ତୃତୀୟ ଟେଷ୍ଟରୁ ଧାୱନ ବାଦ୍

କୋଲକାତା: ଅକ୍ଟୋବର ୮ ତାରିଖରୁ ଇନ୍ଦୋରରେ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି ଓପନର ଶିଖର ଧାୱନ। ତାଙ୍କ ବାମ ହାତର ବୁଢ଼ା ଆଙ୍ଗୁଠିରେ ଆଘାତ ଲଗିବା କାରଣରୁ ତାଙ୍କୁ ଟିମ୍‌ରୁ ବାଦ୍ ଦିଆଯାଇଛି। ଦ୍ୱିତୀୟ ଟେଷ୍ଟର ବ୍ୟାଟିଂ କରିବା ବେଳେ ତାଙ୍କର ଏହି ଆଙ୍ଗୁଠିରେ ଦୁଇ ଥର ବଲ୍ ବାଜି ଥିଲା। ଫଳରେ ତାହା ସାମାନ୍ୟ ଫ୍ରାକ୍ଚର ହୋଇଥିବା ଜଣାପଡ଼ିଛି। ତାଙ୍କୁ ଗତକାଲି ଡାକ୍ତରଖାନା ନିଆଯାଇଥିଲା। ତାଙ୍କୁ ଡାକ୍ତର ୧୫ […]

sikhar

sikhar

Rakesh Mallick
  • Published: Monday, 03 October 2016
  • Updated: 03 October 2016, 07:31 PM IST

Sports

Latest News

sikharକୋଲକାତା: ଅକ୍ଟୋବର ୮ ତାରିଖରୁ ଇନ୍ଦୋରରେ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି ଓପନର ଶିଖର ଧାୱନ। ତାଙ୍କ ବାମ ହାତର ବୁଢ଼ା ଆଙ୍ଗୁଠିରେ ଆଘାତ ଲଗିବା କାରଣରୁ ତାଙ୍କୁ ଟିମ୍‌ରୁ ବାଦ୍ ଦିଆଯାଇଛି। ଦ୍ୱିତୀୟ ଟେଷ୍ଟର ବ୍ୟାଟିଂ କରିବା ବେଳେ ତାଙ୍କର ଏହି ଆଙ୍ଗୁଠିରେ ଦୁଇ ଥର ବଲ୍ ବାଜି ଥିଲା। ଫଳରେ ତାହା ସାମାନ୍ୟ ଫ୍ରାକ୍ଚର ହୋଇଥିବା ଜଣାପଡ଼ିଛି। ତାଙ୍କୁ ଗତକାଲି ଡାକ୍ତରଖାନା ନିଆଯାଇଥିଲା। ତାଙ୍କୁ ଡାକ୍ତର ୧୫ ଦିନ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି।

କୋଲକାତାରେ ଖେଳା ଯାଇଥିବା ଦ୍ୱିତୀୟ ଟେଷ୍ଟରେ ଶିଖରଙ୍କ ବ୍ୟାଟ୍‌ରୁ ଭଲ ରନ୍ ବାହାରି ନ ଥିଲା। ପ୍ରଥମ ଇନିଂସରେ ସେ ୧ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୧୭ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story