ଦିଲ୍ଲୀକୁ ୧୫୦ ରନ୍‌ର ଟାର୍ଗେଟ ଦେଲା ଆରସିବି

ବେଙ୍ଗାଲୁରୁ: ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବିରାଟ୍‌ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ମାତ୍ର ୧୪୯ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୫୦ ରନ୍‌ର ଟାର୍ଗେଟ ମିଳିଛି। ଯଦି ଆରସିବି ଆଜିର ମ୍ୟାଚ୍‌ ହାରିବ, ତା’ହେଲେ ଦଳ ଆଇପିଏଲ୍‌ ମହାକୁମ୍ଭରୁ ବିଦା ହେବା ଏକ ପ୍ରକାରର ନିଶ୍ଚିତ ହୋଇଯିବ। ଦଳ ବର୍ତ୍ତମାନ ସୁଦ୍ଧା ୫ଟି ମ୍ୟାଚ୍‌ ଖେଳି ସବୁଥିରେ ପରାଜୟ […]

es

es

Hemant Lenka
  • Published: Sunday, 07 April 2019
  • Updated: 07 April 2019, 05:54 PM IST

Sports

Latest News

ବେଙ୍ଗାଲୁରୁ: ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବିରାଟ୍‌ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ମାତ୍ର ୧୪୯ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୫୦ ରନ୍‌ର ଟାର୍ଗେଟ ମିଳିଛି।

ଯଦି ଆରସିବି ଆଜିର ମ୍ୟାଚ୍‌ ହାରିବ, ତା’ହେଲେ ଦଳ ଆଇପିଏଲ୍‌ ମହାକୁମ୍ଭରୁ ବିଦା ହେବା ଏକ ପ୍ରକାରର ନିଶ୍ଚିତ ହୋଇଯିବ। ଦଳ ବର୍ତ୍ତମାନ ସୁଦ୍ଧା ୫ଟି ମ୍ୟାଚ୍‌ ଖେଳି ସବୁଥିରେ ପରାଜୟ ବରଣ କରିଛି।

ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର ପ୍ରଥମେ ଟସ୍‌ ଜିତି ବିରାଟ୍‌ଙ୍କ ଆରସିବିକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ଆରସିବିର ଓପନର ପାର୍ଥୀବ ପଟେଲ ମାତ୍ର ୯ ରନ୍‌ କରି କ୍ରିସ୍‌ ମୋରିସ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଏବି ଡିଭିଲିୟର୍ସ ପୁଣିଥରେ ସମସ୍ତଙ୍କୁ ନିରାଶ କରିଥିଲେ। ସେ ୧୭ ରନ୍‌ କରିଥିବା ବେଳେ କାଗିସୋ ରାବାଡାଙ୍କ ପ୍ରଥମ ଶିକାର ବନିଥିଲେ।

ପ୍ରମୋସନ୍‌ ପାଇ ୪ ନଂରେ ବ୍ୟାଟିଂ କରିବାକୁ ଆସିଥିବା ମାର୍କସ ଷ୍ଟୋଇନିସ୍‌ ମଧ୍ୟ କିଛି କରିପାରି ନଥିଲେ। ୧୫ ରନ୍‌ କରିଥିବା ଷ୍ଟୋଇନିସ୍‌ଙ୍କୁ ଅକ୍ସର ପଟେଲ ଆଉଟ୍‌ କରିଦେଇଥିଲେ। ଗୋଟିଏ ପଟେ ଜଣଙ୍କ ପରେ ଜଣେ ଆଉଟ୍‌ ହୋଇଯାଉଥିଲେ ହେଁ ବିରାଟ୍‌ କୋହଲି କିନ୍ତୁ ଅନ୍ୟପଟେ ରନ୍‌ ସଂଗ୍ରହ କରି ଚାଲିଥିଲେ। ୫ମ ୱିକେଟ୍‌ ପାଇଁ ତାଙ୍କୁ ଇଂଲିଶ ଅଲରାଉଣ୍ଡର ମୋଇନ୍‌ ଅଲୀ ଭରପୂର ସହଯୋଗ କରିଥିଲେ।

ଉଭୟ ୫ମ ୱିକେଟ୍‌ ପାଇଁ ୩୭ ରନ୍‌ ସଂଗ୍ରହ କରିବା ସହ ଦଳୀୟ ସ୍କୋରକୁ ୧୦୩ରେ ପହଞ୍ଚାଇଥିଲେ। ତେବେ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ଲୋଭରେ ମୋଇନ୍‌(୩୨) ଆଉଟ୍‌ ହୋଇଯାଇଥିଲେ। ଏହାର ୩୦ ରନ୍‌ ପରେ ୪୧ ରନ୍‌ କରିଥିବା ବିରାଟ୍‌ ମଧ୍ୟ ପ୍ୟାଭିଲିୟନ୍‌ ଫେରିଯାଇଥିଲେ। ବିରାଟ୍‌ଙ୍କୁ ରାବାଡା ଆଉଟ୍‌ କରିଥିବା ବେଳେ ମୋଇନ୍‌ଙ୍କ ୱିକେଟ୍‌ ସନ୍ଦୀପ ଲାମିଚାନେ ନେଇଥିଲେ।

ଏହି ଦୁଇ ଖେଳାଳି ଆଉଟ୍‌ ହେବା ପରେ ଆରସିବି ସଂପୂର୍ଣ୍ଣ ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିଲା। ଆକାଶଦୀପ ନାଥ(୧୯) ଓ ପବନ ନେଗୀ(୦)ଙ୍କୁ ରାବାଡା ଆଉଟ୍‌ କରି ଆରସିବିର ରନ୍‌ ହାରରେ ବ୍ରେକ୍ ଲଗାଇଥିଲେ। ମହମ୍ମଦ ସିରାଜ(୧)ଙ୍କ ୱିକେଟ୍‌ କ୍ରିସ୍‌ ମୋରିସ୍‌ଙ୍କ ଖାତାକୁ ଯାଇଛି। ଟିମ୍‌ ସାଉଦି ଶେଷରେ ୯ ରନ୍‌ କରିବାକୁ ଦଳୀୟ ସ୍କୋର ୧୪୯ରେ ପହଞ୍ଚିଥିଲା।

ଦିଲ୍ଲୀ ପକ୍ଷରୁ ରାବାଡା ସର୍ବାଧିକ ୪ଟି ୱିକେଟ୍‌ ନେଇଥିବା ବେଳେ କ୍ରିସ୍‌ ମରିସ ୨, ଅକ୍ସର ପଟେଲ ଓ ସନ୍ଦୀପ ଲାମିଚାନେ ଗୋଟିଏ ଲେଖାଏ ୱିକେଟ୍‌ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story