ରାହୁଲଙ୍କୁ ଆଉଟ୍ କରି କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଲେ ଆଣ୍ଡରସନ୍

ନଟ୍ଟିଂହାମ୍: ଇଂଲଣ୍ଡର ସବୁଠାରୁ ଅଭିଜ୍ଞ ପେସ୍ ବୋଲର୍ ଜେମ୍ସ ଆଣ୍ଡରସନ୍ ଟେଷ୍ଟ କ୍ରିକେଟରେ ନୂଆ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ନେବାରେ ଆଣ୍ଡରସନ୍ ଭାରତର କିମ୍ବଦନ୍ତୀ ଲେଗ୍ ସ୍ପିନର ଅନୀଲ କୁମ୍ବଲେଙ୍କୁ ପଛରେ ପକାଇ ଦେଇଛନ୍ତି। ଆଣ୍ଡରସନ୍ ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କୁ ଆଉଟ୍ କରି ଏହି ବଡ଼ ଉପଲବ୍ଧି ନିଜ ନାଁରେ କରିଛନ୍ତି। କୁମ୍ବଲେ ୧୩୨ ଟେଷ୍ଟ ମ୍ୟାଚ୍ ଖେଳି ୬୧୯ ୱିକେଟ୍ ନେଇଛନ୍ତି। ହେଲେ ଆଣ୍ଡରସନ ରାହୁଲଙ୍କୁ […]

james-anderson

james-anderson

Ranjit Kumar Jena
  • Published: Friday, 06 August 2021
  • Updated: 06 August 2021, 08:52 PM IST

ନଟ୍ଟିଂହାମ୍: ଇଂଲଣ୍ଡର ସବୁଠାରୁ ଅଭିଜ୍ଞ ପେସ୍ ବୋଲର୍ ଜେମ୍ସ ଆଣ୍ଡରସନ୍ ଟେଷ୍ଟ କ୍ରିକେଟରେ ନୂଆ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ନେବାରେ ଆଣ୍ଡରସନ୍ ଭାରତର କିମ୍ବଦନ୍ତୀ ଲେଗ୍ ସ୍ପିନର ଅନୀଲ କୁମ୍ବଲେଙ୍କୁ ପଛରେ ପକାଇ ଦେଇଛନ୍ତି। ଆଣ୍ଡରସନ୍ ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କୁ ଆଉଟ୍ କରି ଏହି ବଡ଼ ଉପଲବ୍ଧି ନିଜ ନାଁରେ କରିଛନ୍ତି।

କୁମ୍ବଲେ ୧୩୨ ଟେଷ୍ଟ ମ୍ୟାଚ୍ ଖେଳି ୬୧୯ ୱିକେଟ୍ ନେଇଛନ୍ତି। ହେଲେ ଆଣ୍ଡରସନ ରାହୁଲଙ୍କୁ ଆଉଟ୍ କରି ଟେଷ୍ଟ କ୍ରିକେଟରେ ୬୨୦ ୱିକେଟ୍ ସହ ଦୁନିଆର ସର୍ବାଧିକ ୱିକେଟ୍ ଟେକର ବୋଲର ହୋଇଛନ୍ତି। ଆଣ୍ଡରସନ୍ ମ୍ୟାଚର ଦ୍ୱିତୀୟ ଦିବସରେ ଭାରତର ଚେତେଶ୍ୱର ପୂଜାରା ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଆଉଟ୍ କରି କୁମ୍ବଲେଙ୍କ ରେକର୍ଡ ସମକ୍ଷକ ହୋଇଥିଲେ।

https://twitter.com/englandcricket/status/1423638112459128837?s=20

କୁମ୍ବଲେଙ୍କ ତୁଳନାରେ ଆଣ୍ଡରସନ୍ ଅଧିକ ଟେଷ୍ଟ ମ୍ୟାଚ୍ ଖେଳି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ଆଣ୍ଡରସନ୍ ୧୬୩ ଟେଷ୍ଟ ମ୍ୟାଚରେ ୬୨୧ ୱିକେଟ୍ ନେଇଛନ୍ତି। ଟେଷ୍ଟ କ୍ରିକେଟରେ ପେସରଙ୍କ ମଧ୍ୟରେ ଆଣ୍ଡରସନ୍ ସର୍ବାଧିକ ୱିକେଟ୍ ଟେକର ବୋଲର। ତାଙ୍କ ପଛରେ ଅଛନ୍ତି ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକଗ୍ରା’, ଯିଏ ୫୬୩ ୱିକେଟ୍ ନେଇଛନ୍ତି।

ତେବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ନେବାର ରେକର୍ଡ ଶ୍ରୀଲଙ୍କାର ମୁଥିଆ ମୁରଲିଧରନଙ୍କ ନାଁରେ ରହିଛି। ମୁରଲୀଙ୍କ ନାଁରେ ଟେଷ୍ଟରେ ୮୦୦ ୱିକେଟ୍ ରହିଥିବା ବେଳେ ତାଙ୍କ ପଛକୁ ଅଛନ୍ତି ଶେନ୍ ୱାର୍ଣ୍ଣ, ଯିଏ ୭୦୮ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story