ପୁଣିଥରେ କମନୱେଲ୍‌ଥ ଗେମ୍‌ରୁ ବାଦ୍ ପଡ଼ିପାରନ୍ତି ଦୂତୀ ଚାନ୍ଦ: ୪ ବର୍ଷ ପୂର୍ବ ଜେଣ୍ଡର ଟେଷ୍ଟରେ ହୋଇଥିଲେ ଫେଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ଲାସଗୋ କମନୱେଲ୍ଥ ଗେମ୍‌ରେ ୪ବର୍ଷ ପୂର୍ବେ ଭାରତୀୟ ଆଥଲେଟ୍‌ ଦୁତି ଚାନ୍ଦ ଜେଣ୍ଡର୍‌ ଟେଷ୍ଟରେ ଫେଲ୍‌ ହେବା କାରଣରୁ ପ୍ରତିଯୋଗିତାରୁ ବାହାର ହୋଇଯାଇଥିଲେ। ଭାରତର ଏହି ଟପ୍‌ ଆଥଲେଟ୍‌ ତଥା ନ୍ୟାସନାଲ୍‌ ଚାମ୍ପିୟନ ଦୁତିଙ୍କ ପାଇଁ ପୁଣି ବଢିପାରେ ଚିନ୍ତା। ଜାତୀୟ ଗଣମାଧ୍ୟମରେ ଏବେ ଦୁତି ଚାନ୍ଦଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଗମୀ କମନୱେଲ୍ଥ ଖେଳକୁ ନଜରରେ ରଖି ଟିମ୍‌ ଚୟନ ପାଇଁ ପ୍ରତିଯୋଗୀଙ୍କ ଯୋଗ୍ୟତା ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି […]

dddd

dddd

Ordigital Desk
  • Published: Friday, 09 March 2018
  • Updated: 09 March 2018, 05:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ଲାସଗୋ କମନୱେଲ୍ଥ ଗେମ୍‌ରେ ୪ବର୍ଷ ପୂର୍ବେ ଭାରତୀୟ ଆଥଲେଟ୍‌ ଦୁତି ଚାନ୍ଦ ଜେଣ୍ଡର୍‌ ଟେଷ୍ଟରେ ଫେଲ୍‌ ହେବା କାରଣରୁ ପ୍ରତିଯୋଗିତାରୁ ବାହାର ହୋଇଯାଇଥିଲେ। ଭାରତର ଏହି ଟପ୍‌ ଆଥଲେଟ୍‌ ତଥା ନ୍ୟାସନାଲ୍‌ ଚାମ୍ପିୟନ ଦୁତିଙ୍କ ପାଇଁ ପୁଣି ବଢିପାରେ ଚିନ୍ତା। ଜାତୀୟ ଗଣମାଧ୍ୟମରେ ଏବେ ଦୁତି ଚାନ୍ଦଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଗମୀ କମନୱେଲ୍ଥ ଖେଳକୁ ନଜରରେ ରଖି ଟିମ୍‌ ଚୟନ ପାଇଁ ପ୍ରତିଯୋଗୀଙ୍କ ଯୋଗ୍ୟତା ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ଏଏଫ୍‌ଆଇ କହିଛି। ଏଥିରେ ଦୁତିଙ୍କ ପାଇଁ ମୁସ୍କିଲ ବଢ଼ିପରେ। କାରଣ ନିକଟରେ ଦୁତିଙ୍କ ପ୍ରଦର୍ଶନରେ ଅବନତି ଘଟିଛି।

ଏଏଫ୍‌ଆଇର ଜଣେ ଅଧିକାରୀ କହିଛନ୍ତି, ସିଲେକ୍ସନ୍‌ ପ୍ୟାନେଲ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟ ଠାରେ ଖେଳାଯିବାକୁ ଥିବା କମନୱେଲ୍ଥ ପାଇଁ ଖେଳାଳି ଚୟନ କରାଯିବ। ଏବଂ ସେ କହିଛନ୍ତି ଦୁତିଙ୍କ କଥା ଏଥିରେ ବିଚାର କରିବା ବହୁତ ମସ୍କିଲ ହେବ। ପ୍ୟାନେଲ୍‌ ଦୁତିଙ୍କୁ ନେଇ ନିଶ୍ଚିତ ଭାବେ ଚର୍ଚ୍ଚା କରିବାକୁ ଯାଉଛନ୍ତି ଯେ ଯେଉଁ କାରଣ ପାଇଁ ୨୦୧୪ରେ ତାଙ୍କୁ କମନୱେଲ୍ଥରୁ ବାହାର ହେବାକୁ ପଡ଼ିଥିଲା ପୁଣିଥିରେ ୪ ବର୍ଷ ପରେ ସେହି ପ୍ରତିଯୋଗିତାରେ ତାଙ୍କୁ ସ୍ଥାନ ମିଳିବା ଦରକାର କି ନୁହେଁ।

 ଅନ୍ୟପଟେ ଦୁତି ଏହି ପ୍ରତିଯୋଗିତା ପାଇଁ ଆଶାବାଦୀ ଅଛନ୍ତି। ଦୁତି କହିଛନ୍ତି ଗ୍ଲୋସଗୋ ଖେଳ ବେଳେ ତାଙ୍କ ସହ ଯାହା ହୋଇଥିଲା ତାହା ସେ ଏପର୍ଯ୍ୟନ୍ତ ଭୁଲି ନାହାଁନ୍ତି। ସେ ଜାଣିଛନ୍ତି କମନୱେଲ୍ଥ ଗେମ୍‌ ପାଇଁ କ୍ୱାଲିଫିକେସନ ମାର୍କ ଠାରୁ ତାଙ୍କ ପ୍ରଦର୍ଶନ ବହୁ ପଛରେ ଅଛି। ତଥାବି ତାଙ୍କୁ ଆଶା ଅଛି ଯେ ତାଙ୍କ ନାଁରେ ଚର୍ଚ୍ଚା ହେବ। କାରଣ ନିକଟରେ ସେ ପଟିଆଲାରେ ୧୦୦ ମିଟର ରେସ୍‌ରେ ସ୍ୱର୍ଣ୍ଣ ଜିତିଥିଲେ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story