ହାରିଲା ନ୍ୟୁଜିଲ୍ୟାଣ୍ଡ, ସିରିଜ୍‌ କ୍ଲିନ ସୁଇପ କଲା ଟିମ୍‌ ଇଣ୍ଡିଆ

କୋଲାକାତା: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍‌ କ୍ଲିନ ସୁଇପ କରିଛି ଟିମ୍‌ ଇଣ୍ଡିଆ। ରୋହିତ ଶର୍ମାଙ୍କ କ୍ୟାପ୍ଟେଶିପ ଓ ରାହୁଲ ଡ୍ରାବିଡଙ୍କ କୋଚିଂରେ ପ୍ରଥମଥର ପାଇଁ କୌଣସି ସିରିଜ୍‌ ଖେଳୁଥିବା ଭାରତୀୟ ଟିମ୍‌ ଜବରଦସ୍ତ ପ୍ରଦର୍ଶନ କରିଛି। ପ୍ରଥମ ଦୁଇଟି ମ୍ୟାଚକୁ ଜିତି ଆଗୁଆ ସିରିଜ୍‌ କବଜା କରି ନେଇଥିବା ଟିମ୍‌ ଇଣ୍ଡିଆ ଆଜି ଇଡେନ ଗାର୍ଡେନରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ ମଧ୍ୟ ବାଜିମାତ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ବଳରେ ୧୮୪ […]

India

India

Hemant Lenka
  • Published: Sunday, 21 November 2021
  • Updated: 22 November 2021, 09:42 PM IST

Sports

Latest News

କୋଲାକାତା: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍‌ କ୍ଲିନ ସୁଇପ କରିଛି ଟିମ୍‌ ଇଣ୍ଡିଆ। ରୋହିତ ଶର୍ମାଙ୍କ କ୍ୟାପ୍ଟେଶିପ ଓ ରାହୁଲ ଡ୍ରାବିଡଙ୍କ କୋଚିଂରେ ପ୍ରଥମଥର ପାଇଁ କୌଣସି ସିରିଜ୍‌ ଖେଳୁଥିବା ଭାରତୀୟ ଟିମ୍‌ ଜବରଦସ୍ତ ପ୍ରଦର୍ଶନ କରିଛି। ପ୍ରଥମ ଦୁଇଟି ମ୍ୟାଚକୁ ଜିତି ଆଗୁଆ ସିରିଜ୍‌ କବଜା କରି ନେଇଥିବା ଟିମ୍‌ ଇଣ୍ଡିଆ ଆଜି ଇଡେନ ଗାର୍ଡେନରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ ମଧ୍ୟ ବାଜିମାତ କରିଛି।

ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ବଳରେ ୧୮୪ ରନ୍‌ କରିଥିଲା। ଏହାର ଜବାବରେ ଅକ୍ଷର ପଟେଲଙ୍କ ଜବରଦସ୍ତ ବୋଲିଂ ସାଙ୍ଗକୁ ଈଶାନ କିଶନଙ୍କ ଡବଲ ରନ ଆଉଟ ନ୍ୟୁଜିଲ୍ୟାଣ୍ତକୁ ଧରାଶାୟୀ କରିଛି। ଦଳ ୧୭.୨ ଓଭର୍‌ରେ କେବଳ ୧୧୧ ରନ୍‌ କରି ଅଲ ଆଉଟ ହୋଇଯାଇଛି। ଏହି ମ୍ୟାଚ୍‌କୁ ଟିମ ଇଣ୍ଡିଆ ୭୩ ରନ୍‌ ଜିତି ସିରିଜ୍‌କୁ ୩-୦ରେ କବଜା କରିଛି।

ଭାରତ ଦେଇଥିବା ୧୮୫ ରନ୍‌ର ଟାର୍ଗେଟ ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ଠିକ୍‌ ଠାକ ଆରମ୍ଭ କରିଥିଲା। ଏପରି କି ୨ ଓଭର୍‌ରେ ଦଳ ୨୨ ରନ୍‌ ହାସଲ କରି ନେଇଥିଲା। କିନ୍ତୁ ତୃତୀୟ ଓଭର୍‌ ବୋଲିଂ କରିବାକୁ ଆସିଥିବା ଅକ୍ଷର ପଟେଲ ପ୍ରଥମେ ଡାରେଲ ମିଚେଲ(୫)ଙ୍କୁ ଆଉଟ କରିଥିଲେ।

