ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ବାଂଲାଦେଶର ପରାଜୟ ପାଇଁ ନିଜକୁ ଦାୟୀ କଲେ ମହମ୍ମଦୁଲ୍ଲା

ଢାକା: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତଠାରୁ ବାଂଲାଦେଶ ୧ ରନ୍‌ରେ ପରାଜିତ ହେବା ନେଇ ବୁଧବାର ମୁହଁ ଖୋଲିଛନ୍ତି ବ୍ୟାଟ୍ସମ୍ୟାନ୍‌ ମହମ୍ମଦୁଲ୍ଲା । ସେ କହିଛନ୍ତି ଏହି ପରାଜୟ ଏକ ‘ଅବିବେକୀ ଭୁଲ’। ୧୪୭ ରନ୍‌କୁ ପିଛା କରିବା ବାଂଲାଦେଶ ପାଇଁ ବେଶୀ କଷ୍ଟକର ନ ଥିଲା। ଭାରତଠାରୁ ଜିତିବାକୁ ବହୁ ବଲରେ ମାତ୍ର ୨ ରନ୍‌ ଆବଶ୍ୟକ ଥିଲା କିନ୍ତୁ ବରିଷ୍ଠ ବ୍ୟାଟ୍ସମ୍ୟାନ୍‌ମାନେ ଛକା ମାରିବାକୁ ଚାହିଁ ବାଉଣ୍ଡ୍ରୀରେ ଭାରତୀୟ ଫିଲ୍ଡରଙ୍କୁ କ୍ୟାଚ୍‌ ଦେଇ ଥିଲେ। […]

Mahmudullah-of-Bangladesh-bats21

Mahmudullah-of-Bangladesh-bats21

Rakesh Mallick
  • Published: Wednesday, 13 April 2016
  • Updated: 13 April 2016, 11:51 AM IST

Sports

Latest News

ଢାକା: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତଠାରୁ ବାଂଲାଦେଶ ୧ ରନ୍‌ରେ ପରାଜିତ ହେବା ନେଇ ବୁଧବାର ମୁହଁ ଖୋଲିଛନ୍ତି ବ୍ୟାଟ୍ସମ୍ୟାନ୍‌ ମହମ୍ମଦୁଲ୍ଲା । ସେ କହିଛନ୍ତି ଏହି ପରାଜୟ ଏକ ‘ଅବିବେକୀ ଭୁଲ’।

୧୪୭ ରନ୍‌କୁ ପିଛା କରିବା ବାଂଲାଦେଶ ପାଇଁ ବେଶୀ କଷ୍ଟକର ନ ଥିଲା। ଭାରତଠାରୁ ଜିତିବାକୁ ବହୁ ବଲରେ ମାତ୍ର ୨ ରନ୍‌ ଆବଶ୍ୟକ ଥିଲା କିନ୍ତୁ ବରିଷ୍ଠ ବ୍ୟାଟ୍ସମ୍ୟାନ୍‌ମାନେ ଛକା ମାରିବାକୁ ଚାହିଁ ବାଉଣ୍ଡ୍ରୀରେ ଭାରତୀୟ ଫିଲ୍ଡରଙ୍କୁ କ୍ୟାଚ୍‌ ଦେଇ ଥିଲେ। ଫଳରେ ଦଳକୁ ପରାଜୟ ମିଳିଥିଲା।

୩୦ ବର୍ଷୀୟ ମହମ୍ମଦୁଲ୍ଲା କହିଛନ୍ତି,“ସେହି ସମୟରେ ବାଂଲାଦେଶର ଜିତିବାର ଆଶା ରହିଥିଲେ ମଧ୍ୟ ଏହା ସମ୍ଭବ ହୋଇ ପାରି ନ ଥିଲା। ଏହା  ମୋ କାରଣରୁ ହୋଇଥିଲା। ମୁଁ ଏକ ସେନ୍ସଲେସ୍‌ ମିଷ୍ଟେକ୍‌ କରିଛି। ଆଇସିସି ଟି-୨୦ ବିଶ୍ୱକପ୍‌ରେ ଦଳ ପରାଜିତ ହେବା ପାଇଁ ମୁଁ ନିଜକୁ ଦୋଷୀ ମନେ କରୁଛି।”

ସେ ଭାବ ବିହ୍ୱଳ ହୋଇ ଆହୁରି ମଧ୍ୟ କହିଛନ୍ତି,“ମୁଁ ଏନେଇ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରୁଛି। ମୁଁ ଆଉ ମୁଶାଫିକର ଯେତେବେଳେ ବ୍ୟାଟିଂ କରୁଥିଲୁ ସେତେବେଳେ ଯେ ଆମେ ମ୍ୟାଚ୍‌ ହାରି ଯିବୁ ବୋଲି ଆମେ ଜାଣି ନ ଥିଲୁ । ମୁଶାଫିକରଙ୍କ ୱିକେଟ ପତନ ପରେ ୨ଟି ଚୌକା ଆମକୁ ଆଶ୍ୱସ୍ତି ଆଣି ଦେଇଥିଲା। କିନ୍ତୁ ତା’ପରେ ଯାହା ହେଲା ମୁଁ ସେହି ମୁହୁର୍ତ୍ତକୁ କେବେ ବି ଭୁଲି ପାରିବି ନାହିଁ। ମୁଁ ଏହିପରି କ୍ଷଣକୁ ଭୁଲିବାକୁ ଚାହୁଁଛି, ହେଲେ ଭୁଲି ପାରୁନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story