ବିରାଟଙ୍କ ରେକର୍ଡ କ୍ଲବରେ ମାର୍ଟିନ ଗପ୍ଟିଲ

ଦୁବାଇ: ନ୍ୟୁଜିଲ୍ୟାଣ୍ଡର ଭେଟରାନ ବ୍ୟାଟସମ୍ୟାନ ମାର୍ଟିନ ଗପ୍ଟିଲ ଆଜି ନୂଆ ରେକର୍ଡ କରିଛନ୍ତି। ସ୍କଟଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ସେ ୯୩ ରନ୍‌ର ଇନିଂସ ଖେଳି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ କ୍ଲବରେ ନିଜକୁ ସାମିଲ କରିଛନ୍ତି। ସେ ପୁରୁଷ ଟି-୨୦ରେ ଦ୍ୱିତୀୟ ଖେଳାଳି ଭାବେ ୩ ହଜାର ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଛନ୍ତି। ଗପ୍ଟିଲ ଏହି କୀର୍ତ୍ତିମାନକୁ ଛକା ମାରି ପୂରଣ କରିଥିଲେ। ୩୫ ବର୍ଷୀୟ ଗପ୍ଟିଲ ନିଜର ୧୦୫ତମ ମ୍ୟାଚ୍‌ରେ ୩ […]

guptil

guptil

Hemant Lenka
  • Published: Wednesday, 03 November 2021
  • Updated: 03 November 2021, 08:32 PM IST

Sports

Latest News

ଦୁବାଇ: ନ୍ୟୁଜିଲ୍ୟାଣ୍ଡର ଭେଟରାନ ବ୍ୟାଟସମ୍ୟାନ ମାର୍ଟିନ ଗପ୍ଟିଲ ଆଜି ନୂଆ ରେକର୍ଡ କରିଛନ୍ତି। ସ୍କଟଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ସେ ୯୩ ରନ୍‌ର ଇନିଂସ ଖେଳି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ କ୍ଲବରେ ନିଜକୁ ସାମିଲ କରିଛନ୍ତି।

ସେ ପୁରୁଷ ଟି-୨୦ରେ ଦ୍ୱିତୀୟ ଖେଳାଳି ଭାବେ ୩ ହଜାର ରନ୍‌ ସଂଗ୍ରହ କରିବାକୁ ସକ୍ଷମ ହୋଇଛନ୍ତି। ଗପ୍ଟିଲ ଏହି କୀର୍ତ୍ତିମାନକୁ ଛକା ମାରି ପୂରଣ କରିଥିଲେ। ୩୫ ବର୍ଷୀୟ ଗପ୍ଟିଲ ନିଜର ୧୦୫ତମ ମ୍ୟାଚ୍‌ରେ ୩ ହଜାର ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି।

ବିଶ୍ୱର ପ୍ରଥମ ଖେଳାଳି ଭାବେ ବିରାଟ ଟି-୨୦ରେ ୩ ହଜାରରୁ ଅଧିକ ରନ୍ କରିଛନ୍ତି। ବିରାଟ ଏଯାଏ ଟି-୨୦ରେ ୩୨୨୫ ରନ୍‌ କରିଥିବା ବେଳେ ଗପ୍ଟିଲ ୩୦୬୯ ରନ୍‌ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତୃତୀୟ ସ୍ଥାନରେ ରୋହିତ ଶର୍ମା ୨୮୭୮, ପଲ୍‌ ଷ୍ଟ୍ରିଲଙ୍ଗ ୨୫୭୦ ଓ ଆରୋନ ଫିଞ୍ଚ ୨୨୫୪ ରନ୍‌ କରିଛନ୍ତି।

ଏହାବାଦ ଆଜି ଗପ୍ଟିଲ ୯୩ ରନ୍‌ କରିବା ପରେ ଭାରତୀୟ ଓପନର ରୋହିତ ଶର୍ମାଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ରୋହିତ ଟି-୨୦ରେ ୫ଥର ୯୦ରୁ ଅଧିକ ରନ୍‌ କରିଛନ୍ତି। ଏବେ ଗପ୍ଟିଲ ମଧ୍ୟ ୫ଥର ୯୦ରୁ ଅଧିକ ରନ୍‌ କରିଛନ୍ତି। ତେବେ ସେ ବିଶ୍ୱର ପ୍ରଥମ ଖେଳାଳି ଭାବେ ଟି-୨୦ରେ ୧୫୦ରୁ ଅଧିକ ଛକା ମାରିବାର ରେକର୍ଡ କରିଛନ୍ତି।

ଆଜିର ୯୩ ରନ୍‌ ଇନିଂସରେ ସେ ୭ଟି ଛକା ମାରିଥିଲେ। ଏହାକୁ ମିଶାଇ ଟି-୨୦ରେ ତାଙ୍କ ଛକା ସଂଖ୍ୟା ୧୫୪ରେ ପହଞ୍ଚିଛି। ୧୩୪ ଛକା ସହ ରୋହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ମ୍ୟାଚ୍‌ କଥା ବିଚାରକୁ ନେଲେ ଗପ୍ଟିଲଙ୍କ ୯୩ ରନ୍ ଇନିଂସ ବଳରେ ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭର୍‌ରେ ୧୭୨ ରନ୍‌ କରିଥିଲା। ଏହାର ଜବାବରେ ସ୍କଟଲ୍ୟାଣ୍ଡ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ୧୬ ରନ୍‌ରେ ମ୍ୟାଚ୍‌ ହାରି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story