ଏହାପରେ ମାର୍କ ଚାପମ୍ୟାନ(୦) ଓ ଗ୍ଲେନ ଫିଲିପ୍ସ(୦)ଙ୍କୁ ଆଉଟ କରି ଅକ୍ଷର ପଟେଲ ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ଲାଇନଅପକୁ ଛିନଛତ୍ର କରି ଦେଇଥିଲେ। ତେବେ ଓପନର ମାର୍ଟିନ ଗପ୍ଟିଲ କାଉଣ୍ଟର ଆଟାକ ଆରମ୍ଭ କରି ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ବିଶେଷ କରି ଦୀପକ ଚହର ଓ ୟୁଜଭେନ୍ଦର ଚହଲଙ୍କୁ ସେ ବଡ଼ବଡ଼ ଶଟ ମାରିଥିଲେ। ତାଙ୍କୁ କିଛି ସମୟ ପାଇଁ ଟିମ ସାଇଫର୍ଟ ସହଯୋଗ କରିଥିଲେ। ଏଥିସହ ଗପ୍ଟିଲ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

କିନ୍ତୁ ଚହଲ ୫୧ ରନ୍‌ କରିଥିବା ଗପ୍ଟିଲଙ୍କୁ ବାଉଣ୍ଡରୀ ପାଖରେ ଆଉଟ କରି ନ୍ୟୁଜିଲ୍ୟାଣ୍ଡର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ଏହାପରେ ସାଇଫର୍ଟ(୧୭)ଙ୍କୁ ଈଶାନ କିଶନ ରନ ଆଉଟ ଯୋଗେ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଜିମ୍ମି ନଶୀମ(୩)ଙ୍କ ୱିକେଟ ହର୍ଷଲ ପଟେଲ ନେଇଥିଲେ। ଦଳର କାମଚଳା ଅଧିନାୟକ ମିଚେଲ ସାଣ୍ଟନର(୨)ଙ୍କୁ ଈଶାନ କିଶନ ଡାଇରେକ୍ଟ ଥ୍ରୋ ଦ୍ୱାରା ରନ ଆଉଟ କରି ଦେବାରୁ କ୍ୱିୱି ଟିମ୍‌ର ବିଜୟ ଆଶା ମଉଳି ଯାଇଥିଲା।

ଆଡମ ମିଲ୍ନ ଗୋଟିଏ ଛକା ମାରିବା ପରେ ଭେଙ୍କଟେଶ ଆୟରଙ୍କ ବଲରେ ଆଉଟ ହୋଇଥିଲେ। ଏହା ଆୟରଙ୍କ ପ୍ରଥମ ଅନ୍ତର୍ଜାତୀୟ ୱିକେଟ। ଈଶ ଶୋଢ଼ି(୯)ଙ୍କୁ ଆଉଟ କରି ହର୍ଷଲ ପଟେଲ ଭ୍ରମଣକାରୀ ଦଳକୁ ୯ମ ଝଟକା ଦେଇଥିଲେ। ଶେଷରେ ଦୀପକ ଚହର ୧୪ ରନ୍ କରିଥିବା ଲକି ଫର୍ଗୁସନଙ୍କୁ ଆଉଟ କରି ନ୍ୟୁଜିଲ୍ୟାଣ୍ତ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଏଥିସହ ଭାରତ ୭୩ ରନ୍‌ରେ ମ୍ୟାଚ୍‌ ସହ ସିରିଜ୍‌ କ୍ଲିନ ସୁଇପ କରିଥିଲା।

ଭାରତ ପକ୍ଷରୁ ଅକ୍ଷର ପଟେଲ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ହର୍ଷଲ ପଟେଲ ୨ଟି ସଫଳତା ପାଇଛନ୍ତି। ସେହିପରି ଭେଙ୍କଟେଶ ଆୟର, ଦୀପକ ଚହର ଓ ୟୁଜଭେନ୍ଦର ଚହଲ ଗୋଟିଏ ଲେଖାଏ ୱିକେଟ ଦଖଲ କରିଛନ୍ତି।

ଏହାପୂର୍ବରୁ ଟିମ୍‌ ଇଣ୍ଡିଆ ରୋହିତ ଶର୍ମାଙ୍କ ୫୬ ଓ ଶେଷ ଭାଗରେ ଦୀପକ ଚହରଙ୍କ ବିସ୍ଫୋରକ ୨୧ ରନ୍‌ ବଳରେ ୭ ୱିକେଟ ହରାଇ ୧୮୪ ରନ୍‌ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story