ଟି-୨୦ରେ ଅଘଟଣ: ଲାଇଭ ମ୍ୟାଚ୍‌ରେ ଅଚେତ ହୋଇଗଲେ ଦୁଇ ଇଣ୍ଡିଜ୍‌ ଖେଳାଳି

ଆଣ୍ଟିଗୁଆ: ମ୍ୟାଚ୍‌ ଚାଲିଥିବା ବେଳେ ଘଟିଛି ବଡ଼ ଅଘଟଣ। ପାକିସ୍ତାନ ବିପକ୍ଷରେ ଟି-୨୦ ସିରିଜର ଗୋଟିଏ ମ୍ୟାଚ୍‌ ଖେଳୁଥିବା ବେଳେ ପଡ଼ିଆ ମଧ୍ୟରେ ହଠାତ୍‌ ଅଚେତ ହୋଇଯାଇଛନ୍ତି ୱେଷ୍ଟଇଣ୍ଡିଜର ଦୁଇ ଜଣ ମହିଳା କ୍ରିକେଟର। ଏହା ଦେଖି ସମସ୍ତେ ସ୍ତବ୍ଧ ହେବା ସହ ଉଭୟଙ୍କୁ ଷ୍ଟ୍ରେଚରରେ ଡାକ୍ତରଖାନା ନେବାକୁ ପଡ଼ିଛି। ୱେଷ୍ଟଇଣ୍ଡିଜ୍ ମହିଳା ବୋର୍ଡ ଉଭୟ ଖେଳାଳିଙ୍କ ଅବସ୍ଥା ସ୍ଥିର ରହିଥିବା କହିଛି। ଆଣ୍ଟିଗୁଆରେ ୱେଷ୍ଟଇଣ୍ଡିଜ୍ ଓ ପାକିସ୍ତାନ ମହିଳା ଦଳ ମଧ୍ୟରେ ଟି-୨୦ ସିରିଜର ଦ୍ୱିତୀୟ […]

Indies

Indies

Hemant Lenka
  • Published: Saturday, 03 July 2021
  • Updated: 03 July 2021, 04:45 PM IST

Sports

Latest News

ଆଣ୍ଟିଗୁଆ: ମ୍ୟାଚ୍‌ ଚାଲିଥିବା ବେଳେ ଘଟିଛି ବଡ଼ ଅଘଟଣ। ପାକିସ୍ତାନ ବିପକ୍ଷରେ ଟି-୨୦ ସିରିଜର ଗୋଟିଏ ମ୍ୟାଚ୍‌ ଖେଳୁଥିବା ବେଳେ ପଡ଼ିଆ ମଧ୍ୟରେ ହଠାତ୍‌ ଅଚେତ ହୋଇଯାଇଛନ୍ତି ୱେଷ୍ଟଇଣ୍ଡିଜର ଦୁଇ ଜଣ ମହିଳା କ୍ରିକେଟର। ଏହା ଦେଖି ସମସ୍ତେ ସ୍ତବ୍ଧ ହେବା ସହ ଉଭୟଙ୍କୁ ଷ୍ଟ୍ରେଚରରେ ଡାକ୍ତରଖାନା ନେବାକୁ ପଡ଼ିଛି।

ୱେଷ୍ଟଇଣ୍ଡିଜ୍ ମହିଳା ବୋର୍ଡ ଉଭୟ ଖେଳାଳିଙ୍କ ଅବସ୍ଥା ସ୍ଥିର ରହିଥିବା କହିଛି। ଆଣ୍ଟିଗୁଆରେ ୱେଷ୍ଟଇଣ୍ଡିଜ୍ ଓ ପାକିସ୍ତାନ ମହିଳା ଦଳ ମଧ୍ୟରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯାଉଥିଲା। ପାକିସ୍ତାନର ବ୍ୟାଟିଂ ସମୟରେ ୱେଷ୍ଟଇଣ୍ଡିଜର ଦୁଇ ଖେଳାଳି ହଠାତ୍ ଫିଲ୍ଡିଂ କରିଥିବା ବେଳେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ।

ଦୁଇ ଖେଳାଳି ହେଲେ ଚିନଲ୍ଲେ ହେନରୀ ଓ ଚେଡିଆନ୍ ନେସନ୍। ୧୦ ମିନିଟ୍‌ ମଧ୍ୟରେ ଦୁଇ ଜଣ ଖେଳାଳିଙ୍କ ସହ ଏଭଳି ଘଟଣା ଘଟିବାରୁ ଅନ୍ୟମାନେ ଭୟଭୀତ ହୋଇପଡ଼ିଥିଲେ।

ହେନରୀ ପାକିସ୍ତାନ ବ୍ୟାଟିଂର ୪ର୍ଥ ଓଭରରେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ଏହାପରେ ଅନ୍ୟ ଖେଳାଳି ଓ ଫିଜିଓ ତାଙ୍କର ଚେକଅପ କରିବା ପରେ ଷ୍ଟ୍ରେଚର ଆସିଥିଲା। ତାଙ୍କୁ ତୁରନ୍ତ ଏଥିରେ ପଡ଼ିଆ ବାହାରକୁ ନିଆଯାଇଥିଲା। ଏହାର କିଛି ସମୟରେ ନେସନଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା। ଉଭୟ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଇଣ୍ଡିଜ ମହିଳା ବୋର୍ଡ ପକ୍ଷରୁ କୁହାଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଉଭୟ ଖେଳାଳି ଫିଲ୍ଡିଂ ପୂର୍ବରୁ ବ୍ୟାଟିଂ କରିଥିଲେ। ନେସର ୩୩ ବଲରେ ୨୮ ଓ ହେନରୀ ୨ ରନ୍‌ରେ ଅପରାଜିତ ରହିଥିଲେ। ୱେଷ୍ଟଇଣ୍ଡିଜ୍ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୨୫ ରନ୍ କରିଥିଲା।

ଅଘଟଣ ଓ ବର୍ଷା ଯୋଗୁ ମ୍ୟାଚ୍‌ରେ ବାଧା ସୃଷ୍ଟି ହେବାରୁ ଶେଷରେ ପାକିସ୍ତାନ ଡିଏଲ ମେଥଡ ଅନୁଯାୟୀ ୭ ରନ୍‌ରେ ମ୍ୟାଚ୍‌ ହାରି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story