ରାଜସ୍ଥାନ ବିପକ୍ଷରେ ଟସ୍‌ ଜିତିଲା ମୁମ୍ବାଇ

ମୁମ୍ବାଇ: ଚଳିତ ଆଇପିଏଲର ୯ମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ। ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତିଛନ୍ତି। ଏଥିସହ ସେ ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି। ତାରକା ଖଚିତ ରାଜସ୍ଥାନ ତା’ର ପ୍ରଥମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଥିଲା। ତେବେ ମୁମ୍ବାଇ ଇଣ୍ଡିଆନ୍ସ ତା’ର ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ହାରିଥିଲା। ରାଜସ୍ଥାନର ସବୁ […]

Rohit-sharma

Rohit-sharma

Hemant Lenka
  • Published: Saturday, 02 April 2022
  • Updated: 02 April 2022, 03:13 PM IST

ମୁମ୍ବାଇ: ଚଳିତ ଆଇପିଏଲର ୯ମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ। ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତିଛନ୍ତି। ଏଥିସହ ସେ ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି।

ତାରକା ଖଚିତ ରାଜସ୍ଥାନ ତା’ର ପ୍ରଥମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଥିଲା। ତେବେ ମୁମ୍ବାଇ ଇଣ୍ଡିଆନ୍ସ ତା’ର ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ହାରିଥିଲା। ରାଜସ୍ଥାନର ସବୁ ବ୍ୟାଟର ଜବରଦସ୍ତ ଫର୍ମରେ ଅଛନ୍ତି। ଏପରି ସ୍ଥିତିରେ ମୁମ୍ବାଇ ପାଇଁ ମ୍ୟାଚ୍‌ ଜିତିବା ଆଦୌ ସହଜ ହେବନି।

ପ୍ରଥମ ମ୍ୟାଚ୍‌ ଭଳି ଆଜିର ମ୍ୟାଚ୍‌ରେ ମଧ୍ୟ ମୁମ୍ବାଇର ଷ୍ଟାର ବ୍ୟାଟର ସୂର୍ଯ୍ୟ କୁମାର ଯାଦବ ଖେଳୁ ନାହାନ୍ତି। ସେ ଆହତ ସମସ୍ୟାରୁ ଏଯାଏ ମୁକୁଳି ନାହାନ୍ତି। ତେଣୁ ଅନମୋଲପ୍ରୀତ ସିଂହଙ୍କୁ ମୁମ୍ବାଇ ଆଉ ଗୋଟିଏ ସୁଯୋଗ ଦେଇଛି। ଦିଲ୍ଲୀ ବିପକ୍ଷରେ ସେ ଖେଳିଥିଲେ ମଧ୍ୟ କୌଣସି ଜଲୱା ଦେଖାଇ ପାରି ନଥିଲେ।

ମୁମ୍ବାଇ ପ୍ରଥମ ମ୍ୟାଚ୍‌ ହାରିଥିଲେ ମଧ୍ୟ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ପୂର୍ବଭଳି ଦଳରେ ୪ ବିଦେଶୀ ଖେଳାଳି କାଏରନ ପୋଲାର୍ଡ, ଟିମ ଡାଭିଡ, ଡାନିଏଲ ସାମ୍ସ ଓ ଟାୟମଲ ମିଲ୍ସ ରହିଛନ୍ତି। ଏମାନଙ୍କ ବ୍ୟତୀତ ତିଲକ ବର୍ମା, ମୁରଗାନ ଅଶ୍ୱିନ, ଅନମୋଲପ୍ରୀତ ସିଂହ, ବିଶାଲ ଥାମ୍ପି, ଈଶାନ କିଶନ, ରୋହିତ ଶର୍ମା, ଓ ଯଶପ୍ରୀତ ବୁମ୍ରା ଅଛନ୍ତି।

ଅନ୍ୟପକ୍ଷରେ ରାଜସ୍ଥାନ ତା’ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ନାଥନ କୁଲ୍ଟରନାଇଲଙ୍କ ବଦଳରେ ନବଦୀପ ସୈନି ଆଜି ସୁଯୋଗ ପାଇଛନ୍ତି। ଏହାର ଅର୍ଥ ଆଜି ରାଜସ୍ଥାନ ୩ ବିଦେଶୀ ଖେଳାଳି ଓ ୮ ଭାରତୀୟ ଖେଳାଳିଙ୍କ ସହ ମୈଦାନକୁ ଓହ୍ଲାଇବ।

ଦଳରେ ଜୋଶ ବଟଲର, ଯଶ୍ୱସୀ ଜୈସୱାଲ, ସଞ୍ଜୁ ସାମସନ, ଦେବଦତ୍ତ ପାଡିକ୍କଲ, ଶିମରନ ହେଟମେୟର, ରିୟାନ ପରାଗ, ରବିଚନ୍ଦ୍ରନ ଅଶ୍ୱିନ, ୟୁଜବେନ୍ଦର ଚହଲ, ଟ୍ରେଣ୍ଟ ବୋଲ୍ଟ, ନବଦୀପ ସୈନି ଓ ପ୍ରସିଦ୍ଧ କ୍ରିଷ୍ଣା ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story