ଇନଷ୍ଟାଗ୍ରାମରେ କୋହଲିଙ୍କ ଗୋଟିଏ ପୋଷ୍ଟର ଆୟ କେତେ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲିଙ୍କର ଫ୍ୟାନ୍ କେବଳ ଭାରତରେ ନୁହଁନ୍ତି ବରଂ ସାରା ଦୁନିଆରେ ଅଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କ ଫଲୋଅର୍ସଙ୍କୁ ଦେଖି ଏହା ଜାଣି ହେବ । ବିରାଟଙ୍କୁ ଇନଷ୍ଟାଗ୍ରାମରେ ୧୩କୋଟିରୁ ଅଧିକ ଲୋକେ ଫଲୋ କରନ୍ତି । ସେ ମଧ୍ୟ ଆୟ ମାମଲାରେ ଏକ ନମ୍ବର ଭାରତୀୟ । ଏହାର ଖୁଲାସା ସିଡ୍ୟୁଲିଙ୍ଗ୍ ଟୁଲ୍ HopprHDର ଇନଷ୍ଟାଗ୍ରାମ ଧନୀ ତାଲିକା-୨୦୨୧ରେ ଜାରି ହୋଇଛି । ଏହି ତାଲିକା ଅନୁଯାୟୀ, କୋହଲି […]

virat-kohli

virat-kohli

Ranjit Kumar Jena
  • Published: Thursday, 01 July 2021
  • Updated: 01 July 2021, 05:21 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲିଙ୍କର ଫ୍ୟାନ୍ କେବଳ ଭାରତରେ ନୁହଁନ୍ତି ବରଂ ସାରା ଦୁନିଆରେ ଅଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କ ଫଲୋଅର୍ସଙ୍କୁ ଦେଖି ଏହା ଜାଣି ହେବ । ବିରାଟଙ୍କୁ ଇନଷ୍ଟାଗ୍ରାମରେ ୧୩କୋଟିରୁ ଅଧିକ ଲୋକେ ଫଲୋ କରନ୍ତି । ସେ ମଧ୍ୟ ଆୟ ମାମଲାରେ ଏକ ନମ୍ବର ଭାରତୀୟ । ଏହାର ଖୁଲାସା ସିଡ୍ୟୁଲିଙ୍ଗ୍ ଟୁଲ୍ HopprHDର ଇନଷ୍ଟାଗ୍ରାମ ଧନୀ ତାଲିକା-୨୦୨୧ରେ ଜାରି ହୋଇଛି ।

ଏହି ତାଲିକା ଅନୁଯାୟୀ, କୋହଲି ଇନଷ୍ଟାଗ୍ରାମରେ ଏକ ପ୍ରାୟୋଜକ ପୋଷ୍ଟ ପାଇଁ ୫ କୋଟି ଟଙ୍କା ଆୟ କରନ୍ତି । ଦୁଇ ବର୍ଷ ତଳେ ତାଙ୍କୁ ଗୋଟିଏ ପୋଷ୍ଟ ପାଇଁ ୧.୩୫ କୋଟି ଟଙ୍କା ମିଳୁଥିଲା । ଅର୍ଥାତ୍ ଦୁଇ ବର୍ଷରେ ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟରେ ତାଙ୍କର ଆୟ ତିନି ଗୁଣା ବଢ଼ିଯାଇଛି । ବିରାଟ୍ ଏହି ଧନୀ ତାଲିକାର ଟପ୍-୨୦ରେ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି । କୋହଲି ୧୯ତମ ସ୍ଥାନରେ ରହିଛନ୍ତି।

ଇନଷ୍ଟାଗ୍ରାମ ଧନୀ ତାଲିକା-୨୦୨୧ରେ ପ୍ରଥମ ସ୍ଥାନରେ ଅଛନ୍ତି ପର୍ତ୍ତୁଗାଲ୍ ଷ୍ଟାର୍ ଷ୍ଟ୍ରାଇକର୍ କ୍ରିଷ୍ଟିଆନୋ ରୋନାଲ୍ଡୋ । ସେ ଏହି ସୋଶାଲ ମିଡିଆ ପ୍ଲାଟଫର୍ମରେ ଗୋଟିଏ ପ୍ରାୟୋଜକ ପୋଷ୍ଟ ପାଇଁ ୧୧.୯ କୋଟି ଟଙ୍କା ଆୟ କରନ୍ତି । ନିକଟରେ ଇନଷ୍ଟାଗ୍ରାମରେ ରୋନାଲ୍ଡୋଙ୍କର ୩୦ କୋଟି ଫଲୋଅର୍ସ ହୋଇଛନ୍ତି । ଏହି ଏହି ମାଇଲଖୁଣ୍ଟ ହାସଲ କରିବାରେ ଦୁନିଆର ପ୍ରଥମ ବ୍ୟକ୍ତି । ରୋନାଲ୍ଡୋ ମଧ୍ୟ ଇନଷ୍ଟାଗ୍ରାମରେ ୨୦ କୋଟି ଫଲୋଅର୍ସ ଅତିକ୍ରମ କରିବାରେ ଦୁନିଆର ପ୍ରଥମ ବ୍ୟକ୍ତି ଥିଲେ । ସର୍ବାଧିକ ଫଲୋଅର୍ସ ତାଲିକାରେ WWE ଷ୍ଟାର୍ ଡ୍ୱେନ୍ ଜନସନ୍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତାଙ୍କର ୨୪ କୋଟିରୁ ଅଧିକ ଫଲୋଅର୍ସ ଅଛନ୍ତି ।

ଇନଷ୍ଟାଗ୍ରାମରେ ସର୍ବାଧିକ ଆୟ କରୁଥିବା ଖେଳାଳିଙ୍କ ମଧ୍ୟରେ ବିରାଟ୍ କୋହଲି ଚତୁର୍ଥ ସ୍ଥାନରେ ଅଛନ୍ତି । ସେ ରୋନାଲ୍ଡୋ, ଲିଓନେଲ୍ ମେସି ଓ ବ୍ରାଜିଲର ଷ୍ଟ୍ରାଇକର୍ ନେମାରଙ୍କ ପଛରେ ଅଛନ୍ତି । ମେସି ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ ୮.୬ କୋଟି ଟଙ୍କା ଏବଂ ନେମାର ୬.୧ କୋଟି ଟଙ୍କା ନିଅନ୍ତି । ଏହି ତାଲିକାର ଟପ୍-୧୦୦ ଭିତରେ ବିରାଟଙ୍କ ବ୍ୟତୀତ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ସାମିଲ୍ ଅଛନ୍ତି। ସେ ୨୭ତମ ସ୍ଥାନରେ ଅଛନ୍ତି । ତାଙ୍କୁ ଗୋଟିଏ ପୋଷ୍ଟ ପାଇଁ ୩ କୋଟି ଟଙ୍କା ମିଳିଥାଏ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story