ରଶିଦ ଖାନ ଆଫଗାନ ଟି-୨୦ ଟିମର ନୂଆ ଅଧିନାୟକ

କାବୁଲ: ଷ୍ଟାର ସ୍ପିନର ରଶିଦ ଖାନଙ୍କୁ ମିଳିଛି ବଡ଼ ଦାୟିତ୍ୱ। ତାଙ୍କୁ ଗୁରୁବାର ଆଫଗାନ କ୍ରିକେଟ ବୋର୍ଡ ଦଳର ଟି-୨୦ କ୍ୟାପ୍ଟେନ ଭାବେ ନିଯୁକ୍ତି ଦେଇଛି। ସେ ମହମ୍ମଦ ନବିଙ୍କ ସ୍ଥାନରେ ଆଫଗାନ ଟି-୨୦ ଟିମର ଅଧିନାୟକ ହୋଇଛନ୍ତି। ୨୦୨୧ ଟି-୨୦ ବିଶ୍ୱକପ ପୂର୍ବରୁ ମଧ୍ୟ ୨୪ ବର୍ଷୀୟ ରଶିଦଙ୍କୁ ଆଫଗାନ ଟିମର କ୍ୟାପ୍ଟେନ କରାଯାଇଥିଲା। ହେଲେ ତାଙ୍କ ପରାମର୍ଶବିନା କ୍ରିକେଟ ବୋର୍ଡ ବିଶ୍ୱକପ ପାଇଁ ଖେଳାଳି ଚୟନ କରିଥିବାରୁ ସେ ଅଧିନାୟକ ପଦ ଛାଡ଼ି ଦେଇଥିଲେ। […]

Rashid-Khan

Rashid-Khan

Hemant Lenka
  • Published: Thursday, 29 December 2022
  • Updated: 29 December 2022, 07:46 PM IST

Sports

Latest News

କାବୁଲ: ଷ୍ଟାର ସ୍ପିନର ରଶିଦ ଖାନଙ୍କୁ ମିଳିଛି ବଡ଼ ଦାୟିତ୍ୱ। ତାଙ୍କୁ ଗୁରୁବାର ଆଫଗାନ କ୍ରିକେଟ ବୋର୍ଡ ଦଳର ଟି-୨୦ କ୍ୟାପ୍ଟେନ ଭାବେ ନିଯୁକ୍ତି ଦେଇଛି। ସେ ମହମ୍ମଦ ନବିଙ୍କ ସ୍ଥାନରେ ଆଫଗାନ ଟି-୨୦ ଟିମର ଅଧିନାୟକ ହୋଇଛନ୍ତି। ୨୦୨୧ ଟି-୨୦ ବିଶ୍ୱକପ ପୂର୍ବରୁ ମଧ୍ୟ ୨୪ ବର୍ଷୀୟ ରଶିଦଙ୍କୁ ଆଫଗାନ ଟିମର କ୍ୟାପ୍ଟେନ କରାଯାଇଥିଲା।

ହେଲେ ତାଙ୍କ ପରାମର୍ଶବିନା କ୍ରିକେଟ ବୋର୍ଡ ବିଶ୍ୱକପ ପାଇଁ ଖେଳାଳି ଚୟନ କରିଥିବାରୁ ସେ ଅଧିନାୟକ ପଦ ଛାଡ଼ି ଦେଇଥିଲେ। ସେବେଠାରୁ ମହମ୍ମଦ ନବି ଆଫଗାନିସ୍ତାନ ଟି-୨୦ ଟିମର ଅଧିନାୟକ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ୨୦୨୨ ଟି-୨୦ ବିଶ୍ୱକପ ପରେ ମହମ୍ମଦ ନବି ଅଧିନାୟକ ପଦ ଛାଡ଼ି ଦେଇଥିଲେ। ତେଣୁ ଏବେ ରଶିଦ ଖାନ ପୁଣିଥରେ କ୍ୟାପ୍ଟେନ ପଦ ପାଇଛନ୍ତି।

ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ଏମ ଅଶରଫ କହିଛନ୍ତି, “ଆଫଗାନିସ୍ତାନ କ୍ରିକେଟରେ ରଶିଦ ଖାନ ଜଣେ ବଡ଼ ଚେହେରା। ସେ ବିଶ୍ୱର ବିଭିନ୍ନ ଲିଗ୍‌ରେ ଖେଳି ବିପୁଳ ଅଭିଜ୍ଞତା ହାସଲ କରିଛନ୍ତି। ତେଣୁ ସେ ଜାତୀୟ ଦଳକୁ ଏହି ଟି-୨୦ ଫର୍ମାଟରେ ଆଉ ଏକ ସ୍ତରକୁ ନେଇ ପାରିବେ।

କ୍ରିକେଟର ୩ଟି ଯାକ ଫର୍ମାଟରେ ରଶିଦ ଖାନ ଆଫଗାନର ନେତୃତ୍ୱ ପୂର୍ବ ନେଇ ସାରିଛନ୍ତି। ଏବେ ସେ ପୁଣି ଟି-୨୦ ଟିମର ଅଧିନାୟକ ହୋଇଥିବାରୁ ଆମେ ବହୁତ ଖୁସି। ଆମେ ନିଶ୍ଚିତ ଯେ ସେ ଭଲ ଭାବେ ନେତୃତ୍ୱ ନେବେ ଓ ଦେଶ ପାଇଁ ଆହୁରି ସଫଳତା ଆଣିବେ।”

ରଶିଦ ଖାନ ଏଯାଏ ଆଫଗାନିସ୍ତାନ ପାଇଁ ୭୪ଟି ଟି-୨୦ ମ୍ୟାଚ୍‌ ଖେଳି ୧୨୨ ୱିକେଟ ଦଖଲ କରିଛନ୍ତି। ଟି-୨୦ରେ ସର୍ବାଧିକ ୱିକେଟ ଦଖଲକାରୀ ବୋଲରଙ୍କ ତାଲିକାରେ ରଶିଦ ୩ନଂରେ ରହିଛନ୍ତି। ତାଙ୍କ ଉପରେ ଟିମ ସାଉଦି(୧୩୪) ଓ ସାକିବ ଅଲ ହାସନ(୧୨୮) ରହିଛନ୍ତି।

ବିଶ୍ୱର ବିଭିନ୍ନ ପ୍ରାଞ୍ଚାଇଜ୍‌ ଲିଗ୍‌ରେ ମଧ୍ୟ ରଶିଦଙ୍କ ଦବଦବା ରହିଛି। ସେ ୧୫ଟି ଟିମ ପକ୍ଷରୁ ୩୬୧ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଏଥିସହ ରେକର୍ଡ ୪୯୧ ୱିକେଟ ଦଖଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story