ଆଶ୍ଚର୍ଯ୍ୟ! ଗୋଟିଏ ଦିନରେ ତିନି ବୋଲରଙ୍କୁ ହ୍ୟାଟ୍ରିକ୍

ନୂଆଦିଲ୍ଲୀ: କ୍ରିକେଟ୍ ମଇଦାନରେ ଏମିତି କିଛି ନା କିଛି ଘଟଣା ଘଟିଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ ଚକିତ କରିଦେଇଥାଏ । ଏଭଳି ଏକ ଘଟଣା ଟି-୨୦ ବ୍ଲାଷ୍ଟ ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିଛି, ଯେଉଁଥିରେ ଗୋଟିଏ ଦିନରେ ହିଁ ଜଣେ ନୁହେଁ ତିନି ବୋଲର ହ୍ୟାଟ୍ରିକ୍ ୱିକେଟ୍ ନେଇ କମାଲ୍ କରିଛନ୍ତି । ଟି-୨୦ ବ୍ଲାଷ୍ଟରେ ଜୁଲାଇ ୨ ତାରିଖରେ କେଣ୍ଟ ଓ ସରେ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଆଡାମ୍ ମିଲନେ ହ୍ୟାଟ୍ରିକ୍ ୱିକେଟ୍ ନେଇ ଧମାକା କରିଛନ୍ତି […]

hatrik

hatrik

Ranjit Kumar Jena
  • Published: Saturday, 03 July 2021
  • Updated: 03 July 2021, 07:57 PM IST

Sports

Latest News

ନୂଆଦିଲ୍ଲୀ: କ୍ରିକେଟ୍ ମଇଦାନରେ ଏମିତି କିଛି ନା କିଛି ଘଟଣା ଘଟିଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ ଚକିତ କରିଦେଇଥାଏ । ଏଭଳି ଏକ ଘଟଣା ଟି-୨୦ ବ୍ଲାଷ୍ଟ ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିଛି, ଯେଉଁଥିରେ ଗୋଟିଏ ଦିନରେ ହିଁ ଜଣେ ନୁହେଁ ତିନି ବୋଲର ହ୍ୟାଟ୍ରିକ୍ ୱିକେଟ୍ ନେଇ କମାଲ୍ କରିଛନ୍ତି ।

ଟି-୨୦ ବ୍ଲାଷ୍ଟରେ ଜୁଲାଇ ୨ ତାରିଖରେ କେଣ୍ଟ ଓ ସରେ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଆଡାମ୍ ମିଲନେ ହ୍ୟାଟ୍ରିକ୍ ୱିକେଟ୍ ନେଇ ଧମାକା କରିଛନ୍ତି । କେଣ୍ଟ ପକ୍ଷରୁ ପକ୍ଷରୁ ଖେଳୁଥିବା ମିଲନେ ହ୍ୟାଟ୍ରିକ୍ ନେବାରେ ସଫଳ ହୋଇଛନ୍ତି । କେଣ୍ଟକୁ ଶେଷ ଓଭରରେ ୧୮ ରନ୍ ଡିଫେଣ୍ଡ୍ କରିବାର ଥିଲା । ମିଲନେ ଓଭରର ଶେଷ ତିନୋଟି ବଲରେ ୩ଟି ୱିକେଟ୍ ନେଇ ନିଜ ଟିମକୁ ଜିତାଇଥିଲେ।

ଏହାବ୍ୟତୀତ ନ୍ୟୁଜିଲ୍ୟାଣ୍ଡର ଆଉଜଣେ ଷ୍ଟାର୍ ବୋଲର ଲକି ଫର୍ଗ୍ୟୁସନ୍ ଜୁଲାଇ ୨ ତାରିଖରେ ୟର୍କଶାୟର୍ ଓ ଲାଙ୍କାଶାୟର୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ହ୍ୟାଟ୍ରିକ୍ ସଫଳତା ଅର୍ଜନ କରିଛନ୍ତି । ୟର୍କଶାୟର୍ ପକ୍ଷରୁ ଖେଳୁଥିବା ଫର୍ଗ୍ୟୁସନଙ୍କ ହ୍ୟାଟ୍ରିକ୍ ସଫଳତା ସହ ନିଜ ଟିମକୁ ୯ ରନରେ ବିଜୟୀ କରାଇଛନ୍ତି ।

https://twitter.com/VitalityBlast/status/1411063416102428676?s=20

ଫର୍ଗ୍ୟୁସନ ମଧ୍ୟ ଶେଷ ଓଭର ବୋଲିଂ କରିଥିଲେ ଏବଂ ନିଜ ଟିମ୍ ପାଇଁ ୨୦ ରନ୍ ଡିଫେଣ୍ଡ କରିବାରେ ସଫଳ ହୋଇଥିଲେ । ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ଯେ ଫର୍ଗ୍ୟୁସନ୍ ମଧ୍ୟ ଶେଷ ତିନି ବଲରେ ୩ ୱିକେଟ୍ ନେଇ ମ୍ୟାଚର ବାଜି ପଲଟାଇ ଦେଇ ଥିଲେ । ଏହି ଦୁଇ ନ୍ୟୁଜିଲ୍ୟାଣ୍ଡ ବୋଲରଙ୍କ ବ୍ୟତୀତ ଇଂଲଣ୍ଡର ବ୍ଲେକ୍ କୁଲେନ୍ ମଧ୍ୟ ଟି-୨୦ ବ୍ଲାଷ୍ଟରେ ସମରସେଟ୍ ବିପକ୍ଷରେ ହ୍ୟାଟ୍ରିକ୍ ନେଇ କମାଲ୍ କରି ଦେଇଛନ୍ତି ।

ଟି-୨୦ ବ୍ଲାଷ୍ଟର ଟୁଇଟରେ ତିନି ବୋଲରଙ୍କ ଦ୍ୱାରା ନିଆଯାଇଥିବା ହ୍ୟାଟ୍ରିକ୍ ଭିଡିଓ ଶେଆର୍ କରାଯାଇଛି । ବ୍ଲେକ ମିଡଲସେକ୍ସ ପକ୍ଷରୁ ଖେଳି ସମରସେଟ୍ ବିପକ୍ଷରେ ହ୍ୟାଟ୍ରିକ୍ ୱିକେଟ୍ ନେଇ ଫ୍ୟାନଙ୍କୁ ଖୁସ୍ କରିଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story