ୱାର୍ଣ୍ଣରଙ୍କ ଫିଟନେସକୁ ନେଇ ଅଷ୍ଟ୍ରେଲିଆ ଚିନ୍ତିତ

ଲଣ୍ଡନ: ଆସନ୍ତାକାଲି ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣରଙ୍କ ଆହତ ସମସ୍ୟା ଅଷ୍ଟ୍ରେଲିଆ କ୍ରିକେଟ୍ ଟିମର ଚିନ୍ତା ବଢ଼ାଇ ଦେଇଛନ୍ତି। ବାମହାତୀ ଏହି ବ୍ୟାଟ୍ସମ୍ୟାନଙ୍କ ପାଦରେ ଆଘାତ ଲାଗିଛି, ଯେଉଁ କାରଣରୁ ଗୁରୁବାର ସେ ନିଜର ଫିଟନେସ୍ ଟେଷ୍ଟ ଦେଇଛନ୍ତି। ଆହତ ଯୋଗୁ ୩୨ ବର୍ଷୀୟ ୱାର୍ଣ୍ଣର ଶ୍ରୀଲଙ୍କା ବିପକ୍ଷ ଅଭ୍ୟାସ ମ୍ୟାଚ୍ ଖେଳିନଥିଲେ। ଏହାଛଡ଼ା ସେ ବୁଧବାର ଅଭ୍ୟାସ ସେସନରେ ମଧ୍ୟ ଭାଗ ନେଇନଥିଲେ। ତେବେ ଶନିବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ […]

warner

warner

Hemant Lenka
  • Published: Friday, 31 May 2019
  • Updated: 31 May 2019, 04:43 PM IST

Sports

Latest News

ଲଣ୍ଡନ: ଆସନ୍ତାକାଲି ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣରଙ୍କ ଆହତ ସମସ୍ୟା ଅଷ୍ଟ୍ରେଲିଆ କ୍ରିକେଟ୍ ଟିମର ଚିନ୍ତା ବଢ଼ାଇ ଦେଇଛନ୍ତି। ବାମହାତୀ ଏହି ବ୍ୟାଟ୍ସମ୍ୟାନଙ୍କ ପାଦରେ ଆଘାତ ଲାଗିଛି, ଯେଉଁ କାରଣରୁ ଗୁରୁବାର ସେ ନିଜର ଫିଟନେସ୍ ଟେଷ୍ଟ ଦେଇଛନ୍ତି।

ଆହତ ଯୋଗୁ ୩୨ ବର୍ଷୀୟ ୱାର୍ଣ୍ଣର ଶ୍ରୀଲଙ୍କା ବିପକ୍ଷ ଅଭ୍ୟାସ ମ୍ୟାଚ୍ ଖେଳିନଥିଲେ। ଏହାଛଡ଼ା ସେ ବୁଧବାର ଅଭ୍ୟାସ ସେସନରେ ମଧ୍ୟ ଭାଗ ନେଇନଥିଲେ। ତେବେ ଶନିବାର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ପାଇଁ ୱାର୍ଣ୍ଣର ଅଷ୍ଟ୍ରେଲିଆ ଟିମକୁ ଫେରିବାକୁ ଚାହାନ୍ତି।

ବଲ ଟ୍ୟାମ୍ପରିଂ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ବର୍ଷକ ପାଇଁ କ୍ରିକେଟରୁ ବାସନ୍ଦ ହୋଇଥିବା ୱାର୍ଣ୍ଣର ଗତମାସରେ ଜାତୀୟ ଦଳକୁ ଫେରିଥିଲେ। ଗତ ବିଶ୍ୱକପରେ ତାଙ୍କ ପ୍ରଦର୍ଶନ ମଧ୍ୟ ପ୍ରଶଂସନୀୟ ରହିଥିଲା, ଯେଉଁଥିରେ ସେ ୪୯.୨୮ ହାରରେ ୩୪୫ ରନ୍ କରିଥିଲେ।

ତାଙ୍କ ଫିଟନେସକୁ ନେଇ ଟିମ୍ ମୁଖ୍ୟ କୋଚ୍ ଜଷ୍ଟିନ୍ ଲାଙ୍ଗର କହିଛନ୍ତି, ୱାର୍ଣ୍ଣର ଖେଳିବାକୁ ଚାହାନ୍ତି। କିନ୍ତୁ ତାଙ୍କ ଆହତ ସମସ୍ୟା ଆମକୁ ଚିନ୍ତାରେ ପକାଇ ଦେଇଛି। ଆମେ ଶନିବାର ସକାଳେ ୱାର୍ଣ୍ଣରଙ୍କ ଖେଳିବା ନେଇ କୌଣସି ନିଷ୍ପତ୍ତି ନେବୁ ବୋଲି ଲାଙ୍ଗର କହିଛନ୍ତି। ଯଦି ୱାର୍ଣ୍ଣର ଫିଟ୍ ନହୁଅନ୍ତି, ତାହେଲେ ତାଙ୍କ ସ୍ଥାନରେ ଉସମାନ୍ ଖୱାଜା ଅଧିନାୟକ ଆରୋନ୍ ଫିଞ୍ଚଙ୍କ ସହ ଓପନ୍ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story