ଭାରତ ଟି-୨୦ ବିଶ୍ୱକପ ଜିତିବାକୁ ଆସିଛି, ଆମେ ନୁହଁ - କାହିଁକି ଏମିତି କହିଲେ ସାକିବ୍‌

ଆଡିଲେଡ୍‌: ଚଳିତ ଟି-୨୦ ବିଶ୍ୱକପରେ ଆସନ୍ତାକାଲି ଭାରତ ଓ ବାଂଲାଦେଶ ମୁହାଁମୁହିଁ ହେବେ। ଆଡିଲେଡ ଓଭାଲରେ ଏହି ମ୍ୟାଚ୍‌ ଖେଳାଯିବ। କିନ୍ତୁ ଏହି ମ୍ୟାଚ୍‌ ପୂର୍ବରୁ ବଡ଼ ବୟାନ ଦେଇଛନ୍ତି ବାଂଲାଦେଶର ଅଧିନାୟକ ସାକିବ ଅଲ ହାସନ। ସେ କହିଛନ୍ତି ଯେ ତାଙ୍କ ଦଳ ଏଠାକୁ ବିଶ୍ୱକପ ଜିତିବାକୁ ଆସିନି। ଯଦି ତାଙ୍କ ଦଳ ଭାରତକୁ ହରାଇ ଦେବ, ତା’ହେଲେ ନିଶ୍ଚିତ ଭାବେ ବିପର୍ଯ୍ୟୟ ଘଟିବ। ଭାରତ ଏଠାକୁ ବିଶ୍ୱକପ ଜିତିବାକୁ ଆସିଛି ବୋଲି ସାକିବ ମଙ୍ଗଳବାର […]

Bangladesh

Bangladesh

Hemant Lenka
  • Published: Tuesday, 01 November 2022
  • Updated: 01 November 2022, 06:35 PM IST

Sports

Latest News

ଆଡିଲେଡ୍‌: ଚଳିତ ଟି-୨୦ ବିଶ୍ୱକପରେ ଆସନ୍ତାକାଲି ଭାରତ ଓ ବାଂଲାଦେଶ ମୁହାଁମୁହିଁ ହେବେ। ଆଡିଲେଡ ଓଭାଲରେ ଏହି ମ୍ୟାଚ୍‌ ଖେଳାଯିବ। କିନ୍ତୁ ଏହି ମ୍ୟାଚ୍‌ ପୂର୍ବରୁ ବଡ଼ ବୟାନ ଦେଇଛନ୍ତି ବାଂଲାଦେଶର ଅଧିନାୟକ ସାକିବ ଅଲ ହାସନ।

ସେ କହିଛନ୍ତି ଯେ ତାଙ୍କ ଦଳ ଏଠାକୁ ବିଶ୍ୱକପ ଜିତିବାକୁ ଆସିନି। ଯଦି ତାଙ୍କ ଦଳ ଭାରତକୁ ହରାଇ ଦେବ, ତା’ହେଲେ ନିଶ୍ଚିତ ଭାବେ ବିପର୍ଯ୍ୟୟ ଘଟିବ। ଭାରତ ଏଠାକୁ ବିଶ୍ୱକପ ଜିତିବାକୁ ଆସିଛି ବୋଲି ସାକିବ ମଙ୍ଗଳବାର କହିଛନ୍ତି।

ଉଭୟ ଭାରତ ଓ ବାଂଲାଦେଶ ଗ୍ରୁପ ୨ ପଏଣ୍ଟ ଟେବୁଲରେ ୪ ପଏଣ୍ଟ ଲେଖାଏ ପାଇଛନ୍ତି। ତେଣୁ ଦୁଇ ଦଳ ପାଇଁ ସେମିରେ ପ୍ରବେଶ କରିବା ରାସ୍ତା ଖୋଲା ରହିଛି।

