ଆଫଗାନିସ୍ତାନ ବିପକ୍ଷରେ ଟସ୍‌ ଜିତିଲା ପାକିସ୍ତାନ, ମ୍ୟାଚ୍ ଉପରେ ଭାରତର ନଜର

ଦୁବାଇ: ଏସିଆ କପ ସୁପର ୪ର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ପାକିସ୍ତାନ ଓ ଆଫଗାନିସ୍ତାନ। ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ଟସ୍‌ ହାରି ଯାଇଛନ୍ତି। ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍‌ ଉପରେ ଭାରତୀୟ ଫ୍ୟାନମାନଙ୍କ ନଜର ରହିଛି। କାରଣ କ୍ରମାଗତ ଦୁଇଟି ମ୍ୟାଚ୍‌ ହାରିଥିବା ଟିମ୍‌ ଇଣ୍ଡିଆର ଭାଗ୍ୟ ଏହି ମ୍ୟାଚ୍‌ ଉପରେ କିଛିଟା ନିର୍ଭର କରୁଛି। ଯଦି ପାକିସ୍ତାନ ଆଜିର […]

babar

babar

Hemant Lenka
  • Published: Wednesday, 07 September 2022
  • Updated: 07 September 2022, 07:18 PM IST

Sports

Latest News

ଦୁବାଇ: ଏସିଆ କପ ସୁପର ୪ର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ପାକିସ୍ତାନ ଓ ଆଫଗାନିସ୍ତାନ। ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ଟସ୍‌ ହାରି ଯାଇଛନ୍ତି। ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି।

ଏହି ମ୍ୟାଚ୍‌ ଉପରେ ଭାରତୀୟ ଫ୍ୟାନମାନଙ୍କ ନଜର ରହିଛି। କାରଣ କ୍ରମାଗତ ଦୁଇଟି ମ୍ୟାଚ୍‌ ହାରିଥିବା ଟିମ୍‌ ଇଣ୍ଡିଆର ଭାଗ୍ୟ ଏହି ମ୍ୟାଚ୍‌ ଉପରେ କିଛିଟା ନିର୍ଭର କରୁଛି। ଯଦି ପାକିସ୍ତାନ ଆଜିର ମ୍ୟାଚ୍‌ ହାରିଯାଏ, ତା’ହେଲେ ଭାରତ ପାଇଁ ଫାଇନାଲ ଖେଳିବାର ଆଶା କିଛିଟା ରହିବ। ଆସନ୍ତାକାଲି ଭାରତ ସୁପର ୪ରେ ଆଫଗାନିସ୍ତାନକୁ ଭେଟିବ।

ଏହି ମ୍ୟାଚ୍‌ ଜିତିବା ସହ ଦଳକୁ ଶୁକ୍ରବାର ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଶେଷ ମ୍ୟାଚର ରେଜଲ୍ଟକୁ ମଧ୍ୟ ଅପେକ୍ଷା କରିବାକୁ ପଡ଼ିବ। ଯଦି ଶ୍ରୀଲଙ୍କା କମାଲ କରି ପାକିସ୍ତାନକୁ ହରାଇ ଦିଏ, ତା’ହେଲେ ଫାଇନାଲରେ ଭାରତ ଓ ଶ୍ରୀଲଙ୍କା ଲଢ଼େଇ ଦେଖିବାକୁ ମିଳିବ। କିନ୍ତୁ ଆଜି ଯଦି ଆଫଗାନ ହାରି ଯାଉଛି, ତା’ହେଲେ ୨୦୧୪ ପରେ କୌଣସି ଏସିଆ କପରେ ଭାରତ ଫାଇନାଲ ଖେଳିବାରୁ ବଞ୍ଚିତ ହେବ। ତେଣୁ ଆଫଗାନ ବିଜୟ ଉପରେ ଭାରତର ଭାଗ୍ୟ ନିର୍ଭର କରୁଛି।

ପାକିସ୍ତାନ ତା’ର ପ୍ରଥମ ସୁପର ୪ ମୁକାବିଲାରେ ଭାରତକୁ ହରାଇଥିଲା। ତେଣୁ ଆଜି ଦଳ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଆଫଗାନିସ୍ତାନ ବଡ଼ ସ୍କୋର କରି ମଧ୍ୟ ନିଜର ପ୍ରଥମ ସୁପର ୪ ମ୍ୟାଚ୍‌ରେ ଶ୍ରୀଲଙ୍କା ଠାରୁ ପରାସ୍ତ ହୋଇଥିଲା। ଆଜି ଦଳ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଛି। ଦଳ ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ନବୀନ ଉଲହକ ଓ ସମିଉଲ୍ଲା ସିନୱାରୀ ଆଜିର ମ୍ୟାଚ୍ ଖେଳୁ ନାହାନ୍ତି। ଏମାନଙ୍କ ବଦଳରେ ଅଜମତୁଲ୍ଲା ଓମାରଜାଇ ଓ ଫରୀଦ ଅହମଦ ମଲିକ ସୁଯୋଗ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story