ବର୍ଷା ଧୋଇ ଦେଲା ଚତୁର୍ଥ ଦିନର ଖେଳ

ସାଉଥାମ୍ପଟନ୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ରୋଜ୍ ବାଉଲରେ ଚାଲିଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲର ଚତୁର୍ଥ ଦିବସ ଖେଳକୁ ବର୍ଷା ଧୋଇ ଦେଇଛି। ବର୍ଷା ଯୋଗୁ ଚତୁର୍ଥ ଦିନରେ ଗୋଟିଏ ବି ବଲ୍ ପଡ଼ି ପାରିନାହିଁ। ଏହା ପୂର୍ବରୁ ପ୍ରଥମ ଦିନର ଖେଳ ମଧ୍ୟ ବର୍ଷା ଯୋଗୁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲା। ତେବେ ବର୍ଷା ଯୋଗୁ ପୂରା ଦୁଇ ଦିନ ଧୋଇ ହୋଇଯିବା କ୍ରିକେଟ୍ ଫ୍ୟାନଙ୍କୁ ନିରାଶ କରିଛି। ଏବେ ଲାଗୁଛି ଫାଇନାଲ୍ ମୁକାବିଲା […]

ind-vs-nz

ind-vs-nz

Ranjit Kumar Jena
  • Published: Monday, 21 June 2021
  • Updated: 21 June 2021, 09:11 PM IST

Sports

Latest News

ସାଉଥାମ୍ପଟନ୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ରୋଜ୍ ବାଉଲରେ ଚାଲିଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲର ଚତୁର୍ଥ ଦିବସ ଖେଳକୁ ବର୍ଷା ଧୋଇ ଦେଇଛି। ବର୍ଷା ଯୋଗୁ ଚତୁର୍ଥ ଦିନରେ ଗୋଟିଏ ବି ବଲ୍ ପଡ଼ି ପାରିନାହିଁ। ଏହା ପୂର୍ବରୁ ପ୍ରଥମ ଦିନର ଖେଳ ମଧ୍ୟ ବର୍ଷା ଯୋଗୁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲା। ତେବେ ବର୍ଷା ଯୋଗୁ ପୂରା ଦୁଇ ଦିନ ଧୋଇ ହୋଇଯିବା କ୍ରିକେଟ୍ ଫ୍ୟାନଙ୍କୁ ନିରାଶ କରିଛି।

ଏବେ ଲାଗୁଛି ଫାଇନାଲ୍ ମୁକାବିଲା ପାଇଁ ରିଜର୍ଭ ଡେ'ର ବ୍ୟବହାର କରାଯିବ ଅର୍ଥାତ୍ ମ୍ୟାଚ୍ ଷଷ୍ଠ ଦିନରେ ଖେଳାଯିବ। ସାଉଥାମ୍ପଟନରେ ଚତୁର୍ଥ ଦିନରେ ବର୍ଷା ଲଗାତର ଜାରି ରହିଥିଲା ଏବଂ ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭ଟା ବେଳେ ଅଫିସିଆଲ୍ସ ଦିବସର ଖେଳକୁ ବାତିଲ୍ କରିବାକୁ ନିଷ୍ପତ୍ତି ନେଲେ।

https://twitter.com/BCCI/status/1406974451657449477?s=20

ପ୍ରବଳ ବର୍ଷା ଯୋଗୁ ପ୍ରଥମ ଦିବସରେ ଟସ୍ ପଡ଼ିପାରିନଥିଲା। ଦ୍ୱିତୀୟ ଦିବସ ଓ ତୃତୀୟରେ ଖେଳ ହୋଇଥିଲା, କିନ୍ତୁ ଖରାପ ଆଲୋକ କାରଣରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଦିନର ଖେଳ ଶେଷ କରିବାକୁ ପଡ଼ିଥିଲା। ଏପର୍ଯ୍ୟନ୍ତ ୪ ଦିନରେ ମୋଟ ୧୪୧.୧ ଓଭର ଖେଳ ସମ୍ଭବ ହୋଇଛି।

୧୮ ଜୁନରେ ଆରମ୍ଭ ହୋଇଥିବା ମୁକାବିଲାର ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ୍ ୨ ୱିକେଟ୍ ହରାଇ ୧୦୧ ରନ୍ କରିଥିଲା। କେନ୍ ୱିଲିୟମସନ୍ ୧୨ ଓ ରସ୍ ଟେଲର୍ ବିନା କୌଣସି ରନ୍ କରି ଅପରାଜିତ ରହିଛନ୍ତି। ଏହା ପୂର୍ବରୁ ଭାରତୀୟ ଟିମ୍ କିୱି ବୋଲରଙ୍କୁ ସାମ୍ନା କରିନପାରି ପ୍ରଥମ ଇନିଂସରେ ୨୧୭ ରନରେ ଅଲଆଉଟ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story