ଆସନ୍ତାକାଲିର ମ୍ୟାଚ୍‌ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାକିବ କହିଛନ୍ତି, “ଆମ ପାଇଁ ପ୍ରତିଟି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ। ଆମେ ସମାନ ଆଭିମୁଖ୍ୟ ରଖି ମ୍ୟାଚ ଖେଳିବୁ। ଆମେ କେବେ ହେଲେ ନିର୍ଦ୍ଦିଷ୍ଟ ପ୍ରତିପକ୍ଷକୁ ‍ଫୋକସ କରି ନଥାଉ। ଆମେ ଆମ ଯୋଜନାକୁ କାର୍ଯ୍ୟକାରୀ କରିଥାଉ।

ବିଶ୍ୱକପରେ ଆମେ ଆମ ଖେଳାଳିଙ୍କ ଷ୍ଟ୍ରାଇକ ରେଟ୍‌କୁ ନେଇ ଆଦୌ ଚିନ୍ତିତ ନାହୁଁ। ଆମେ କେବଳ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛୁ। ଆମେ ଆମର ବାକିଥିବା ଦୁଇଟି ଯାକ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବୁ।

ଆମେ ଯଦି ଭାରତ କିମ୍ବା ପାକିସ୍ତାନ ବିପକ୍ଷରେ ଜିତି ପାରିଲୁ, ତା’ହେଲେ ବଡ଼ ବିପର୍ଯ୍ୟୟ ସୃଷ୍ଟି ହେବ। କାଗଜ କଲମରେ ଉଭୟ ଟିମ ଆମ ଠାରୁ ଶକ୍ତିଶାଳୀ।

ଯଦି ଆମେ ଭଲ ଖେଳିଳୁ ଓ ଦିନଟି ଆମ ସହ ରହିଛି, ତା’ହେଲେ ଆମେ କାହିଁକି ଜିତି ପାରିବୁ ନାହିଁ? ଆୟର୍ଲ୍ୟାଣ୍ଡ ଓ ଜିମ୍ବାୱେ ଭଳି ଦଳ ଇଂଲଣ୍ଡ ଓ ପାକିସ୍ତାନକୁ ହରାଇବାର ଆମେ ଦେଖିଛୁ। ଯଦି ଆମେ ସେମିତି କରିପାରିଲୁ, ତା’ହେଲେ ମୁଁ ନିଶ୍ଚିତ ଖୁସି ହେବି।”

ଭାରତ ବିପକ୍ଷ ମ୍ୟାଚ୍‌ ସମ୍ପର୍କରେ ସେ ଆହୁରି କହିଛନ୍ତି, “ମୁଁ ଭାବୁଛି ପ୍ରବଳ ଭିଡ଼ ହେବ। କାରଣ ଭାରତ ଯେଉଁଠି ବି ଖେଳେ ଦର୍ଶକଙ୍କ ସଂଖ୍ୟା ଅଧିକ ରହିଥାଏ। ଆସନ୍ତାକାଲି ଭଲ ମ୍ୟାଚ୍‌ ହେବ ବୋଲି ମୋର ଆଶା। ଭାରତ ଗୋଟିଏ ଶକ୍ତିଶାଳୀ ଦଳ। ସେମାନେ ଏଠାକୁ ବିଶ୍ୱକପ ଜିତିବାକୁ ଆସିଛନ୍ତି। ଆମେ ଏଠାକୁ ବିଶ୍ୱକପ ଜିତିବାକୁ ଆସିନୁ। ଆମେ ପରିସ୍ଥିତି ବୁଝି ପାରୁଛୁ। ଯଦି ଆମେ ଭାରତ ବିପକ୍ଷରେ ବିଜୟ ହାସଲ କରିବୁ, ତା’ହେଲେ ବିପର୍ଯ୍ୟୟ ସୃଷ୍ଟି ହେବ। ଆମେ ଭାରତକୁ ଅପସେଟ କରିବାକୁ ପୂରା ଦମ ଲଗାଇବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story