ ଇଂଲଣ୍ଡ ଠାରୁ ହାରିଲା ଭାରତ। ଦୁଇ ଦେଶମଧ୍ୟରେ ଜାରି ରହିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚରେ ବିରାଟ ବାହିନୀ ପରାଜୟ ବରଣ କରିଛି। ଇଂଲଣ୍ଡର ଧୂଆଁଧାର ବୋଲିଂ ଅଗରେ ଆତ୍ମସମର୍ପଣ କରିଛି ଟିମ ଇଣ୍ଡିଆ। ତୃତୀୟ ଟେଷ୍ଟରେ ଏକ ଇଂନିସ ଏବଂ ୭୬ ରନରେ ଇଂଲିଶ୍ ଟିମ୍‌ ବାଜି ମାରିନେଇଛି। ଫଳରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବେ ୧-୧ […]

Cricket

Cricket

Madhupriya Mistry
  • Published: Saturday, 28 August 2021
  • Updated: 28 August 2021, 05:53 PM IST

Sports

Latest News

ଲିଡ୍ସ: ଇଂଲଣ୍ଡର ଲିଡ୍ସରେ ଭାତରର ଶୋଚନୀୟ ପରାଜୟ। ତୃତୀୟ ଟେଷ୍ଟରେ ଇଂଲଣ୍ଡ ଠାରୁ ହାରିଲା ଭାରତ। ଦୁଇ ଦେଶମଧ୍ୟରେ ଜାରି ରହିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚରେ ବିରାଟ ବାହିନୀ ପରାଜୟ ବରଣ କରିଛି। ଇଂଲଣ୍ଡର ଧୂଆଁଧାର ବୋଲିଂ ଅଗରେ ଆତ୍ମସମର୍ପଣ କରିଛି ଟିମ ଇଣ୍ଡିଆ। ତୃତୀୟ ଟେଷ୍ଟରେ ଏକ ଇଂନିସ ଏବଂ ୭୬ ରନରେ ଇଂଲିଶ୍ ଟିମ୍‌ ବାଜି ମାରିନେଇଛି। ଫଳରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବେ ୧-୧ ସ୍ଥିତିରେ ବରାବର ହୋଇଛି।

ଚତୁର୍ଥ ଦିନରେ ଭାରତ ୨୧୫/୨ ରୁ ସ୍କୋର ଆଗକୁ ବଢ଼ାଇଥିଲା। ହେଲେ ୨୭୮ ରନ କରି ଅଲଆଉଟ ହୋଇଯାଇଛି ଟିମ୍‌ ଇଣ୍ଡିଆ। ଚତୁର୍ଥ ଦିନ ଖେଳ ଆରମ୍ଭରୁ ହିଁ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଚେତେଶ୍ୱର ପୂଜାରା ନିଜର ଗତ କାଲିର ସ୍କୋର ୯୧ ଠାରୁ ଆଗକୁ ଆଗେଇ ପାରିନଥିଲେ। ପୂଜାରା ଆଉଟ ହେବା ପରେ ଭାରତ ବିରାଟ କୋହଲି ୫୫ ରନ କରି, ଅଜିଙ୍କ୍ୟ ରାହାଣେ ଓ ଋଷଭ ପନ୍ତଙ୍କ ୱିକେଟ ହରାଇଥିଲେ। ତେବେ ରବିନ୍ଦ୍ର ଜାଡେଜା ୨୫ ବଲରୁ ୩୦ ରନ କରି କିଛି ସମୟ ଲଢେଇ କରିଥିଲେ।  ସେ ଆଉଟ ହେବା ପରେ ମହମ୍ମଦ ସମୀ ଓ ଇଶାନ୍ତ ଶର୍ମା ମଧ୍ୟ ଆଉଟ ହୋଇଯାଇଥିଲେ।

ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ ଓ କ୍ରେଗ ଓଭରଟନ ୩ଟି ଲେଖାଏଁ ୱିକେଟ ନେଇଥିଲେ। ସେହିପରି ଓଲି ରବିନସନ ଓ ସାମ କୁରାନ ୨ଟି ଲେଖାଏଁ ୱିକେଟ ନେଇଥିଲେ।

ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨ ୱିକେଟ ହରାଇ ୨୧୫ ରନ କରିଥିଲା। ଓପନର ଲୋକେଶ ରାହୁଲ କେବଳ ୮ରନ କରି ନିରାଶ କରିଥି​‌ଲେ ସୁଦ୍ଧା ରୋହିତ ଶର୍ମା ଅର୍ଦ୍ଧଶତକୀୟ ଇଂନିସ ୫୯ ରନ କରି ଆଉଟ ହୋଇଥିଲେ। ତୃତୀୟ ଦିନରେ ୨ ୱିକେଟ ହରାଇ ଏକ ସମ୍ମାନଜନକ ସ୍ଥିତି ୨୧୫/୨ ରେ ରହିଥିଲା ଭାରତ। ଅଧିନାୟକ ବିରାଟ କୋହଲି ୪୫ ଏବଂ ଚେତେଶ୍ୱର ପୂଜାରା ବ୍ୟକ୍ତିଗତ ଭାବେ ୯୧ ରନ କରି ନଟ୍‌ଆଉଟ ଥିଲେ, କିନ୍ତୁ ଚତୁର୍ଥ ଦିନ ଆରମ୍ଭରୁ ଭାରତକୁ ଶକ୍ତ ଝଟ୍‌କା ଲାଗିଛି। ଖେଳ ଆରମ୍ଭରୁ ଭାରତର ଜଣେ ପରେ ଜଣେ ବ୍ୟାଟ୍ସମ୍ୟାନ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହି ଟେଷ୍ଟରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା।

https://twitter.com/BCCI/status/1431583719807193092?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story