ଈଶାନ୍ତ ଶର୍ମାଙ୍କ ସହ ୨୯ ଖେଳାଳିଙ୍କୁ ମିଳିବ ଅର୍ଜୁନ ପୁରସ୍କାର!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଅଭିଜ୍ଞ ପେସ୍ ବୋଲର ଈଶାନ୍ତ ଶର୍ମାଙ୍କ ସମେତ ୨୯ ଜଣ ଖେଳାଳିଙ୍କ ନାଁ ଚଳିତ ବର୍ଷ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି। ମଙ୍ଗଳବାର କ୍ରୀଡ଼ା ମନ୍ତ୍ରାଳୟର ପୁରସ୍କାର ଚୟନ କମିଟି ଏହି ଖେଳାଳିମାନଙ୍କ ନାଁ ସୁପାରିସ୍ କରିଛି। ଏମାନଙ୍କୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ମିଳିବା ଏକ ପ୍ରକାର ନିଶ୍ଚିତ। କେବଳ କ୍ରୀଡ଼ା ମନ୍ତ୍ରଣାଳୟର ବିଧିବଦ୍ଧ ଅନୁମୋଦନକୁ ଅପେକ୍ଷା କରାଯାଇଛି। ଈଶାନ୍ତଙ୍କ ବ୍ୟତୀତ ପୁରୁଷ ରିକର୍ଭ ତୀରନ୍ଦାଜ ଅତନୁ […]

fs

fs

Hemant Lenka
  • Published: Tuesday, 18 August 2020
  • Updated: 21 August 2020, 05:33 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଅଭିଜ୍ଞ ପେସ୍ ବୋଲର ଈଶାନ୍ତ ଶର୍ମାଙ୍କ ସମେତ ୨୯ ଜଣ ଖେଳାଳିଙ୍କ ନାଁ ଚଳିତ ବର୍ଷ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରାଯାଇଛି। ମଙ୍ଗଳବାର କ୍ରୀଡ଼ା ମନ୍ତ୍ରାଳୟର ପୁରସ୍କାର ଚୟନ କମିଟି ଏହି ଖେଳାଳିମାନଙ୍କ ନାଁ ସୁପାରିସ୍ କରିଛି। ଏମାନଙ୍କୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ମିଳିବା ଏକ ପ୍ରକାର ନିଶ୍ଚିତ। କେବଳ କ୍ରୀଡ଼ା ମନ୍ତ୍ରଣାଳୟର ବିଧିବଦ୍ଧ ଅନୁମୋଦନକୁ ଅପେକ୍ଷା କରାଯାଇଛି।

ଈଶାନ୍ତଙ୍କ ବ୍ୟତୀତ ପୁରୁଷ ରିକର୍ଭ ତୀରନ୍ଦାଜ ଅତନୁ ଦାସ, ମହିଳା ହକି ଖେଳାଳି ଦୀପିକା ଠାକୁର, କ୍ରିକେଟର୍ ଦୀପକ ହୁଡ୍ଡା ଓ ଟେନିସ୍ ଷ୍ଟାର୍ ଦିବିଜ ଶରନଙ୍କ ନାଁ ମଧ୍ୟ ଏହି ସମ୍ମାନଜନକ ପୁରସ୍କାର ପାଇଁ ସୁପାରିସ କରାଯାଇଛି।

୩୧ ବର୍ଷୀୟ ଈଶାନ୍ତ ଶର୍ମା ଭାରତ ପକ୍ଷରୁ ୯୭ ଟେଷ୍ଟ ଓ ୮୦ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଦିନିକିଆରେ ସେ ୧୧୫ଟି ୱିକେଟ ନେଇଥିବା ବେଳ ଟେଷ୍ଟରେ ୨୯୭ଟି ୱିକେଟ ଦଖଲ କରିଛନ୍ତି।

ସେହିପରି ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ରେସଲର୍ ସାକ୍ଷୀ ମଲିକ୍ ଓ ଭାରଉତ୍ତୋଳନକାରୀ ମୀରାବାଈ ଚାନୁଙ୍କ ନାଁ ମଧ୍ୟ କମିଟି ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍ କରିଛି। କିନ୍ତୁ ଏହା ଉପରେ ଅନ୍ତିମ ନିଷ୍ପତ୍ତି କ୍ରୀଡ଼ା ମନ୍ତ୍ରୀ କିରନ୍ ରିଜିଜୁଙ୍କ ଉପରେ ଛଡ଼ା ଯାଇଛି, କାରଣ ଏହି ଦୁଇ ମହିଳା ଖେଳାଳିଙ୍କୁ ପୂର୍ବରୁ ହିଁ 'ଖେଳ ରତ୍ନ' ମିଳିସାରିଛି।

ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ସାକ୍ଷୀଙ୍କୁ ୨୦୧୬ରେ ଏହି ପୁରସ୍କାର ମିଳିଥିବା ବେଳେ ୨୦୧୮ରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସହ ମୀରାବାଈ ଚାନୁ ଖେଳ ରତ୍ନ ମିଳିଥିଲା।

ଏହା ପୂର୍ବରୁ ଈଶାନ୍ତଙ୍କ ସାଥୀ ଖେଳାଳି ରୋହିତ୍ ଶର୍ମା ନାଁ 'ଖେଳ ରତ୍ନ' ପାଇଁ ସୁପାରିସ୍ କରାଯାଇଛି। ରୋହିତଙ୍କ ବ୍ୟତୀତ ଆଉ ତିନିଜଣ କ୍ରୀଡ଼ାବିତ୍ ଯଥା ରେସଲର୍ ଭିନେଶ ଫୋଗଟ୍, ଟେବୁଲ୍ ଟେନିସ୍ ତାରକା ମନିକା ବାତ୍ରା ଏବଂ ପାରାଅଲିମ୍ପିୟାନ୍ ମରିୟାପ୍ପନ ଥାଙ୍ଗାଭେଲୁଙ୍କ ନାଁ ମଧ୍ୟ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇଁ ସୁପାରିସ୍ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story