ସାବିତ୍ରୀରେ ଲାଇଫ୍‌ ପାର୍ଟନରଙ୍କ ବିଷୟରେ ପୋଷ୍ଟ କରି ଡିଲିଟ୍‌ କରିଦେଲେ ଦୂତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସେ ମୋ ସାବିତ୍ରୀ, ମୁଁ ତା’ ସତ୍ୟବାନ। ଆଜି ସାବିତ୍ରୀ ଓଷା ଅବସରରେ ନିଜ ଜୀବନ ସାଥୀଙ୍କ ବିଷୟରେ ଏମିତି ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି ଦୌଡ଼ ରାଣୀ ଦୂତୀ ଚାନ୍ଦ। ସେ ନିଜର ଫେସବୁକ୍ ଆକାଉଣ୍ଟରେ ନିଜ ଲାଇଫ୍‌ ପାର୍ଟନରଙ୍କ ସହ କିଛି ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ସେ କ୍ୟାପସନରେ ଲେ଼ଖିଥିଲେ, ‘ସେ ମୋ ସାବିତ୍ରୀ ଓ ମୁଁ ତା ସତ୍ୟବାନ’। ତାଙ୍କର ଏହି ପୋଷ୍ଟରେ ବିଭିନ୍ନ ପ୍ରତିକ୍ରିୟା ଆସିଥିଲା। […]

b-908

b-908

Ranjit Kumar Jena
  • Published: Friday, 22 May 2020
  • Updated: 22 May 2020, 11:14 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସେ ମୋ ସାବିତ୍ରୀ, ମୁଁ ତା’ ସତ୍ୟବାନ। ଆଜି ସାବିତ୍ରୀ ଓଷା ଅବସରରେ ନିଜ ଜୀବନ ସାଥୀଙ୍କ ବିଷୟରେ ଏମିତି ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି ଦୌଡ଼ ରାଣୀ ଦୂତୀ ଚାନ୍ଦ। ସେ ନିଜର ଫେସବୁକ୍ ଆକାଉଣ୍ଟରେ ନିଜ ଲାଇଫ୍‌ ପାର୍ଟନରଙ୍କ ସହ କିଛି ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ସେ କ୍ୟାପସନରେ ଲେ଼ଖିଥିଲେ, 'ସେ ମୋ ସାବିତ୍ରୀ ଓ ମୁଁ ତା ସତ୍ୟବାନ'। ତାଙ୍କର ଏହି ପୋଷ୍ଟରେ ବିଭିନ୍ନ ପ୍ରତିକ୍ରିୟା ଆସିଥିଲା। ତେବେ ଦୂତିଙ୍କର ଏହି ପୋଷ୍ଟଟି ଭାଇରାଲ ହେବା ପରେ ସେ ଏହାକୁ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରୁ ଡିଲିଟ୍‌ କରିଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ ଦୂତୀ ସମଲିଙ୍ଗୀ ସମ୍ପର୍କ (ସେମ୍ ସେକ୍ସ ରିଲେସନଶିପ୍)କୁ ନେଇ ମୁହଁ ଖୋଲିଥିଲେ। ଦୂତୀ ତାଙ୍କ ଗାଁ ଚକ୍ର ଗୋପାଳପୁର (ଯାଜପୁର ଜିଲ୍ଲାରେ)ର ଜଣେ ଝିଅ ସହ ସଂପର୍କରେ ଥିବା କଥା କହିଥିଲେ। ସେ ତାଙ୍କୁ ହିଁ ବିବାହ କରିବେ ବୋଲି ଦୃଢ଼ଦାର ସହ କହିଥିଲେ। ଯେବେ ବିବାହ କରିବେ, ସମସ୍ତଙ୍କୁ ନିମନ୍ତ୍ରଣ ଦେବେ ବୋଲି ସ୍ପଷ୍ଟ ଭାବେ କହିଥିଲେ। ତେବେ ଦୂତୀ ନିଜ ପାର୍ଟନରଙ୍କ ନାଁ ପ୍ରକାଶ କରିନଥିଲେ।

ତାଙ୍କର ଏହି ସମଲିଙ୍ଗୀ ସମ୍ପର୍କକୁ ବିରୋଧ କରି  ତାଙ୍କ ବଡ଼ ଭଉଣୀ ଓ ମା' ଗୁରୁତର ଅଭିଯୋଗ ଆଣିଥିଲେ। ବଡ଼ ଭଉଣୀ ସରସ୍ୱତୀ କହିଥିଲେ ଯେ ଦୂତୀଙ୍କ ଟଙ୍କା ହଡ଼ପ ପାଇଁ ଏହା ଏକ ବଡ଼ ଷଡ଼ଯନ୍ତ୍ର। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ଦୂତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story