ଆଇସିସି ଶ୍ରେଷ୍ଠ ଟି-୨୦ କ୍ରିକେଟର: ପୁରସ୍କାର ଦୌଡ଼ରେ ଭାରତର ସୂର୍ଯ୍ୟ କୁମାର

ନୂଆଦିଲ୍ଲୀ: ନିଜର ଦୁର୍ଦ୍ଦଶ ବ୍ୟାଟିଂ ପାଇଁ ପୂରା ବିଶ୍ୱରେ ଚହଳ ସୃଷ୍ଟି କରିଥିବା ଟିମ ଇଣ୍ଡିଆର ବ୍ୟାଟର ସୂର୍ଯ୍ୟ କୁମାର ଯାଦବଙ୍କୁ ବଡ଼ ସଫଳତା ମିଳିଛି। ସେ ଏକମାତ୍ର ଭାରତୀୟ ଭାବେ ‌ଆଇସିସିର ଶ୍ରେଷ୍ଠ ଟି-୨୦ କ୍ରିକେଟର ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ଏହି ପୁରସ୍କାର ଦୌଡ଼ରେ ସୂର୍ଯ୍ୟ କୁମାରଙ୍କ ବ୍ୟତୀତ ଜିମ୍ବାୱେର ଶିକନ୍ଦର ରାଜା, ଇଂଲଣ୍ଡର ସାମ କୁରାନ ଓ ପାକିସ୍ତାନର ମହମ୍ମଦ ରିଜୱାନ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କୁ ଆଇସିସି ପକ୍ଷରୁ ଚଳିତ ବର୍ଷର […]

sky

sky

Hemant Lenka
  • Published: Thursday, 29 December 2022
  • Updated: 29 December 2022, 09:59 PM IST

Sports

Latest News

ନୂଆଦିଲ୍ଲୀ: ନିଜର ଦୁର୍ଦ୍ଦଶ ବ୍ୟାଟିଂ ପାଇଁ ପୂରା ବିଶ୍ୱରେ ଚହଳ ସୃଷ୍ଟି କରିଥିବା ଟିମ ଇଣ୍ଡିଆର ବ୍ୟାଟର ସୂର୍ଯ୍ୟ କୁମାର ଯାଦବଙ୍କୁ ବଡ଼ ସଫଳତା ମିଳିଛି। ସେ ଏକମାତ୍ର ଭାରତୀୟ ଭାବେ ‌ଆଇସିସିର ଶ୍ରେଷ୍ଠ ଟି-୨୦ କ୍ରିକେଟର ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି।

ଏହି ପୁରସ୍କାର ଦୌଡ଼ରେ ସୂର୍ଯ୍ୟ କୁମାରଙ୍କ ବ୍ୟତୀତ ଜିମ୍ବାୱେର ଶିକନ୍ଦର ରାଜା, ଇଂଲଣ୍ଡର ସାମ କୁରାନ ଓ ପାକିସ୍ତାନର ମହମ୍ମଦ ରିଜୱାନ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କୁ ଆଇସିସି ପକ୍ଷରୁ ଚଳିତ ବର୍ଷର ଶ୍ରେଷ୍ଠ ଟି-୨୦ କ୍ରିକେଟର ସମ୍ମାନ ମିଳିବ।

୨୦୨୨ ସୂର୍ଯ୍ୟ କୁମାରଙ୍କ ପାଇଁ ବେଶ ଚମତ୍କାର ରହିଥିଲା। ସେ ଏବର୍ଷ ମୋଟ ୧୧୬୪ ରନ କରିଛନ୍ତି। ବର୍ଷକ ମଧ୍ୟରେ ଏତେ ରନ କରିବାରେ ସେ ବିଶ୍ୱର ୧ନଂ ବ୍ୟାଟର। ବିରାଟ କୋହଲିଙ୍କ ପାଇଁ ମଧ୍ୟ ଚଳିତ ବର୍ଷ (ଟି-୨୦ ଫର୍ମାଟ) ଭଲ ରହିଥିଲା। କିନ୍ତୁ ସୂର୍ଯ୍ୟଙ୍କ ମୋଟ ରନ ତୁଳନାରେ ସେ ଯଥେଷ୍ଟ ପଛରେ ରହିଛନ୍ତି। ସେ ୨୦୨୨ରେ ମୋଟ ୭୮୧ ରନ କରିଛନ୍ତି। ସୂର୍ଯ୍ୟ କୁମାର ଯାଦବ ଚଳିତ ବର୍ଷ ଟି-୨୦ରେ ୬୮ଟି ଛକା ମାରିଛନ୍ତି। ଏଥିସହ ୨ଟି ଶତକ ଓ ୯ଟି ଅର୍ଦ୍ଧଶତକ ତାଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ଟି-୨୦ ବିଶ୍ୱକପ ଫାଇନାଲରେ ମ୍ୟାନ ଅଫ ଦି ମ୍ୟାଚ୍‌ ସହ ସିରିଜ ହାତେଇଥିବା ଇଂଲଣ୍ତର ସାମ କୁରାନ ମଧ୍ୟ ପୁରସ୍କାର ଦୌଡ଼ରେ ରହିଛନ୍ତି। ଶିକନ୍ଦର ରାଜାଙ୍କ ପାଇଁ ଚଳିତ ବିଶ୍ୱକପ ବେଶ ଭଲ ସାବ୍ୟସ୍ତ ହୋଇଥିଲା। ଚଳିତ ବର୍ଷ ସେ ୨୪ଟି ମ୍ୟାଚ୍‌ରେ ୭୩୫ ରନ କରିବା ସହ ୨୫ଟି ୱିକେଟ ଦଖଲ କରିଛନ୍ତି।

ଏହି ୩ ଖେଳାଳିଙ୍କ ବ୍ୟତୀତ ପାକିସ୍ତାନର ମହମ୍ମଦ ରିଜୱାନ ମଧ୍ୟ ଆଇସିସିର ଶ୍ରେଷ୍ଠ ଟି-୨୦ କ୍ରିକେଟର ପୁରସ୍କାର ପାଇପାରନ୍ତି। ସେ ଚଳିତ ବର୍ଷ ମୋଟ ୨୫ଟି ମ୍ୟାଚ୍‌ ଖେଳି ୯୬୦ ରନ କରିଛନ୍ତି। ୨୦୨୧ରେ ସେ ଆଇସିସିର ଶ୍ରେଷ୍ଠ ଟି-୨୦ କ୍ରିକେଟର ପୁରସ୍କାର ଜିତିଥିଲେ। ଏଥର ମଧ୍ୟ ସେ ପୁରସ୍କାର ପାଇବା ଦୌଡ଼ରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story