ବିଶ୍ୱକପରେ ଆଙ୍ଗୁଳି ଫ୍ରାକ୍ଚର ହୋଇଥିବା କଥା ଲୁଚାଇଥିଲେ ଧୋନି !

ନୂଆଦିଲ୍ଲୀ: ବିଶ୍ୱକପରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଖେଳୁଥିବା ବେଳେ ମହେନ୍ଦ୍ର ସିଂହ ଧୋନି ଆହତ ହୋଇଥିଲେ। କିନ୍ତୁ ସେ ଏହାକୁ କାହା ଆଗରେ ପ୍ରକାଶ କରିନଥିଲେ। ଇନ ଡଟ୍ କମ୍ ନାମକ ଏକ ଇଂଲିଶ ଓ୍ୱେବସାଇଟ୍ ଆଜି ଏହା ଦାବି କରିଛି। ଧୋନି ଆହତ ବୋଲି ଜଣାପଡ଼ିଥିଲେ ଦଳ ପାଇଁ ଆଗାମୀ ମ୍ୟାଚରେ ପ୍ରଭାବ ପଡ଼ିଥାନ୍ତା ଓ ସେ ବିଶ୍ୱକପ ପରେ ଆର୍ମି ଟ୍ରେନିଂରେ ଭାଗ ନେଇ ପାରିନଥାନ୍ତେ ବୋଲି ଚିନ୍ତା କରି ଆହତ ସମସ୍ୟାକୁ  ଧୋନି […]

DHONI AGAINST ENGLAND

DHONI AGAINST ENGLAND

Subhransu Sekhar
  • Published: Thursday, 15 August 2019
  • Updated: 15 August 2019, 09:34 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱକପରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଖେଳୁଥିବା ବେଳେ ମହେନ୍ଦ୍ର ସିଂହ ଧୋନି ଆହତ ହୋଇଥିଲେ। କିନ୍ତୁ ସେ ଏହାକୁ କାହା ଆଗରେ ପ୍ରକାଶ କରିନଥିଲେ। ଇନ ଡଟ୍ କମ୍ ନାମକ ଏକ ଇଂଲିଶ ଓ୍ୱେବସାଇଟ୍ ଆଜି ଏହା ଦାବି କରିଛି।

ଧୋନି ଆହତ ବୋଲି ଜଣାପଡ଼ିଥିଲେ ଦଳ ପାଇଁ ଆଗାମୀ ମ୍ୟାଚରେ ପ୍ରଭାବ ପଡ଼ିଥାନ୍ତା ଓ ସେ ବିଶ୍ୱକପ ପରେ ଆର୍ମି ଟ୍ରେନିଂରେ ଭାଗ ନେଇ ପାରିନଥାନ୍ତେ ବୋଲି ଚିନ୍ତା କରି ଆହତ ସମସ୍ୟାକୁ  ଧୋନି ଲୁଚାଇ ରଖିଥିଲେ ବୋଲି ଇନ ଡଟ୍ କମ୍ ପ୍ରକାଶ କରିଛି।

ସୂଚନାଯୋଗ୍ୟ, ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ଭାରତ ଖେଳୁଥିଲା। ଭାରତ ପକ୍ଷରୁ ପଡ଼ିଆରେ ଧୋନି ବ୍ୟାଟିଂ କରୁଥିବା ବେଳେ ବଲଟି ତାଙ୍କ ଆଙ୍ଗୁଳିରେ ବାଜିବାରୁ ସୂତା ଭଳି ସରୁ ଫ୍ରାକଚର ହୋଇଥିଲା ବୋଲି ଇନ ଡଟ୍ କମ୍ କହିଛି। ତେବେ ଡାକ୍ତରଙ୍କ ପାଖକୁ ଯାଇ ଟେଷ୍ଟ କଲେ ଏହା ପ୍ରଘଟ ହୋଇଯିବ ଭାବି ନିଜ ଭିତରେ ଧୋନି ଏହି ଆହତ ସମସ୍ୟାକୁ ଲୁଚାଇ ରଖିଥିଲେ ବୋଲି ଏହି ୱେବସାଇଟ ତା ରିପୋର୍ଟରେ କହିଛି।

ଏହି ମ୍ୟାଚରେ ଧୋନି ବହୁତ ଧିମା ବ୍ୟାଟିଂ କରିଥିବାରୁ ଭାରତ ଇଂଲଣ୍ଡ ପାଖରୁ ହାରିଥିଲା ବୋଲି କ୍ରିକେଟ୍ ପ୍ରେମୀ ସେତେବେଳେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story